ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼
ଚଳିତ ବର୍ଷ ୨୮ ରୁ ୩୨ରେ ପହଞ୍ଚିଲା କଟକର ଚାନ୍ଦି ମେଢ଼ ସଂଖ୍ୟା : ମନଜିଣିବ ରାଉସା ପାଟଣା ଦୁର୍ଗାମଣ୍ଡପର ନୂତନ କାଚମେଢ଼ #କଟକ(ଏନ୍.ଏମ୍.): କଟକ ସହରରେ ବର୍ଷକୁ ବର୍ଷ ଚାନ୍ଦିମେଢ଼ର ସଂଖ୍ୟା ବୃଦ୍ଧି ପାଇବା ସହ ରୌପ୍ୟନଗରୀ ମାନ୍ୟତାର ଗାରିମା ବୃଦ୍ଧି କରିପାରିଛି । ଗତବର୍ଷ କଟକର ଚାନ୍ଦି ମେଢ଼ ସଂଖ୍ୟା ୨୮ରେ ଥିଲାବେଳେ ଚଳିତ ବର୍ଷ ଏହା ୩୨କୁ ବୃଦ୍ଧି ପାଇଛି ବୋଲି କଟକ ମହାନଗର ଶାନ୍ତି କମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ…
