୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍ଯାପିତ
୫୬ତମ କେରଙ୍ଗ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍ଯାପିତ କେରଙ୍ଗ ସର୍ବଧର୍ମ ସମ୍ମିଳନୀ ଦେଶରେ ଭାଇଚାରାକୁ ପ୍ରୋତ୍ସାହନ ଦେବ : ସୁର ରାଉତର #ଖୋର୍ଦ୍ଧା(ଏନ୍.ଏମ୍.): ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ କେରଙ୍ଗ ଅହମଦୀୟା ମୁସଲିମ ଜମାତ ପକ୍ଷରୁ ୫୬ତମ ସର୍ବଧର୍ମ ଶାନ୍ତି ସମ୍ମିଳନୀ ଉଦ୍ଯାପିତ ହୋଇଛି । ଏହି ଅଧିବେଶନରେ ଅଖିଳ ଭାରତ ଅହମଦୀୟା ମୁସଲିମ ସଂଗଠନ ଇସଲାହ ଓ ଇରଶାଦ ବିଭାଗର ଉପସଚିବ ମୌଲାନା ଅବ୍ଦୁଲ ଓକିଲ ନିଆଜ ପୌରୋହିତ୍ୟ କରିଥିଲେ । ସର୍ବପ୍ରଥମେ ସୈଫୁର ଅହମ୍ମଦ ପବିତ୍ର…
