ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ

ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ତୁଳସୀପୁର ମଠସାହି ସ୍ଥିତ ବହୁ ପୁରାତ ଶ୍ରୀଶ୍ରୀ ଜଗନ୍ନାଥ କ୍ଲବର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଅଜିତ କୁମାର ବେହେରା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ସମ୍ପାଦକ ଭାବେ ଭରତ ସାହୁ, କ୍ରୀଡ଼ା ସମ୍ପାଦକ ଜଗନ୍ନାଥ ସେଠୀ ନିର୍ବାଚିତ ହୋଇଛନ୍ତି । ସେହିଭଳି ଉପସଭାପତି ଭାବେ ଶେଖର ସୁମନ ସାହୁ, ସହ ସମ୍ପାଦକ ପବିତ୍ର କୁମାର ଦାସ, ନାଟ୍ୟସମ୍ପାଦକ ଚିତ୍ତରଞ୍ଜନ ନାୟକ,…

Read More

ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ଦାବିରେ ସିଏମସି କମିଶନରଙ୍କୁ ବିଧାୟକଙ୍କ ପକ୍ଷରୁ ଦାବିପତ୍ର

ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ଦାବିରେ ସିଏମସି କମିଶନରଙ୍କୁ ବିଧାୟକଙ୍କ ପକ୍ଷରୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): କଟକ ସହରରେ ଡେଙ୍ଗୁ ଓ ମ୍ୟାଲେରିଆ ରୋଗର ପ୍ରତିକାର ନିମନ୍ତେ ବିଧାୟକ ମହମ୍ମଦ ମୋକିମଙ୍କ ଆହ୍ୱାନ କ୍ରମେ ସିଏମସି ପୂର୍ବତନ ବିରୋଧୀ ଦଳ ନେତ୍ରୀ ଗିରିବାଳା ବେହେରାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ସିଏମସି କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ସଂପ୍ରତି କଟକ ପୌରାଞ୍ଚଳର ବିଭିନ୍ନ ୱାର୍ଡରୁ ଡେଙ୍ଗୁ ଓ ମ୍ୟାଲେରିଆ ଜ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ…

Read More

ଏଆଇଏଲଏଜେର ସାଧାରଣ ସଭା

ଏଆଇଏଲଏଜେର ସାଧାରଣ ସଭା #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ପାନ୍ଥନିବାସ ଠାରେ ଏଆଇଏଲଏଜେ (ଅଲ ଇଣ୍ଡିଆ ଲୟର୍ସ ଆସୋସିଏସନ ଫର ଜଷ୍ଟିସ) ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଷ୍ଟ୍ରୀୟ ସଭାପତି ମୈତ୍ରୀ କ୍ରିଷ୍ଣାୟାନ ଯୋଗଦେଇ ଆଇନଜୀବୀଙ୍କ ବିଭିନ୍ନ ସମସ୍ୟା ଓ ସମାଧାନ ଦିଗରେ ଆଲୋଚନା କରିଥିଲେ । ଏହି ଅବସରରେ ‘ଓଡ଼ିଶା ସୁରକ୍ଷା ଆଇନ-୨୦୨୩’ ଡ୍ରାଫ୍ଟ ପ୍ରସ୍ତାବ ଅନୁମୋଦିତ ହୋଇଥିଲା । ଏହି ବୈଠକରେ ସଂଯୋଜକ ବରିଷ୍ଠ ଆଇନଜୀବୀ ଗୁରୁପ୍ରସାଦ ମହାନ୍ତି, ଉପ ସଂଯୋଜକ…

Read More

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ #କଟକ ସଦର(ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମର ବାପି ଓରଫ ପ୍ରଣବ ପ୍ରକାଶ ମହାଳି ସିଆରପିଏଫ ଜବାନ ଭାବେ ମଣିପୁରରେ କାର୍ଯ୍ୟରତ ଥିବା ସମୟରେ ଗତ ଶୁକ୍ରବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କ ପାର୍ôଥବ ଶରୀର ପହଞ୍ଚିବା ଜନ୍ମମାଟିରେ ପରେ କନ୍ଦରପୁର ଠାରୁ ପାରାବିଲ୍‌, କମରପଦା ଦେଇ ଏକ ବିରାଟ…

Read More

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ବାର୍ଷିକ ଉତ୍ସବରେ ଯୋଗ ଦେଲେ କୃଷି ମନ୍ତ୍ରୀ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ବାର୍ଷିକ ଉତ୍ସବରେ ଯୋଗ ଦେଲେ କୃଷି ମନ୍ତ୍ରୀ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ସ୍ଥିତ ଗାନ୍ଧୀ ଛକ ଟାଉନ ହଲ ପରିସରରେ ଆଜି ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ବାର୍ଷିକ ଉତ୍ସବ ମହାସମାହୋରହରେ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ବ୍ରାହ୍ମଣମାନଙ୍କ ଏକତା ସମାଜରେ ସଂସ୍କାର ଆଣିବ ବୋଲି ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମରେସମ୍ମାନିତ ଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ…

