କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା
କଟକ ସଦର ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା କଟକ ସଦର(ଏନ୍.ଏମ୍.): କଟକ ସଦର ବ୍ଲକ ଫକୀରପଡା ପଞ୍ଚାୟତରେ ବିଶ୍ୱଶାନ୍ତି ମହାଯଜ୍ଞ, ମେଳଣ ଯାତ୍ରା ଓ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇ ଯାଇଛି । ବିଶ୍ୱ ଶାନ୍ତି ଯଜ୍ଞର ପ୍ରଥମ ଦିନ ୧୭ ତାରିଖରେ ଶୁଭ ଅଙ୍କୁରାରୋପଣ, ୧୮ ତାରିଖରେ କଳସ ଶୋଭାଯାତ୍ରା, ସୁର୍ଯ୍ୟ ପୂଜା, ଅଗ୍ନିସ୍ଥାପନ ଓ ସର୍ବ ଦେବାଦେବୀଙ୍କର ଯଜ୍ଞ ମଣ୍ଡପକୁ ଆବାହନ,୧୯ ତାରିଖରେ ଭଗବତଗୀତାରେ ଆହୁତି ପ୍ରଦାନ,…
