ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଉଦ୍ୟମରେ ଶିିଶୁର ଚିକିତ୍ସା ପାଇଁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା କଟକ(ଏନ୍‌.ଏମ୍‌.): ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀ ଅର୍ନ୍ତଗତ କୟଳପଡା ଗ୍ରାମ ପଞ୍ଚାୟତ ଢିଅ ସାହିର ମାନସ ବାରିକଙ୍କ ଶିଶୁ ପୁତ୍ର ଶିବଶଙ୍କର ବାରିକ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ହେବ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ । ଆର୍ଥିକ ଦୁରବସ୍ଥା ଯୋଗୁଁ ଶିଶୁଟିର ଅଧିକ ଚିକିତ୍ସା ପାଇଁ ପରିବାର ଲୋକେ ଭାଙ୍ଗି ପଡିଥିଲେ । ଏହି ଖବର ଶୁଣିବା…

Read More

ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର

ଦକ୍ଷିଣ ଫିଲିପାଇନ୍ସରେ ସେନା ବିମାନ ଦୁର୍ଘଟଣା : ୧୭ ମୃତ, ୪୦ ଉଦ୍ଧାର ନୂଆଦିଲ୍ଲୀ (ଏନ୍‌.ଏମ୍‌.): ଫିଲିପାଇନ୍ସରେ ଏକ ବଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଆଜି ୯୨ଜଣ ସୈନିକଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ସି-୧୩୦ ଦକ୍ଷିଣ ଫିଲିପାଇନ୍ସ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଯାଇଛି । ତେବେ ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ସୈନିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେବି…

Read More

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ

ମିତାଲି, ଅଶ୍ୱିନଙ୍କୁ ଖେଳରତ୍ନ, ୩ କ୍ରିକେଟରଙ୍କୁ ଅର୍ଜୁନ ପାଇଁ ସୁପାରିସ ନୂଆଦିଲ୍ଲୀ (ଏଜେନ୍ସି): ବିଭିନ୍ନ କ୍ରିକେଟରଙ୍କୁ ଜାତୀୟ ପୁରସ୍କାର ପାଇଁ ନାମ ସୁପାରିସ କରିଛନ୍ତି ବିସିସିଆଇ । ବରିଷ୍ଠ ଅଫସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଏବଂ ଗତ ୨୨ ବର୍ଷ ହେଲା ଭାରତୀୟ ମହିଳା କ୍ରିକେଟ୍ ଦଳ ପାଇଁ ଖେଳୁଥିବା ମିତାଲି ରାଜ୍‌ଙ୍କୁ ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧି ଖେଳରତ୍ନ ପାଇଁ ସୁପାରିସ କରାଯାଇଛି । ପୁଣି ୩ ଆନ୍ତର୍ଜାତିକ କ୍ରିକେଟର ଶିଖର ଧାୱନ, କେ.ଏଲ୍‌….

Read More

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଐତିହାସିକ ‘ଡାକୋଟା’ ବିମାନ

ଓଡ଼ିଶା ଫେରିବ ବିଜୁ ବାବୁଙ୍କ ଐତିହାସିକ ‘ଡାକୋଟା’ ବିମାନ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାକୁ ଶୀଘ୍ର ଆସିବ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ‘ଡାକୋଟା’ ବିମାନ । ‘ଡାକୋଟା’କୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏନେଇ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ସେ କହିଛନ୍ତି, ବିଜୁବାବୁଙ୍କ ‘ଡାକୋଟା’ ଆଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି । ଟେଣ୍ଡର ପାଇଁ ପିଡବ୍ଲୁଡିକୁ ଦାୟିତ୍ୱ ଦିଆଯାଇଛି ।…

Read More

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା

ରାଜନୈତିକ ବିବାଦ ସତ୍ତ୍ୱେ ମୋଦୀଙ୍କ ନିକଟକୁ ଆମ୍ବ ପଠାଇଲେ ମମତା କୋଲକାତା (ଏଜେନ୍ସି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ରାଜନୈତିକ ତିକ୍ତତା ରହି ଆସିଛି । ବିଧାନସଭା ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଚରମ ସୀମାରେ ପହଞ୍ଚିଥିଲା । ସେହିପରି ନିର୍ବାଚନ ପରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ସଚିବ ଅଲ୍ପନ ବାନ୍ଦୋପାଧ୍ୟାୟ…

Read More

ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ

ଚିକିତ୍ସାଧିନ ଶିଶୁ ପାଇଁ ସାହାଯ୍ୟ ମାଗି ଟ୍ରୋଲ ହେଲେ ରିୟା ଚକ୍ରବର୍ତ୍ତୀ ମୁମ୍ବାଇ(ଏଜେନ୍ସି): ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଛନ୍ଦି ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବେ ଜଣେ ଶିଶୁଙ୍କ ପାଇଁ ସାହାଯ୍ୟ ମାଗି ସୋସିଆଲ ମିଡ଼ିଆରେ ଟ୍ରୋଲ ହୋଇଛନ୍ତି । ଏ ନେଇ ଲଗାତର ରିୟାଙ୍କୁ ନେଇ ଜୋରଦାର ଟ୍ରୋଲ ହେଉଛି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟାଙ୍କୁ ଦାୟୀ କରୁଛନ୍ତି ଫ୍ୟାନ୍ । ଏଥିପାଇଁ ସୋସିଆଲ ମିଡିଆରେ ଆଜିକାଲି କମ୍ ଆକ୍ଟିଭ ଅଛନ୍ତି…

