ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’
ବିଶ୍ୱବ୍ୟାପି ରିଲିଜ୍ ହେଲା “ଉତ୍କଳ ଜନନୀ ମମତାମୟୀ’ ଭୁବନେଶ୍ୱର(ଏନ୍.ଏମ୍.): ପବିତ୍ର ଉତ୍କଳ ଦିବସରେ ଭୁବନେଶ୍ୱରସ୍ଥିତ ରୋଟାରୀ କ୍ଲବ ଅଡିଟୋରିୟମରେ ପଦ୍ମଶ୍ରୀ ବାବା ବଳିଆଙ୍କ ରଚିତ ପବିତ୍ର ପଟ୍ଟନାୟକଙ୍କ ସଂଗୀତ ନିର୍ଦେଶନାର ଦେଶାତ୍ମବୋଧକ ସଂଗୀତ “ଉତ୍କଳ ଜନନୀ ମମତାମୟୀ ” ସଂଗୀତ ଲୋକାର୍ପିତ ହୋଇଯାଇଛି । ଓଡିଶାର ଆଗ ଧାଡିର ୧୦ ଜଣ କଣ୍ଠଶିଳ୍ପୀ ଗାଇଛନ୍ତି । ଆଜି ଉଦ୍ଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ବାବା ବଳିଆ, ସମ୍ମାନିତ ଅତିଥି ଭାବେ ବିଶ୍ୱ ଓଡ଼ିଆ ମହାସଂଘ ସଭାପତି…
