ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ

ବିବଶ ମହାନଦୀ: ଚିତ୍ରକଳା ମାଧ୍ୟମରେ ଟ୍ରିବ୍ୟୁନାଲକୁ ବାର୍ତ୍ତା ଦେଲେ ଚିତ୍ର ଶିଳ୍ପୀ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗଡ଼ଗଡିଆ ମନ୍ଦିର ପ୍ରାଙ୍ଗଣରେ କଟକ ଆର୍ଟିଷ୍ଟ ସଂଗଠନ ତରଫରୁ ମହାନଦୀର ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ “ତୁଳିରେ ବିବଶ ମହାନଦୀ’ ଶୀର୍ଷକ ଏକ ଚିତ୍ର ଅଙ୍କନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚିତ୍ରଶିଳ୍ପୀମାନେ ମହାନଦୀର ବିବଶ ସ୍ଥିତି ଉପରେ ନିଜ ନିଜ ତୁଳିରେ ଚିତ୍ର ଅଙ୍କନ କରିଥିଲେ । ପ୍ରାୟ ପଚାଶରୁ ଉର୍ଦ୍ଧ ଚିତ୍ରଶିଳ୍ପୀ ଯୋଗଦେଇ ବର୍ତ୍ତମାନ ମହାନଦୀର ସାମ୍ପ୍ରତିକ ଦୁଃସ୍ଥିତିର…

Read More

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ

କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ସଫେଇରେ ଅନିୟମିତତା ନେଇ ତେଜୁଛି ଅସନ୍ତୋଷ #ଜଗତପୁର(ଏନ୍‌.ଏମ୍‌.):କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳର ମହାନଦୀରୁ ବାହାରିଥିବା କେନ୍ଦ୍ରାପଡା-ପଟ୍ଟାମୁଣ୍ଡେଇ ହାଇ ଲେବୁଲ କେନାଲ ସଫେଇ କାମରେ ନିୟମିତତା ନେଇ ଅଞ୍ଚଳରେ ଜନ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ କେନାଲ ସଫେଇ ନାମରେ ଲକ୍ଷାଧିକ ଟଙ୍କା ହରିଲୁଟ ହେବା ଭଳି ଅଞ୍ଚଳବାସୀ ସଂଗୀନ ଅଭିଯୋଗ ଉଠାଇଛନ୍ତି । କେନାଲର ଜିରୋ ପଏଣ୍ଟ ଠାରୁ କିଛି ବାଟ ପର୍ଯ୍ୟନ୍ତ କେନାଲ ମଝିରେ ମାଟି ଭର୍ତ୍ତି…

Read More

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ

କାଳବୈଶାଖୀର ତାଣ୍ଡବ ଲୀଳା: ଉଡ଼ିଗଲା ହୋଟେଲ ଆଜବେଷ୍ଟ, କାର ଉପରେ ପଡ଼ିଗଲା ଗଛ ବଜ୍ରପାତରେ ଜଣେ ମହିଳା ମୃତ #ଆଠଗଡ଼(ଏନ୍‌.ଏମ୍‌.): ଅପରାହ୍ନ ସମୟରେ ବାଙ୍କୀରେ ଦେଖିବାକୁ ମିଳିଛି କାଳବୈଶାଖୀର ତାଣ୍ଡବ ଲୀଳା । ହଠାତ କ୍ଷିପ୍ର ବେଗରେ ପବନ ବହିବା ସହ ପ୍ରବଳ ବର୍ଷା ଓ ଘନଘନ ବଜ୍ରପାତରେ ବାଙ୍କୀ- ଆଠଗଡ଼ ଅଞ୍ଚଳଟି ପ୍ରକମ୍ପିତ ହୋଇ ପଡ଼ିଥିଲା । ତେବେ ପ୍ରକୃତିର ଏହି ତାଣ୍ଡବରେ ଜଣେ ମହିଳାଙ୍କ ପ୍ରାଣ ହାନୀ ହେବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି…

