କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

କରୋନା ଟିକା ନୀତିକୁ ନେଇ କେନ୍ଦ୍ରକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ ନୂଆଦିଲ୍ଲୀ (ଏଜେନ୍ସି): କରୋନା ଟିକା ନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ପ୍ରଶ୍ନ କରିଛନ୍ତି । କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି । ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି ।…

Read More

ମୁଖ୍ୟମନ୍ତ୍ରୀ କେଜିରୱାଲଙ୍କ ଘୋଷଣା ଦିଲ୍ଲୀରେ ଆରମ୍ଭ ହେବ ତାଲା ଖୋଲିବା ପ୍ରକ୍ରିୟା

ନୂଆଦିଲ୍ଲୀ(ଏଜେନ୍ସି): ରାଜଧାନୀ ନୂଆଦିଲ୍ଲୀ ପ୍ରଥମେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ଅଣାୟତ ପରିସ୍ଥିତି ସୃଷ୍ଟି ହେବାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି କରାଯାଇଥିଲା । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବା ନେଇ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଘୋଷଣା କରିଛନ୍ତି । ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ଘଟିବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ବହୁ ଉଦ୍ୟମ…

Read More

କମ୍ପାନୀ ପକ୍ଷରୁ କରୋନା ଔଷଧ ‘ଟୁ-ଡିଜି’ର ମୂଲ୍ୟ ନିର୍ଦ୍ଧାରଣ

ନୂଆଦିଲ୍ଲୀ (ଏଜେନ୍ସି): ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା ଡିଆରଡିଓ ଏବଂ ଅନ୍ୟତମ ଫାର୍ମା କମ୍ପାନୀ ଡକ୍ଟର ରେଡିସର ମିଳିତ ସହଯୋଗରେ ପ୍ରସ୍ତୁତ ହୋଇଥିବା କରୋନା ଔଷଧ ଟୁ-ଡିଜିର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି । ଗୋଟିଏ ସକେଟ୍ ଟୁ-ଡିଜି ଔଷଧର ଦାମ୍ ୯୯୦ ଟଙ୍କା କମ୍ପାନୀ ପକ୍ଷରୁ ରଖାଯାଇଛି । ତେବେ ସରକାରୀ ହସ୍ପିଟାଲ ଦ୍ୱାରା ଏହି ଔଷଧକୁ ରିହାତିରେ ଯୋଗାଇ ଦିଆଯିବ ବୋଲି କୁହାଯାଇଛି । ମେ’ ୨୧ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ…

Read More

ବାତ୍ୟା ୟାସରେ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ: ଓଡ଼ିଶା ଦୀର୍ଘ ସୂତ୍ରୀ ବ୍ୟବସ୍ଥା ପାଇଁ ଦାବି ଉଠାଇଲେ ନବୀନ

୫୦୦କୋଟି ଟଙ୍କାର ସହାୟତା ଘୋଷଣା କଲେ ନରେନ୍ଦ୍ର ମୋଦୀ ଭୁବନେଶ୍ୱର (ଏନ୍.ଏମ୍.): ବାତ୍ୟା ୟାସ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡିଶା ଓ ପଶ୍ଚମିବଙ୍ଗ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଭୁବନେଶ୍ୱର ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଞ୍ଚô ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ଦୀର୍ଘ ୧ ଘଣ୍ଟା ଧରି ବୈଠକରେ ବାତ୍ୟା ସଂକ୍ରାନ୍ତୀୟ କ୍ଷୟକ୍ଷତିର ଆଲୋଚନା ହୋଇଥିଲା । ଏହି ବୈଠକରେ ଆଲୋଚନାବେଳେ ଓଡ଼ିଶା ଦୀର୍ଘସୂତ୍ରୀ ବ୍ୟବସ୍ଥା ଚାହୁଁଥିବା…

Read More

୬୦ତମ ଜାତୀୟ ଆନ୍ତଃରାଜ୍ୟ ବରିଷ୍ଠ କ୍ରୀଡ଼ା ଚାମ୍ପିୟନସିପ-୨୦୨୧: କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କଲେ ଆଥେଲେଟ୍ ପାର୍ବତୀ

