କୋଣାର୍କରେ ବିଶ୍ୱଐତିହ୍ୟ ଦିବସ : ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’
କୋଣାର୍କରେ ବିଶ୍ୱଐତିହ୍ୟ ଦିବସ ‘ଐତିହ୍ୟ ସୁରକ୍ଷାରେ ସ୍ଥାନୀୟବାସିନ୍ଦାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’ କୋଣାର୍କ(ଏନ୍.ଏମ୍.): ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ପକ୍ଷରୁ ସମଗ୍ର ବିଶ୍ୱରେ ଥିବା ଐତିହ୍ୟ ପୀଠଗୁଡ଼ିକର ସୁରକ୍ଷା ଓ ଜନସଚେତନ ସୃଷ୍ଟି କରିବା ନିମନ୍ତେ ପ୍ରତ୍ୟକ ବର୍ଷ ଅପ୍ରେଲ ମାସ ୧୮ ତାରିଖ ଦିନଟିକୁ ବିଶ୍ୱ ଐତିହ୍ୟ ଦିବସ ରୂପେ ପାଳନ କରାଯାଇଥାଏ । କୋଣାର୍କର ସୂର୍ଯ୍ୟମନ୍ଦିର ୧୯୮୪ ମସିହାରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ ହେବା ପରେ ସେବେ ଠାରୁ ଏଏସଆଇ କାର୍ଯ୍ୟଳୟ ପକ୍ଷରୁ ପ୍ରତିବର୍ଷ ସୂର୍ଯ୍ୟମନ୍ଦିର…
