ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ

ରେଭେନ୍ସା ବିଶ୍ୱବିଦ୍ୟାଳୟ ଇଷ୍ଟ ଓ ୱେଷ୍ଟ ହଷ୍ଟେଲ ପାଳନ କରିବ ଶତବାର୍ଷିକୀ ଉତ୍ସବ କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ରେଭେନ୍ସା ବିଶ୍ୱବିଦ୍ୟାଳୟର ଦୁଇଟି ହଷ୍ଟେଲକୁ ଶହେ ବର୍ଷ ପୂରଣ ହେବାକୁ ଯାଇଛି । ଏହି ଦୁଇଟି ହଷ୍ଟେଲର ଶତବାର୍ଷିକୀ ଉତ୍ସବ ପାଳନ କରାଯିବା ନିମନ୍ତେ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରେଭେନ୍ସାର ପୂର୍ବ ଛାତ୍ରାବାସ(ଇଷ୍ଟ) ଏବଂ ପଶ୍ଚିମ ଛାତ୍ରାବାସ(ୱେଷ୍ଟ) ଶହେ ବର୍ଷ ପାଳନ ଲାଗି ପ୍ରସ୍ତୁତି ଆରମ୍ଭ କରିଛି । ତେବେ ଆସନ୍ତା ନଭେମ୍ବର…

Read More

ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ

ସେପ୍ଟେମ୍ବର ୩୦ ଯାଏ କେନ୍ଦ୍ର ବଢ଼ାଇଲା କରୋନା କଟକଣା: ପାର୍ବଣ ପାଇଁ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ନିର୍ଦ୍ଦେଶ ନୂଆଦିଲ୍ଲୀ(ଏଜେନ୍ସି): ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଉଥିବା ଦୃଷ୍ଟିରୁ ଆଜି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଶରେ ଜାରି ରହିଥିବା କଟକଣାକୁ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି । ସେହିପରି ଆଗକୁ ପାର୍ବଣ ଋତୁ ଆସୁଥିବାରୁ ଯେମିତି କୌଣସି ସ୍ଥାନରେ ଭିଡ଼ ନଜମିବ ସେ ନେଇ ରାଜ୍ୟ ସରକାର ନିଶ୍ଚିତ କରନ୍ତୁ ବୋଲି ମନ୍ତ୍ରଣାଳୟ ପକ୍ଷରୁ…

Read More

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ

କଟକ ବଡ଼ମେଡ଼ିକାଲରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦ୍‌ଘାଟିତ ହେଲା ଇକମୋ ୟୁନିଟ କଟକ(ଏନ୍‌.ଏମ୍‌.): କଟକ ବଡ଼ମେଡ଼ିକାଲ(ଏସସିବି)ରେ ରାଜ୍ୟବସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ କରି ଇକମୋ ୟୁନିଟର ଉଦଘାଟନ କରିଛନ୍ତି । ଏହା ରାଜ୍ୟର ପ୍ରଥମ ଚିକିତ୍ସା ପଦ୍ଧତି । ଇକମୋ ଚିକିତ୍ସା ସେବାର ଉଦଘାଟନ ପରେ ମୁଖ୍ୟମନ୍ତ୍ରୀ କହିଲେ ଯେ, ଗୁରୁତର କୋଭିଡ ରୋଗୀଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ । ଓଡ଼ିଶାରେ ହିଁ ରୋଗୀ ଚିକିତ୍ସିତ ହେବେ । ଏହି ଚିକିତ୍ସା ପାଇଁ…

Read More

ଦାମ୍ପତ୍ୟ ବିବାଦ: ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ

ଦାମ୍ପତ୍ୟ ବିବାଦ: ଅନୁଭବଙ୍କ ଆବେଦନରେ ପୂର୍ଣ୍ଣଛେଦ ପକାଇଲେ ହାଇକୋର୍ଟ କଟକ(ଏନ୍‌.ଏମ୍‌.): ଦାମ୍ପତ୍ୟ କଳହକୁ ନେଇ ଫ୍ୟାମିଲି କୋର୍ଟରେ ମାମଲା ଚାଲିଥିବା ବେଳେ ଏହାର ତ୍ୱରିତ ଶୁଣାଣି ନିର୍ଦ୍ଦେଶ ପାଇଁ ଅନୁଭବ ମହାନ୍ତି ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଅନୁଭବଙ୍କ ଏହି ଆବେଦନର ଅନ୍ତ ଘଟାଇଛନ୍ତି । ପାରିବାରିକ ଅଦାଲତରେ ବିଚାର ଆରମ୍ଭ ହୋଇଥିବାରୁ ହାଇକୋର୍ଟ ଉକ୍ତ ମାମଲାର ଅନ୍ତ ଘଟାଇଥିବା ଜଣାପଡ଼ିଛି । ପତ୍ନୀ ବର୍ଷାଙ୍କ ସହ ହୋଇଥିବା ପାରିବାରିକ ବିବାଦକୁ ନେଇ ଅନୁଭବ ହାଇକୋର୍ଟରେ…

