ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ

ଭୁଜାଲି ମୁନରେ ଦୁବୃର୍ତ୍ତମାନେ ଲୁଟିନେଲେ ଟଙ୍କା ଓ ମୋବାଇଲ #ବାରଙ୍ଗ(ଏନ୍‌.ଏମ୍‌.): ସମ୍ପ୍ରତି ପୁଲିସର କଡ଼ା ପ୍ରହରା ସତ୍ତ୍ୱେ ରାସ୍ତାଘାଟ ଆଉ ସୁରକ୍ଷିତ ନାହିଁ । ପାଦପାଦକେ ଛିନତାଇ, ଲୁଟ, ରାହାଜାନୀର ଭୟ ରହୁଛି । ତେବେ ଆଜି ଅପରାହ୍ନ ସମୟରେ ଜଣେ ପରିବା ବ୍ୟବସାୟୀଙ୍କ ବେକରେ ଭୁଜାଲି ଲଗେଇ ଦୁବୃର୍ତ୍ତମାନେ ଟଙ୍କା ଓ ଏକ ଦାମୀ ମୋବାଇଲ ଲୁଟି ନେଇଥିବା ଜଣା ପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ, ବାରଙ୍ଗ ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମର ସୁଧାଂଶୁ…

Read More

କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣାକୁ ପ୍ରତିବାଦ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣାକୁ ପ୍ରତିବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ଓ ସାର କାରବାରରେ ବ୍ୟାପକ କଳାବଜାର ପ୍ରତିବାଦରେ ଆଜି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ପାୱାରହାଉସ ଛକରୁ ଏକ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର…

Read More

ଏନ.ଏଲ.ୟୁ.ର ସଫେଇ କର୍ମଚାରୀମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ

ଏନ.ଏଲ.ୟୁ.ର ସଫେଇ କର୍ମଚାରୀମାନଙ୍କ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ #ନରାଜ(ଏନ୍‌.ଏମ୍‌.): ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଓଡିଶାର ଆଇନ ସେବା ସମିତି ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ସଫେଇ କର୍ମଚାରୀମାନଙ୍କ ମଧ୍ୟରେ ସାମାଜିକ ନିରାପତ୍ତା ଯୋଜନା ସମ୍ପର୍କୀତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଓ ସୁକନ୍ୟା ସମୃଦ୍ଧି ଯୋଜନା ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେଲେ ଯୋଜନା ମାଧ୍ୟମରେ କି ପ୍ରକାର ସୁବିଧା ସୁଯଗ ଉପଲବ୍ଧ…

Read More

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୫ ଜଣ ଗୁରୁତର ଆହତ

ଅଟୋ-ଟ୍ରକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୫ ଜଣ ଗୁରୁତର ଆହତ #ତିଗିରିଆ(ଏନ୍‌.ଏମ୍‌.): ଆଜି ସକାଳୁ ସକାଳୁ ଏକ ଅଟୋ ସହ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବାବେଳେ ୫ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚଗାଁ ପଞ୍ଚାୟତ ଭାରତ ଗ୍ୟାସ୍ ପାଖ ଖୁଣ୍ଟୁଣୀ ନରସିଂହପୁର ୬୫ ନମ୍ବର ରାଜ୍ୟ ରାଜପଥରେ ଏହି ମର୍ମନ୍ତୁଦ…

Read More

ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ

ନିମପୁର ଶ୍ମଶାନରେ ଅତ୍ୟାଧୁନିକ ଶବଦାହ ଗୃହ ଉଦଘାଟିତ #ଜଗତପୁର(ଏନ୍‌.ଏମ୍‌.): ସ୍ୱାୟତ୍ତ ଶାସନ ଦିବସ ଅବସରରେ କଟକ ମହାନଗର ଅନ୍ତର୍ଗତ ୪୮ନମ୍ବର ୱାର୍ଡ଼ ଜଗତପୁରସ୍ଥିତ ନିମପୁର ଶ୍ମଶାନରେ ଏକ ଅତ୍ୟାଧୁନିକ ଶବଦାହ ଗୃହ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ କାଠ ବ୍ୟବହାର କରାଯାଇ ଶବଦାହ କରାଯିବ । ତେବେ ଏହି ଅତ୍ୟାଧୁନିକ କାଠ ଶବଦାହ ଗୃହର ନିର୍ମାଣ ପାଇଁ ମୋଟ ୬୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା । ସିଏମସି ମେୟର ସୁବାସ ସିଂଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାବେ…