Read More

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି

ବନ କର୍ମଚାରୀଙ୍କ ସୁରକ୍ଷା ପାଇଁ ୭ ଦଫା ଦାବିରେ ଅଣ୍ଟା ଭିଡିଲା ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି #ରାଇରଙ୍ଗପୁର(ଏନ୍‌.ଏମ୍‌.): ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳି ମାଡରେ ଫରେଷ୍ଟ ଗାର୍ଡ ବିମଳ ଜେନାଙ୍କ ସହିଦ ହୋଇ ଯାଇଛନ୍ତି । ବାରିପଦା ବନ କର୍ମଚାରୀ ମିଳିତ କ୍ରିୟାନୁଷ୍ଠାନ କମିଟି ସାଥୀଙ୍କୁ ହରାଇ ମର୍ମାହତ । ଏଥିସହ ଶିମିଳିପାଳ ଅଭୟାରଣ୍ୟରେ କାର୍ଯ୍ୟରତ ବନ କର୍ମଚାରୀଙ୍କ ସୁରକ୍ଷା ନେଇ ସେମାନେ ଏବଂ ତାଙ୍କର ପରିବାର ଲୋକେ ଚିନ୍ତିତ । ଶିମିଳିପାଳ…

Read More

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼

ଶୀତଳ ଷଷ୍ଠୀ ଯାତ୍ରାକୁ ନେଇ ଆଠଗଡ଼ରେ ବୋମାମାଡ଼ #ଆଠଗଡ଼(ଏନ୍‌.ଏମ୍‌): ଶୀତଳ ଷଷ୍ଠୀ ଯାତ୍ରାକୁ କେନ୍ଦ୍ର କରି ବୋମାମାଡ଼ ଭଳି ଘଟଣା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡ ମେଘା ଅଞ୍ଚଳରେ । ସୂଚନା ଅନୁଯାୟୀ, ପବିତ୍ର ଶୀତଳଷଷ୍ଠୀ ଯାତ୍ରା ଚାଲିଥିବାବେଳେ ପ୍ରଭୁ ଭୋଳାନାଥ ଏବଂ ଜଗତଜନନୀ ମା’ ପାର୍ବତୀ ଦେବୀଙ୍କ ବିବାହ ଉତ୍ସବରେ ଶ୍ରଦ୍ଧାଳୁ ମସଗୁଲ ଥିଲେ । ଉପସ୍ଥିତ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କ ପ୍ରେମରେ ଶିବରଞ୍ଜନୀ…

Read More

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’ #କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ…

Read More

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି

ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି #କଟକ(ଏନ୍‍.ଏମ୍‍.): ରାଜ୍ୟର ପ୍ରାୟ ପ୍ରତ୍ୟେକ ଶୈବପୀଠରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ବିଶେଷ କରି ଏହି ପର୍ବଟି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ ପାଳନ ହୋଇ ଆସୁଛି । ପ୍ରତ୍ୟେକ ଶୈବ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ…

Read More

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ

କ୍ଷତିଗ୍ରସ୍ତ ବସ୍ତିବାସିନ୍ଦାଙ୍କୁ ଆର୍ଥିକ ସହାୟତା ଓ ମୌଳିକ ସମସ୍ୟାର ସମାଧାନ ଦାବିରେ ମୋ କଟକ ସୁରକ୍ଷା ମଞ୍ଚର ବିକ୍ଷୋଭ #କଟକ(ଏନ୍‌.ଏମ୍‌.): କଟକ ସହରରେ ବସ୍ତିବାସିନ୍ଦାମାନଙ୍କୁ ଅନ୍ୟତ୍ର ଥଇଥାନ କରାଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ନଥିବା ଦେଖିବାକୁ ମିଳିଛି । ରାଜ୍ୟ ସରକାର କଟକ ସହରକୁ ସ୍ୱଛ, ସୁନ୍ଦର କରିବାପାଇଁ ସହରରେ ବାସ କରୁଥିବା ବସ୍ତିବାସିନ୍ଧାଙ୍କୁ ସହରର ଉପକଣ୍ଠ ସ୍ଥାନରେ ଯଥା କଟକ ଜଗତପୁର ନିମପୁର ଓ ଅନ୍ୟାନ୍ୟ ଅଞ୍ଚଳରେ ଥଇଥାନ ବ୍ୟବସ୍ଥା କରିଛନ୍ତି । ଗତ ୧୯ତାରିଖ…

