ଆରପାରିରେ ମନୋରମା
ଆରପାରିରେ ମନୋରମା କଟକ(ଏନ୍.ଏମ୍.): ବିଶିଷ୍ଟ ଲେଖିକା, ସମାଜସେବୀ, କବି, ସାମ୍ବିଦିକା, ଅଧ୍ୟାପିକା, ତଥା ଦୈନିକ ସମାଜ ଖବର କାଗଜର ପୂର୍ବତନ କାର୍ଯ୍ୟକାରୀ ସମ୍ପାଦିକା ଡକ୍ଟର ମନୋରାମା ମହାପାତ୍ରଙ୍କ ଆଜି କଟକ ବଡ଼ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି । ଅପରାହ୍ନ ସମୟରେ ତାଙ୍କର ଛାତିରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ କଟକ ବଡ଼ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ବର୍ଷ ହୋଇଥିଲା । ସେ ଗତ କିଛିଦିନ ଧରି…
