ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ
ଭିଜିଲାନ୍ସ ଜାଲରେ କୋଟି ପତି ଅତିରିକ୍ତ ଉପଜିଲ୍ଲାପାଳ: ପଡ଼ୋଶୀଙ୍କ ଛାତରୁ ମିଳିଲା ୨କୋଟିରୁ ଉର୍ଦ୍ଧ୍ୱ #ଭୁବନେଶ୍ୱର/ନବରଙ୍ଗପୁର(ଏନ୍.ଏମ୍.): କୋଟି ପତି ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ ଏବେ ଭିଜିଲାନ୍ସ ଜାଲରେ । କୋଟି କୋଟି ଟଙ୍କା ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଆଜି ଭିଜିଲାନ୍ସର ୯ଟି ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ତେବେ ଚଢ଼ାଉବେଳେ ଯେଉଁ ସମ୍ପତ୍ତି ଜବତ ହୋଇଛି ତାହା ଶୁଣିଲେ ଆଖି ଖୋସି ହୋଇ ଯିବ । ଏହି…