Read More

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ତିରିଂ ତହସିଲ ରାମବେଡା ନଦୀଘାଟରୁ ଝାଡଖଣ୍ଡକୁ ଚୋରା ବାଲି ଚାଲାଣ ନେଇ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ #ରାଇରଙ୍ଗପୁର(ଏନ୍‌.ଏମ୍‌.): ଦିନକୁ ଦିନ ଚୋରା ବାଲି ମାଫିଆଙ୍କ ପ୍ରାଦୁର୍ଭାବ ହୁ ହୁ ହୋଇ ବଢି ଚାଲିଛି । ଦିବାରାତ୍ର ପ୍ରଶାସନ ଓ ପୋଲିସ ଜଣାତରେ ଚୋରା ବାଲି ଚାଲାଣ ବାହାର ରାଜ୍ୟକୁ ଭାରିଯାନ ଦ୍ୱାରା ବେଧଡକ ଭାବେ ହେଉଥିବା ଅଭିଯୋଗ ହେଉଛି । ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ତହସିଲ ଅଧିନସ୍ଥ ରାମ୍ୱେଡା ରାଜସ୍ୱ ଗ୍ରାମ ସନ୍ନିକଟ ରାମବେଡା…

Read More

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା

ଅଘୋଷିତ ଘନଘନ ବିଜୁଳି କାଟ ବିରୁଦ୍ଧରେ ବିଜେପିର ଲଣ୍ଟନ ଧରି ଅଭିନବ ପଦଯାତ୍ରା #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ଉର୍ଦ୍ଧ୍ୱରେ ପହଞ୍ଚିଥିବା ବେଳେ ବାରମ୍ବାର ଓ ଅଘୋଷିତ ବିଜୁଳି କାଟ ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ଯାହା ଅସହ୍ୟ ଗରମରେ ସଙ୍ଘର୍ଷ କରୁଥିବା ସାଧାରଣ ଲୋକଙ୍କ ସମସ୍ୟା ଏବେ ଆହୁରି ଦ୍ୱିଗୁଣିତ ହୋଇଛି । ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ…

Read More

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର : +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ

ମାଟ୍ରିକ ପରୀକ୍ଷା ଉତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କଲେ ସରକାର +୨ରେ ୧୩୪୬୮ଟି ସିଟ ବୃଦ୍ଧି, ୧୦୬ଟି ହାଇସ୍କୁଲ ହେଲା ଅପଗ୍ରେଡ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚଳିତ ଶିକ୍ଷାବର୍ଷରେ ରାଜ୍ୟରେ ମାଟ୍ରିକ ପରୀକ୍ଷାରେ ରେକର୍ଡ ସଂଖ୍ୟକ ଛାତ୍ରଛାତ୍ରୀ +୨ ଅଧ୍ୟୟନ ନେଇ ଅନିଶ୍ଚିତତାରେ ଥିଲେ । ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟରେ +୨ କଲେଜର ଅଭାବ ଦୃଷ୍ଟିରୁ ଏଥର ପଢ଼ିବା ପାଇଁ ସିଟ ମିଳିବ କି ନାହିଁ ଆଶଙ୍କାରେ ଥିବାବେଳେ ରାଜ୍ୟସରକାର ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତ କରିଛନ୍ତି । ରାଜ୍ୟ ସରକାର…

Read More

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି । ବିଭିନ୍ନ ଶୈବ ପୀଠ ମାନଙ୍କରେ…

Read More