ଭାରତୀୟ ସ୍ଥଳ ସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ କୁହୁଳୁଛି ଅସନ୍ତୋଷ
ଭାରତୀୟ ସ୍ଥଳ ସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ କୁହୁଳୁଛି ଅସନ୍ତୋଷ ନରସିଂହପୁର(ଏନ୍.ଏମ୍.): ଭାରତୀୟ ସ୍ଥଳସେନା ନିମନ୍ତେ ଆଶାୟୀ ପ୍ରାର୍ଥୀଙ୍କ ଅସନ୍ତୋଷ କୁହୁଳିବାରେ ଲାଗିଛି । ପ୍ରାର୍ଥୀଙ୍କ ଚୟନପ୍ରକ୍ରିୟାରେ ଅହେତୁକ ବିଳମ୍ବ କରାଯାଉଥିବା ଯୋଗୁଁ ଆଶାୟୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଏହାର ପ୍ରତିବାଦରେ ନରସିଂହପୁର ପଞ୍ଚମୁଖୀ ଛକଠାରୁ ଅଶାୟୀ ପ୍ରାର୍ଥୀଙ୍କ ଏକ ବିଶାଳ ଶୋଭାଯାତ୍ରା ଅଞ୍ଚଳ ପରିକ୍ରମା କରି ବିଭାଗୀୟ ଅବହେଳାର ସମାଲୋଚନା କରାଯାଇଛି । ଯାହାର ମୁଖ୍ୟ ଉଦ୍ଦେଶ୍ୟ ଦୀର୍ଘ ଆଠମାସରୁ ଉର୍ଦ୍ଧ୍ୱ…
