୨୦୨୪ ପାଇଁ ନିର୍ବାଚନୀ ରଣନୀତି : ରାଜ୍ୟ ବିଜେପିର ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ, ଫୋକସରେ ୧୩ ଲୋକସଭା ନିର୍ବାଚନ ମଣ୍ଡଳୀ
୨୦୨୪ ପାଇଁ ନିର୍ବାଚନୀ ରଣନୀତି ରାଜ୍ୟ ବିଜେପିର ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ: ଫୋକସରେ ୧୩ ଲୋକସଭା ନିର୍ବାଚନ ମଣ୍ଡଳୀ #ଭୁବନେଶ୍ୱର(ଏନ୍.ଏମ୍.): ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ଏବେ ତତ୍ପର ହୋଇ ଉଠିଛନ୍ତି । କିଭଳି ନିର୍ବାଚନ ବୈତରଣୀ ପାର ହେବେ ଏ ନେଇ ଚାଲିଛି ଅଙ୍କକଷା । ଏହା ମଧ୍ୟରେ ବିଜେପି ମଧ୍ୟ ଆସନ୍ତା ନିର୍ବାଚନରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ଅଣ୍ଟା ଭିଡିଛି । ଓଡ଼ିଶାରେ ନୂତନ ଦଳୀୟ କର୍ମକର୍ତ୍ତା…