Read More

ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ

ଆରଟିଆଇ ରିପୋର୍ଟ ଆଧାରରେ ଜଣା ପଡ଼ିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ବିପଦପୂର୍ଣ୍ଣ ପୁରୀ(ଏନ୍‌.ଏମ୍‌.): ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ପ୍ରତି ବିପଦ ରହିଥିବା ନେଇ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜାଣିବାକୁ ମିଳିଛି । ବାହାର ଓ ଭିତର ଭଣ୍ଡାର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି । ଏକଦା ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରେ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାକୁ ନେଇ ସମଗ୍ର ରାଜ୍ୟରେ…

Read More

ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ

ବିଭିନ୍ନ ରାଜ୍ୟର ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡର ଛାତ୍ରଛାତ୍ରୀ ଓଡିଶାରେ ଯୁକ୍ତ ଦୁଇ ଲାଗି କରିପାରିବେ ଆବେଦନ ସାମସ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ସ୍କୁଲକୁ ନିର୍ଦ୍ଦେଶ କଟକ(ଏନ୍‌.ଏମ୍‌.): ଯେଉଁ ଛାତ୍ରଛାତ୍ରୀମାନେ ଅନ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଧିନରେ ମାଟ୍ରିକ ପାସ କରିଛନ୍ତି ସେମାନେ ଓଡିଶାରେ ଯୁକ୍ତ ଦୁଇରେ ନାମ ଲେଖାଇବାକୁ ଆବେଦନ କରିପାରିବେ ବୋଲି ସ୍ପଷ୍ଟ ହୋଇଛି । ଏଥିଲାଗି ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ୫ଟି ମାଧ୍ୟମିକ ଶିକ୍ଷା ବୋର୍ଡକୁ ସହମତି ପ୍ରଦାନ କରିଛନ୍ତି…

Read More

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ!, କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ

ଏସସିବିରେ ଚଳିତ ସପ୍ତାହରୁ ଚାଲିବ ଏକମୋ ୟୁନିଟ! କଲିକତାରୁ ପ୍ରଶିକ୍ଷଣ ନେଇ ଫେରିଲେ ୨ଟି ଟିମ କଟକ (ଏନ୍‌.ଏମ୍‌.): ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)ରେ ଚଳିତ ସପ୍ତାହରେ ଏକମୋ ୟୁନିଟ ଉଦଘାଟନ ହେବାର ସମ୍ଭାବନା ରହିଛି । ତାରିଖ ନିର୍ଦ୍ଧାରିତ ହୋଇନଥିଲେ ମଧ୍ୟ ୪ରୁ ୫ଦିନ ମଧ୍ୟରେ ଏକମୋ ଚିକିତ୍ସା ଆରମ୍ଭ କରାଯିବ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ସମସ୍ତ ମେସିନ ଇନଷ୍ଟଲ ହେବା ସହିତ ଏକମୋ ୟୁନିଟ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି…

Read More

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ

ଆଫଗାନକୁ ନେଇ କେନ୍ଦ୍ରର ସର୍ବଦଳୀୟ ବୈଠକ ୨୬ରେ: ବିରୋଧୀଙ୍କୁ ଦିଆଯିବ ସବୁ ତଥ୍ୟ ନୂଆଦିଲ୍ଲୀ(ଏଜେନ୍ସି): ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ସେଠାରେ ଅରାଜକତା ବୃଦ୍ଧି ପାଇବାରେ ଲାଗିଛି । ବିଶେଷ କରି ହିଂସା ଗ୍ରସ୍ତ ଆଫଗାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଉଦ୍ଧାର କରିବା ଏବେ ସରକାରଙ୍କ ଆଗରେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏସବୁ ଭିତରେ ଭାରତୀୟ ବାୟୁସେନା ପ୍ରାୟ ୭୦୦ ଜଣ ଭାରତୀୟ ଓ ଆଫଗାନ ନାଗରିକଙ୍କୁ ନୂଆଦିଲ୍ଲୀକୁ ଆଣି ସାରିଲାଣି ।…