Read More

କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି

କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି #କେନ୍ଦ୍ରାପଡ଼ା(ଏନ୍‌.ଏମ୍‌.): କେନ୍ଦ୍ରାପଡ଼ା ଅଞ୍ଚଳରେ ଏବେ କୁମ୍ଭୀର ଆତଙ୍କ ବୃଦ୍ଧି ପାଇଛି । କେବଳ କେନ୍ଦ୍ରାପଡ଼ାରେ କାହିଁକି ଯାଜପୁର ଓ କଟକରେ ମଧ୍ୟ କୁମ୍ଭୀର ମାନେ ନଦୀରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି ନଦୀ ଓ କେନାଲରେ ମଧ୍ୟ କୁମ୍ଭୀର ବୁଲୁଥିବା ଫଟୋ ଭିଡିଓ ଭାଇରାଲ ହେଉଛି । ତେବେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣିନେବା ଘଟଣା…

Read More

ସଂଯୋଗ ଟୁଡେର ଦ୍ୱିତୀୟ ବାର୍ଷିକୋତ୍ସବ ‘ସମ୍ପ୍ରତି ସାମାଜିକ ଗଣମାଧ୍ୟମର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ’ #ଭୁବନେଶ୍ୱର(ଏନ୍‌.ଏମ୍‌.): ସାମାଜିକ ଗଣମାଧ୍ୟମ ସଂଯୋଗ ଟୁଡେ ପକ୍ଷରୁ ଦ୍ୱିତୀୟ ବାର୍ଷିକ ଉତ୍ସବ ତଥା ସଂଯୋଗ ଉତ୍କର୍ଷ ସମ୍ମାନ-୨୦୨୩ ସ୍ଥାନୀୟ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବାଙ୍କୀ ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗଣମାଧ୍ୟମ ଦୁନିଆରେ ସାମାଜିକ ଗଣମାଧ୍ୟମ ଭୁମିକା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମତଦେବା ସହ ସଂଯୋଗ ଟୁଡେର କାର୍ଯ୍ୟ…

Read More

୫ ମାସ ପରେ ଠକକୁ ଗିରଫ କଲା କିଶନନଗର ପୁଲିସ

୫ ମାସ ପରେ ଠକକୁ ଗିରଫ କଲା କିଶନନଗର ପୁଲିସ #କଟକ(ଏନ୍‌.ଏମ୍‌.): ଠକେଇ ରାତାରାତି ବିନା ପରିଶ୍ରମରେ ମନମୁତାବକ ରୋଜଗାର କରିବାର ଏକ ମୁଖ୍ୟ ତରିକା ପାଲଟି ଯାଇଛି । କେବଳ ପ୍ରଲୋଭିତ କରିବା ଭଳି କେତେକ ବାକ୍ୟ ବ୍ୟବହାର କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାର ମାଧ୍ୟମ । ତେବେ ଏ ନେଇ ଭବିଷ୍ୟତରେ କି’ଫଳ ଭୋଗିବାକୁ ହୁଏ ତା’ର ପରିଣାମ ସମ୍ପର୍କରେ ବିଚାର କରିବା ବେଳକୁ ନେଡିଗୁଡ଼ କହୁଣୀକୁ ବୋହିଯାଇଥାଏ । ତେବେ ଠକେଇ…

Read More

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ

ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ: ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ୭୪ ଜଣଙ୍କୁ ପଦକ ପ୍ରଦାନ କଲେ ରାଜ୍ୟପାଳ #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ପୁଲିସ୍ ସେବା, ଅଗ୍ନିଶମ ସେବା, ଗୃହରକ୍ଷୀ ଓ ବେସାମରିକ ପ୍ରତିରକ୍ଷା ସେବା ଏବଂ କାରାଗାର ଓ ସଂସ୍କାର ସେବାର ୭୪ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କ ଉଲ୍ଲେଖନୀୟ, ବିଶିଷ୍ଟ ସେବା ଓ ସାହସିକତା ନିମନ୍ତେ ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ସାହସିକତା ପଦକ ପ୍ରଦାନ କରାଯାଇଛି । ଲୋକସେବା ଭବନ କନଭେନସନ୍ ହଲରେ…

