ଗ୍ରୀଷ୍ମ ଋତୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଗ୍ରୀଷ୍ମ ଋତୁ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ #ଭୁବନେଶ୍ୱର(ଏନ୍.ଏମ୍.): ଏବେ କିଛି ବର୍ଷ ଧରି ମେ ମାସରେ ଆସୁଥିବା ବାତ୍ୟା ରାଜ୍ୟର ବ୍ୟାପକ କ୍ଷତି କରି ପକାଉଛି । ତେବେ ଏହି ପ୍ରାକୃତିକ ବିପର୍ଯୟକୁ ରୋକିବା ସମ୍ଭବପର ନଥିଲେ ମଧ୍ୟ ଏହାଦ୍ୱାରା ହେଉଥିବା ଧନଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ସର୍ବଦା ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏ ନେଇ ଏକ ଜରୁରୀକାଳୀନ ବୈଠକ…