Read More

କଲେଜଛକ ପୂଜାକମିଟି ଗଣ୍ଡଗୋଳ: ମାଲଗୋଦାମ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିସିପିଙ୍କୁ ଦାବିପତ୍ର

କଲେଜଛକ ପୂଜାକମିଟି ଗଣ୍ଡଗୋଳ: ମାଲଗୋଦାମ ଥାନା ଅଧିକାରୀଙ୍କ ବିରୁଦ୍ଧରେ ଡିସିପିଙ୍କୁ ଦାବିପତ୍ର #କଟକ(ଏନ୍‌.ଏମ୍‌.): କଲେଜଛକ ପୂଜାକମିଟି ଗଣ୍ଡେଗୋଳ ଘଟଣାରେ ପୁଲିସର ପକ୍ଷପାତିତା ନେଇ ମାଲଗୋଦାମ ଥାନା ଅଧିକାରୀଙ୍କ ବିରୋଧରେ ଡିସିପିଙ୍କୁ ଦାବିପତ୍ର ଦିଆଯାଇଛି । କଟକ ସହରର ବହୁ ପୁରାତନ ପୂଜା ପ୍ରତିଷ୍ଠାନ ମଧ୍ୟରେ କଲେଜ ଛକ ହେଉଛି ଅନ୍ୟତମ । କଲେଜ ଛକ ପୂଜା କମିଟିର ନୂତନ କର୍ମକର୍ତ୍ତା ଯୁଗ୍ମ-ସମ୍ପାଦକ ପଦବୀକୁ ନେଇ ଗତ ଅଗଷ୍ଟ ମାସ ୧୩ ତାରିଖରେ ପାଟରାସାହି ସ୍ଥିତ ବୁଢ଼ିମଙ୍ଗଳା ମନ୍ଦିର…

Read More

କଟକ ପ୍ରେସ୍‌କ୍ଲବ୍ ପରିଦର୍ଶନ କଲେ ମେୟର

କଟକ ପ୍ରେସ୍‌କ୍ଲବ୍ ପରିଦର୍ଶନ କଲେ ମେୟର କଟକ(ଏନ୍‌.ଏମ୍‌.): ଚୌଧୁରୀବଜାରସ୍ଥିତ କଟକ ପ୍ରେସ୍‌କ୍ଲବକୁ ଆଜି କଟକ ମହାନଗର ନିଗମ ମେୟର ସୁବାସ ସିଂହ ପରିଦର୍ଶନ କରିଛନ୍ତି । ରାଜ୍ୟର ସର୍ବପୂରାତନ ଦ୍ୱିତଳ ବିଶିଷ୍ଠ ପ୍ରେସ୍‌କ୍ଲବର ଉନ୍ନତିକରଣ କାର୍ଯ୍ୟ କିପରି ତ୍ୱରାନିତ ହୋଇପାରିବ ସେନେଇ କଟକର କାର୍ଯ୍ୟରତ ସାମ୍ବାଦିକମାନଙ୍କ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିଲା । ଏହି ଦାବିକୁ ଦୃଷ୍ଟିରେ ରଖି ଶ୍ରୀ ସିଂହ ଆଜି ପୂର୍ବାହ୍ଣରେ କଟକ ପ୍ରେସ୍‌କ୍ଲବ ବୁଲି ପରିସ୍ଥିତିକୁ ଉପଲବ୍ôଧ କରିଥିଲେ । ଏଥିସହ…

Read More

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ଉପରକୁ କାଳିମାଡ଼ ନେଇ କୁହୁଳୁଛି ରାଜନୈତିକ ଉଷ୍ମତା ପୁରୀ(ଏନ୍‌.ଏମ୍‌.): ୫ଟି ସଚିବ ଭି.କେ ପାଣ୍ଡିଆନ ବିଭିନ୍ନ ଜିଲ୍ଲାକୁ ଗସ୍ତ କରୁଥିବା ବେଳେ ଅନେକ ସ୍ଥାନରେ ତାଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଥିବା ଦେଖିବାକୁ ମିଳିଛି । ତେବେ ଅନେକ ସ୍ଥାନରେ ତାଙ୍କ କାରକେଡକୁ ଅଣ୍ଡାମାଡ଼ ହୋଇଥିବାବେଳେ ଆଜି ସତ୍ୟବାଦୀ ଅଞ୍ଚଳରେ ଶ୍ରୀ ପାଣ୍ଡିଆନଙ୍କ ଉପରକୁ କାଳି ମାଡ଼ ହୋଇଛି । ପୁରୀ ଜିଲ୍ଲା ସତ୍ୟବାଦୀରେ ଥିବା ୟୁଜିଏସ୍ କଲେଜ ସଭାରେ ଯୋଗ…

