ଟିପିସିଓଡିଏଲର ଉପଭୋକ୍ତା ଶୋଷଣ ନୀତି ନେଇ କୁହୁଳୁଛି ଅସନ୍ତୋଷ
ଟିପିସିଓଡିଏଲର ଉପଭୋକ୍ତା ଶୋଷଣ ନୀତି ନେଇ କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍.ଏମ୍.): ଟିପିସିଓଡିଏଲ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବା ପରେ ଉପଭୋକ୍ତାଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଟାଟା ଏକ ପୁରୁଣା ଏବଂ ପ୍ରତିଷ୍ଟିତ କମ୍ପାନୀ ହୋଇଥିବାରୁ ସାଧାରଣ ଲୋକଙ୍କର ଧାରଣା ଥିଲା ଯେ, ଟାଟା ଦାୟିତ୍ୱ ନେବା ପରେ ଉପଭୋକ୍ତାମାନେ ଅଧିକ ସୁଫଳ ପାଇବେ । ବିଦ୍ୟୁତ ବଣ୍ଟନ, ପରିଚାଳନାରେ ଅଧିକ ସୁଧାର ଆସିପାରିବ । କିନ୍ତୁ ଦାୟିତ୍ୱ ନେବା ପରେ ସବୁ…
