ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ
ଶୋଇଥିବାବେଳେ ବାପପୁଅଙ୍କୁ ଦଳିଦେଲା ଦନ୍ତା: ବାପ ଗୁରୁତର ପୁଅ ମୃତ କାମାକ୍ଷାନଗର(ଏନ.ଏମ୍.): ଦିନକୁ ଦିନ ହାତୀମାନେ ଗ୍ରାମାଭିମୁଖୀ ହେବା ସହ ବହୁ ଧନଜୀବନ କ୍ଷତି କରୁଛନ୍ତି । ଏପରିକି ଅନ୍ଧାର ରାତିରେ ତାଣ୍ଡବ ସୃଷ୍ଟି କରିବା ଯୋଗୁଁ ଜନସାଧାରଣ ଅତିଷ୍ଠ ହୋଇପଡ଼ିଲେଣି । ଏପରିକି କାମାକ୍ଷାନଗର ଅଞ୍ଚଳରେ ବାପପୁଆ ହାତୀ ଆକ୍ରମଣର ଶିକାର ହୋଇ ପୁଅର ମୃତ୍ୟୁ ହୋଇଥିବାବେଳେ ବାପ ଗୁରୁତର ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଛି । ସୂଚନା ଅନୁଯାୟୀ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର…