Read More

ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି

ଇଓଡବ୍ଲ୍ୟୁ ଦ୍ୱାରା ପୁଣି ଜଣେ ବାବା ଓ ତାଙ୍କ ସହଯୋଗୀ ଗିରଫ: ଠକି ନେଇଥିଲେ ୩କୋଟି କଟକ(ଏନ୍‌.ଏମ୍‌.): ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) । ଜଣେ ସ୍ପେଶାଲ୍ କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ୩ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗରେ ଏହି ଆତ୍ମଘୋଷିତ ବାବାଙ୍କ ବିଜୟାନନ୍ଦ ଚୌଧୁରୀ ଓରଫ ଶ୍ରୀ ସ୍ୱାମୀ ବିଜୟାନନ୍ଦ ମହାରାଜକୁ ଗିରଫ କରାଯାଇଛି । ବାବାଙ୍କ ସହିତ ଜଣେ ବିଟେକ୍ ଇଞ୍ଜିନିୟରଚନ୍ଦନ ଆକାଶ ମହାନ୍ତଙ୍କୁ ମଧ୍ୟ…

Read More

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ; ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ

କେନ୍ଦ୍ର ସାହିତ୍ୟ ଅକାଦେମିର ଆଲୋଚନା ଚକ୍ର ସଂସ୍କୃତିର ମୂଳଉତ୍ସ ହେଉଛି ମଣିଷ କଟକ(ଏନ୍‌.ଏମ୍‌.): ମଣିଷ ସଭ୍ୟତା, ସାହିତ୍ୟ ଓ ସଂସ୍କୃତିର ମୂଳ ଉତ୍ସ । ମଣିଷର ବିକାଶ ଓ ଉନ୍ନତ ଚିନ୍ତା ସମାଜକୁ ବଳିଷ୍ଠ କରାଇଥାଏ । ପୃଥିବୀର ସ୍ଥିତି ମଣିଷକୁ ନେଇ ନିର୍ଦ୍ଧାରଣ କରାଯାଇଛି । ପ୍ରକୃତି ଓ ପରିବେଶ ମଣିଷର ଅଗ୍ରଗତି ପଥରେ ସହାୟକ ହୋଇଥାଏ; ତେଣୁ ସବୁରି ମୂଳରେ ମଣିଷହିଁ ଭିତ୍ତି ବୋଲି ‘କେନ୍ଦ୍ର ସାହିତ୍ୟ ଅକାଦେମି’ ଓ ‘ଆନନ୍ଦ ଆଶ୍ରମ’ ପକ୍ଷରୁ…

Read More

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ

ସାଂସଦ ଭର୍ତ୍ତୃହରିଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ, ଭୋପାଳର ଏକ ମହିଳା ଥାନାରେ ଏଫ୍‌ଆଇଆର୍ ଦେଲେ ବୋହୂ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମରେ ଯୌତୁକ ନିର୍ଯ୍ୟାତନା ଅଭିଯୋଗ । ଅଭିଯୋଗ ପରେ ଏବେବିଜେଡି ସାଂସଦ ଶ୍ରୀ ମହତାବ ଅଡ଼ୁଆରେ ପଡ଼ିଛନ୍ତି । ତାଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଉପରେ କଳା ଦାଗ ଆସିଛି । ତାଙ୍କ ବୋହୂ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳର ଏକ ମହିଳା ଥାନାରେ ଏଭଳି ଅଭିଯୋଗ କରିଥିବା ନେଇ ବିଭିନ୍ନ ଜାତୀୟ…

Read More

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର

ରାଜ୍ୟରେ ସଂକ୍ରମଣ ବଢ଼ିବାରୁ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳାଇଲେ ମହାରାଷ୍ଟ୍ର ସରକାର ମୁମ୍ବାଇ (ଏଜେନ୍ସି): ସ୍କୁଲ ଖୋଲିବା କ୍ଷଣି ବିଭିନ୍ନ ରାଜ୍ୟରେ ଛାତ୍ରଛାତ୍ରୀମାନେ କରୋନାରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ସ୍କୁଲ ଖୋଲିବା ଉପରେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି । ରାଜ୍ୟର କୋଭିଡ ଟାସ୍କ ଫୋର୍ସର ପରାମର୍ଶକ୍ରମେ ସରକାର ବର୍ତ୍ତମାନ ସ୍ଥିତିରେ ସ୍କୁଲ ଖୋଲିବ ନାହିଁ ବୋଲି କହିଛନ୍ତି । ଅଗଷ୍ଟ ୧୦ତାରିଖରେ ମହାରାଷ୍ଟ୍ର ସରକାର ଅଗଷ୍ଟ…

Read More