ମହିଳା ଏସ୍ଏଚ୍ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ : ପ୍ରତି ବ୍ଲକ୍ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍
ମହିଳା ଏସ୍ଏଚ୍ଜିମାନଙ୍କୁ ଉଦ୍ୟୋଗିତା ନିମନ୍ତେ ପ୍ରୋତ୍ସାହନ ପ୍ରତି ବ୍ଲକ୍ରେ ସ୍ଥାପନ ହେବ ଛତୁଆ ପ୍ରସ୍ତୁତ ୟୁନିଟ୍ ଭୁବନେଶ୍ୱର (ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱୟଂ ସହାୟିକା ଗୋଷ୍ଠୀଗୁଡ଼ିକ ଜରିଆରେ ମହିଳାମାନଙ୍କୁ ଉଦ୍ୟୋଗ ପ୍ରତି ପ୍ରୋତ୍ସାହିତ କରିବା ଏବଂ ଗୁଣାତ୍ମକ ଛତୁଆ ପ୍ରସ୍ତୁତ କରିବା ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ରାଜ୍ୟର ୩୧୪ଟି ବ୍ଲକ୍ରେ ଛତୁଆ ପ୍ରସ୍ତୁତ ୟୁନିଟ୍ ସ୍ଥାପନ ପାଇଁ ପଦକ୍ଷେପ ଗ୍ରହଣ କରିଛି । ଏହି ଛତୁଆ ପ୍ରସ୍ତୁତି କେନ୍ଦ୍ରଗୁଡ଼ିକ ଆସନ୍ତା…
