ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ
ଟ୍ୟୁସନରୁ ଫେରିବା ବାଟରେ ୧୨ ବର୍ଷର ଛାତ୍ରୀକୁ ଗଣଦୁଷ୍କର୍ମ,୨ ଅଭିଯୁକ୍ତ ଗିରଫ ଦେବଗଡ(ଏନ୍.ଏମ୍.): ଦେବଗଡ଼ ଜିଲ୍ଲାର ରିଆମାଳ ଥାନା ଅଞ୍ଚଳରେ ଜଣେ ୧୨ ବର୍ଷର ନାବାଳିକା ଟ୍ୟୁସନ୍ରୁ ଫେରିଲା ବେଳେ ଦୁଇ ଜଣ ଦୁର୍ବୁତ୍ତ ଜଙ୍ଗଲକୁ ଟେକି ନେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକର ରିଆମାଳ ଥାନା ଅର୍ନ୍ତଗତ ଛତାବର ଗ୍ରାମରେ । ଏହି ଘଟଣାରେ ସମ୍ପୃକ୍ତ ଥିବା କଙ୍କରଖୋଲ ଗାଁର ଶୁଭମ ବାଦୀ…