Read More

ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ

ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଉଦ୍ଧାର ହେଲା ଦୁଇ ଯୁବକଙ୍କ ମୃତଦେହ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିଅନ୍ତା ଠାରେ ମଇଁଷି ଗୁହାଳ ନିକଟ ବନ୍ଦ ଘରୁ ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧିନସ୍ଥ ବଇଁଚୁଆ କାଜ ନିକଟ ଏକ ବନ୍ଦ ଘରେ ୨ ଜଣ ବ୍ୟକ୍ତିଙ୍କ ମୃତଦେହ ପଡି ଥିଲା । ତେବେ ଏହି ଦୁଇ ଜଣ ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହେଲା ତାହାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ…

Read More

ଅଂଶୁମାନ କାନୁନଗୋଙ୍କ ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଅଂଶୁମାନ କାନୁନଗୋଙ୍କ ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ କଟକ(ଏନ୍‌.ଏମ୍‌.): ତ୍ରୁଟିପୂର୍ଣ୍ଣ ମାର୍କସିଟ୍ ମାମଲାରେ ସିବିଆଇ ତଦନ୍ତ ହେବ । ୨୦୨୨ ଜେଇଇ ପରୀକ୍ଷାରେ ଅଂଶୁମାନ କାନୁନଗୋଙ୍କ ମାର୍କସିଟକୁ ନକଲି କହି ରାଉରକେଲା ଏନଆଇଟି ଆଡମିଶନ ଖାରଜ କରିଥିଲା । ଏହାପରେ ମାର୍କସିଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଂଶୁମାନ । ଏବେ ୪ମାସ ମଧ୍ୟରେ ତଦନ୍ତ କରିି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିଦ୍ୟୁତ ରଞ୍ଜନ…

Read More

ଇପିଏଫ ପେନସନର୍ସ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଇପିଏଫ ପେନସନର୍ସ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଅଲ ଓଡିଶା ଇପିଏଫ ପେନସନର୍ସ ଆସୋସିଏସନର ଏକ ପ୍ରତିନିଧିଦଳ ଆଜି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସାକ୍ଷାତକରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ପ୍ରଦତ୍ତ ଏହି ସ୍ମାରକ ପତ୍ରରେ ଓଡିଶା ସମେତ ସାରା ଦେଶରେ ଥିବା ୭୫ ଲକ୍ଷ ଇପିଏଫ ପେନସନଭୋଗୀମାନଙ୍କୁ ବର୍ତ୍ତମାନ ମିଳୁଥିବା ସର୍ବନିମ୍ନ ମାସିକ ୧୦୦୦ଟଙ୍କାରୁ ୯୦୦୦ଟଙ୍କାକୁ ବୃଦ୍ଧି କରିବା ସହ ଦରଦାମ…

Read More

ସଂଜୀବନୀ ହେଲଥ୍ କେୟାର ହସ୍ପିଟାଲ ଉଦ୍ଘାଟିତ

ସଂଜୀବନୀ ହେଲଥ୍ କେୟାର ହସ୍ପିଟାଲ ଉଦ୍ଘାଟିତ #ଚୌଦ୍ୱାର(ଏନ୍‌.ଏମ୍‌.) : ପବିତ୍ର ୭୭ତମ ସ୍ୱାଧୀନତା ଦିବସରେ କଟକ ଜିଲ୍ଲା ଚୌଦ୍ୱାର ଚାରିଘରିଆ ଅଞ୍ଚଳରେ ଅତ୍ୟଧୁନିକ ପ୍ରଣାଳୀରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ସଂଜୀବନୀ ହେଲଥ୍ କେୟାର ହସ୍ପିଟାଲ ଉଦ୍ଘାଟିତ ହୋଇଯାଇଛି । ହସ୍ପିଟାଲର ମୁଖ୍ୟ ପରିଚାଳକ ବସନ୍ତ କୁମାର ଭୂୟାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଦଗୁରୁ ହସ୍ପିଟାଲର ଡାକ୍ତର ପ୍ରଦୀପ ମହାନ୍ତି ଓ ଡାକ୍ତର ସମିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନର୍ସିଂହୋମକୁ ଆନୁଷ୍ଠାନିକ ଭାବେ…

Read More