Read More

ମାନସିକ ବିକାରଗ୍ରସ୍ତ ଯୁବକ କେନାଲରେ ପଡ଼ି ମୃତ

ମାନସିକ ବିକାରଗ୍ରସ୍ତ ଯୁବକ କେନାଲରେ ପଡ଼ି ମୃତ #ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ସାଲେପୁର ବ୍ଲକ୍ ଅନ୍ତର୍ଗତ ମୁର୍କୁଣ୍ଡି ପୋଲ ନିକଟରେ ଜଣେ ମାନସିକ ବିକାରଗ୍ରସ୍ତ ଅଜଣା ବ୍ୟକ୍ତି କେନାଲରେ ପଡ଼ି ମୃତ୍ୟୁ ଘଟିଛି । ଗତ କାଲି ସନ୍ଧ୍ୟା ୬ଟା ସୁଦ୍ଧା ମୂର୍କୁଣ୍ଡୀ ପୋଲ ନିକଟରେ କେନାଲରେ କେହି ବୁଡ଼ି ଯାଉଥିବା ଲୋକମାନେ ଦେଖିଥିଲେ । ପରେ ସ୍ଥାନୀୟ ଲୋକେ ସାଲେପୁର ଅଗ୍ନିଶମ ବିଭାଗ ଓ କିଶୋରନଗର ଥାନାକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର…

Read More

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ସହାୟତା ଦେବାକୁ ଆକୁଳ ନିବେଦନ #କଟକ(ଏନ୍‌.ଏମ୍‌.): ମାରାତ୍ମକ କ୍ୟାନସନର ରୋଗରେ ଛଟପଟ ହେଉଥିବା ରୋଗୀଟି ପାଇଁ ଏବେ ଅର୍ଥ ସାଜିଛି ବାଧକ । ସରକାର ଦୁସ୍ଥ ରୋଗୀମାନଙ୍କ ପାଇଁ ଅନେକ ବ୍ୟବସ୍ଥା କରିଥିଲେ ମଧ୍ୟ ଅସହାୟ ଅବସ୍ଥାରେ ଚିକିତ୍ସା ହେଉଛନ୍ତି । ରୋଗୀ ଜଣକ ସୁଦୂର ଛତିଗଡ଼ ରାଜ୍ୟର ବିରଗାଁ, ବିନ୍ଦ୍ରାୱନଗଡ଼ ରାୟପୁରର ମଦନ ଦାସ(୪୩)ବୋଲି ଜଣାପଡ଼ିଛି । ସେ ବର୍ତ୍ତମାନ କଟକ ଆଚାର୍ଯ୍ୟହରିହର କର୍କଟରୋଗ ପ୍ରତିଷ୍ଠାନର ୧୫ନମ୍ବର ୱାର୍ଡ଼ରେ ଚିକିତ୍ସିତ…

Read More

ଚୌଦ୍ୱାର ମହାବିଦ୍ୟାଳୟରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ

ଚୌଦ୍ୱାର ମହାବିଦ୍ୟାଳୟରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତି ସ୍ଥାପନ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ମହାବିଦ୍ୟାଳୟ ପରିସରରେ ପ୍ରତିଷ୍ଠାତା ରାଜକିଶୋର ରାମଙ୍କ ପ୍ରତିମୂର୍ତ୍ତୀ ସ୍ଥାପନ ହୋଇଯାଇଛି । ଚୌଦ୍ୱାର ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ଆନୁକୂଲ୍ୟରେ ମହାବିଦ୍ୟାଳୟର ବାର୍ଷିକୋତ୍ସବ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଯୋଗଦେଇ ସ୍ୱର୍ଗତ ରାଜୁବାବୁ ଏହି ଅଞ୍ଚଳରେ ଶିକ୍ଷାର ପ୍ରସାର ନିମନ୍ତେ ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ…

Read More