କଟକ (ଏନ୍.ଏମ୍.): ଆସନ୍ତା ଜୁନ୍ ୧୫ ତାରିଖରେ ପଞ୍ଜାବର ପତିଆଲାଠାରେ ହେବାକୁ ଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ-୪ ଓ ସିନିୟର ଇଣ୍ଟର ଷ୍ଟେଟ ପ୍ରତିଯୋଗୀତାରେ ଭାଗ ନେବା ପାଇଁ ଆନ୍ତର୍ଜାତୀୟ ଆଥେଲେଟ ପାର୍ବତୀ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି । ପାର୍ବତୀ ତିନି ଦଶନ୍ଧି ଧରି ବିଭିନ୍ନ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେଇ ସଫଳତା ହାସଲ କରିଛନ୍ତି । ସେ ୧୯୯୦ମସିହାଠାରୁ ଜୁନିୟର ଆଥେଲେଟ୍ରୁ ଯାତ୍ରା ଆରମ୍ଭ କରି ଏପର୍ଯ୍ୟନ୍ତ ସୁଦ୍ଧା…

Read More

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ:ୟାସ ପ୍ରଭାବିତ ଅଞ୍ଚଳ କରିବେ ପରିଦର୍ଶନ

ନୂଆଦିଲ୍ଲୀ (ଏଜେନ୍ସି): ସାମୁଦ୍ରିକ ଝଡ଼ ୟାସ ଓଡ଼ିଶାର ବହୁ ଅଞ୍ଚଳକୁ ପ୍ରଭାବିତ କରିଛି । ଏଥି ସହିତ ପଶ୍ଚିମବଙ୍ଗ ଅଞ୍ଚଳରେ ମଧ୍ୟ କ୍ଷୟକ୍ଷତି ଘଟାଇଛି । ତେବେ ବାତ୍ୟା ୟାସର କ୍ଷୟକ୍ଷତି ପରିଦର୍ଶନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଥିବା ଜଣାପଡ଼ିଛି । ସେ ଆକାଶମାର୍ଗରୁ ବାତ୍ୟା ‘ୟାସ’ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରିବାପରେ ଭୁବନେଶ୍ୱରରେ ବାତ୍ୟା କ୍ଷୟକ୍ଷତି, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିବେ । ସେହିପରି ପ୍ରଧାନମନ୍ତ୍ରୀ…

Read More

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ବାତ୍ୟା ୟଶ ମୁକାବିଲା ପ୍ରସ୍ତୁତି ନେଇ ଅତିରିକ୍ତ ଡିଜିଙ୍କ ସମୀକ୍ଷା

୨ ଜିଲ୍ଲାର ୮୪ ଗ୍ରାମର ୧ ଲକ୍ଷ ୮୫ ହଜାର ୧୫୮ ଲୋକ ହେବେ ସ୍ଥାନାନ୍ତର ୨୪୪ ବାତ୍ୟା ଆଶ୍ରୟ ସ୍ଥଳ ଓ ୧ ହଜାର ୭୬୩ ବିଦ୍ୟାଳୟ ପ୍ରସ୍ତୁତ କଟକ(ଏନ୍.ଏମ୍.): ବାତ୍ୟା ‘ୟଶ’ର ମୁକାବିଲା ଓ ବାତ୍ୟା ପରର ଉଦ୍ଧାର ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି ଆଇନ ଶୃଙ୍ଖଳା ଅତିରିକ୍ତ ଡିଜି ୱାଇ କେ ଜେଠୱା । ବାତ୍ୟାର ମୁକାବିଲା କରିବା ପାଇଁ…

Read More

ୟାସ ମୁକାବିଲା ପାଇଁ ବିଭିନ୍ନ ସମ୍ଭାବ୍ୟ ପ୍ରଭାବିତ ସ୍ଥାନରେ ପହଞ୍ଚିଲେ ସଶସ୍ତ୍ର ସେନା

ନୂଆଦିଲ୍ଲୀ (ଏଜେନ୍ସି): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ୟାସ୍’ ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ବିଭିନ୍ନ ସ୍ଥାନରେ ପହଞ୍ଚିଛନ୍ତି । ଆସନ୍ତା ୨୬ତାରିଖ ବୁଧବାର ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ ଜବାନ ଓ ୭୦ ଟନ୍ ଓଜନର ସାମଗ୍ରୀ ସହ ବାରଣାସୀ,…

