ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ
ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ କଟକ(ଏନ୍.ଏମ୍.): କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରେ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ଆକାଶ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲରୁ ମୁକୁଳି ସାରିଥିବାବେଳେ ଏବେ…