Read More

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ

ପରଲୋକରେ ଆକାଶବାଣୀର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହ ଭୁବନେଶ୍ୱର (ଏନ୍‌.ଏମ୍‌.): ୯୦ ଦଶକର ଲୋକପ୍ରିୟ ସମ୍ବାଦପାଠକ ଉପେନ୍ଦ୍ର କୁମାର ପାହାଡ଼ ସିଂହଙ୍କ ୮୪ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇ ଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ତାଙ୍କର ବିୟୋଗ ହୋଇଛି । ଏନେଇ ତାଙ୍କ ପୁଅ ସୂଚନା ଦେଇଛନ୍ତି । ଉପେନ୍ଦ୍ର କୁମାର ପାହାଡ଼ ସିଂହ ନବେ ଦଶକରେ ଆକାଶବାଣୀର ସବୁଠୁ ଲୋକପ୍ରିୟ ସମ୍ବାଦ ପାଠକ…

Read More

ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ

ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ବଦଳି ମଧ୍ୟରେ ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର, ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦେଶକ, ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର) ସିଇଓ ଭାବେ ବଦଳି କରାଯାଇଛି । ପୁନଶ୍ଚ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୱାଇ.ବିଜୟଙ୍କୁ ପ୍ରାଣୀ ପାଳନ ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ…

Read More

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା

ଭିଜିଲାନ୍ସ ନିର୍ଦ୍ଦେଶକଭାବେ ଦାୟିତ୍ୱ ନେଲେ ଜଶୱନ୍ତ ଜେଠୱା କଟକ(ଏନ୍‌.ଏମ୍‌.): ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ବରିଷ୍ଠ ଆଇପିଏସ ଅଧିକାରୀ ଜଶୱନ୍ତ ଜେଠୱା ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେବାପରେ ସେ ଦିବଂଗତ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ଅବସରରେ ଜେଠୱା ସ୍ୱର୍ଗତ ପାଣିଗ୍ରାହୀଙ୍କ ସ୍ମୃତିଚାରଣ କରି ସେ ଯେଉଁଭଳି ଭାବେ ଭିଜିଲାନ୍ସ କାର୍ଯ୍ୟଶୈଳୀର ମାନ ବୃଦ୍ଧି କରିଛନ୍ତି ତାକୁ ଆହୁରି ମଜବୁତ୍ କରାଯିବ ।…

Read More

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ ପ୍ରଥମ ଡେଲଟା ପ୍ଲସ୍ ଆକ୍ରାନ୍ତ ଚିହ୍ନଟ ଭୁବନେଶ୍ୱର (ଏନ୍‌.ଏମ୍‌.): କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଥିବାବେଳେ ରାଜ୍ୟରେ ପ୍ରଥମ ଡେଲଟା ପ୍ଲସ୍ ରୋଗୀ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଡେଲଟା ପ୍ଲସ୍ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଚିହ୍ନଟ ମୋଟ ୪୮ଟି କେସ୍ ଭିତରୁ ଓଡ଼ିଶାରେ ଗୋଟିଏ ରୋଗୀ ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ୨୦, ତାମିଲନାଡୁରେ ୯ ଓ ମଧ୍ୟପ୍ରଦେଶରେ ୭ ଜଣ ଚିହ୍ନଟ ହୋଇଛି…

Read More

ଆଇପିଏସସ୍ତରରେ ଅଦଳବଦଳ: ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ

ଆଇପିଏସସ୍ତରରେ ଅଦଳବଦଳ: ଯଶୋବନ୍ତ ଜେଠୱା ହେଲେ ଭିଜିଲାନ୍ସ ନିର୍ଦ୍ଦେଶକ ଭୁବନେଶ୍ୱର(ଏନ୍‌.ଏମ୍‌.): ବରିଷ୍ଠ ଆପିଏସ ସ୍ତରରେ ଅଦଳ ବଦଳ କରାଯାଇଛି । ରାଜ୍ୟସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଅଦଳ ବଦଳରେ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ଯଶୋବନ୍ତ ଜେଠୱାଙ୍କୁ ଦାୟିତ୍ୱ ମିଳିଛି । ସେହିପରି ଲଳିତ ଦାସ ହେଲେ ଗୁଇନ୍ଦା ନିର୍ଦ୍ଦେଶକ । ସଂଜୀବ ପଣ୍ଡା ହେଲେ କ୍ରାଇମବ୍ରାଞ୍ଚ ଏଡିଜି । ରାଧାକୃଷ୍ଣ ଶର୍ମା ହେଲେ ଆଇନଶୃଙ୍ଖଳା ଏଡିଜି । ଅରୁଣ ବୋଥ୍ରା ହେଲେ ପରିବହନ କମିଶନର । ଅସିତ…

Read More

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ

ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ରାଜ୍ୟ ବୋର୍ଡଙ୍କୁ ନିର୍ଦ୍ଦେଶ ନୂଆଦିଲ୍ଲୀ (ଏଜେନ୍ସି): ଆସନ୍ତା ୧୦ ଦିନ ଭିତରେ ସମସ୍ତ ରାଜ୍ୟ ଶିକ୍ଷା ବୋର୍ଡ ଦ୍ୱାଦଶ ଶ୍ରେଣୀ ପାଇଁ ମୂଲ୍ୟାଙ୍କନ ପଦ୍ଧତି ବାବଦରେ ନିଷ୍ପତ୍ତି ନେବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୁନଶ୍ଚ ଜୁଲାଇ ୩୧ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ କୁହାଯାଇଛି । ସୁପ୍ରିମ କୋର୍ଟ ଆଜି ସମସ୍ତ ରାଜ୍ୟର ଶିକ୍ଷା ବୋର୍ଡକୁ ଏଭଳି…

Read More