Read More

ବାତ୍ୟା ‘ୟାସ’ ମୁକାବିଲା ନେଇ ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଅମିତ ଶାହାଙ୍କ ସମୀକ୍ଷା

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଭୀଷଣ ବାତ୍ୟାରେ ପରିଣତ ହୋଇଛି । ଏହି ବାତ୍ୟାରେ ଦେଶର ୩ଟି ରାଜ୍ୟ ପ୍ରଭାବିତ ହେବାର ଆଶଙ୍କା ସୃଷ୍ଟି ହୋଇଛି । ତେବେ ବାତ୍ୟା ୟାସ ପାଇଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶ ଆଦି ୩ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ ଅମିତ ସାହା ଆଜି ଭିଡିଓ କନଫରେନ୍ସିଂ ଜରିଆରେ ବାତ୍ୟା ୟାସର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ବୈଠକରେ…

Read More

ଆଇଏମଡିର ସତର୍କ: ୧୨ ଘଣ୍ଟା ଭିତରେ ଭୀଷଣ ବାତ୍ୟାର ରୂପ ନେବ ‘ୟାସ’

ଭୁବନେଶ୍ୱର(ଏନ୍.ଏମ୍.): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ୟାସ ଏବେ ବାତ୍ୟାର ରୂପ ନେବାକୁ ଯାଉଛି । ଗତ ୬ ଘଣ୍ଟା ମଧ୍ୟରେ ଏହା ମାତ୍ର ୨ କିଲୋମିଟର ବେଗରେ ଆଗକୁ ବଢ଼ୁଛି । ତେବେ ବାତ୍ୟା ଯେତେ ଧୀରେଧୀରେ ଗତି କରିବ, ସେତେ ଶକ୍ତିଶାଳୀ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତେଣୁ ବାତ୍ୟା ୟାସ ମଧ୍ୟ ଅଧିକ ଶକ୍ତିଶାଳୀ ହେଉଥିବା ଆଶଙ୍କା କରାଯାଇଛି । ବିଭାଗର ଅନୁମାନ ଅନୁଯାୟୀ,…

Read More

ବାତ୍ୟା ୟାସ ନେଇ ଆଇଏମଡିର ସୂଚନା : ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ!

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ବାତ୍ୟାର ରୂପନେଇ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ ଆକଳନ କରାଯାଇଛି । ଆଇଏମ୍ଡି ମହାନିଦେ୍ର୍ଦଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଆଜି ଲଘୁଚାପ କ୍ଷେତ୍ରଟି ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା ବାଲେଶ୍ୱର ପାଖରୁ ପାଖାପାଖି ୭୦୦ କିଲୋମିଟର ଦୂରରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ଅଛି । ଆସନ୍ତାକାଲି ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହୋଇପାରେ…

Read More

ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ୯୦ଟି ଟ୍ରେନ ବାତିଲ

ଭୁବନେଶ୍ୱର(ଏନ୍.ଏମ୍.): ସାମୁଦ୍ରିକ ଝଡ଼ ‘ୟାସ୍’ ପାଇଁ ରେଳ ବିଭାଗ ପୂର୍ବରୁ ୭୪ଟି ଟ୍ରେନ୍କୁ ବାତିଲ କରି ଥିବାବେଳେ ଏବେ ଆଉ ୧୬ଟି ଟ୍ରେନ୍କୁ ବାତିଲ କରିଛି । ତେବେ ବାତ୍ୟା ୟାସ ପାଇଁ ରେଳ ବିଭାଗ ମୋଟ୍ ୯୦ ଟ୍ରେନ୍ ଚଳାଚଳ ବାତିଲ କରିଥିବା ଜଣାପଡ଼ିଛି । ରେଳବିଭାଗର ସୂଚନା ଅନୁଯାୟୀ, ଆସନ୍ତା ୨୫ ତାରିଖରେ ହାଓଡା-ଭାସ୍କୋଡ଼ାଗାମା-ହାଓଡ଼ା ଟ୍ରେନ୍ ଉଭୟ ପାର୍ଶ୍ୱରୁ ବାତିଲ ହୋଇଛି । ମେ’ ୨୩ ତାରିଖ ମୟିସୁରରୁ ଛାଡ଼ୁଥିବା ମୟିସୁର-ହାଓଡ଼ା ସ୍ପେଶାଲ୍ ଟ୍ରେନ୍କୁ…

Read More