ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ
ମାଲଗୋଦାମ ଅଞ୍ଚଳରେ ନକଲି ଗୁଟକା କମ୍ପାନିରେ ଚଢ଼ାଉ, ଜଣେ ଅଟକ କଟକ(ଏନ୍.ଏମ୍.): ନକଲି ସମଗ୍ରୀ ପ୍ରସ୍ତୁତିର ରାଜଧାନୀ ପାଲଟିଛି କଟକ । ବିଭିନ୍ନ ସମୟରେ ନକଲି ସାମଗ୍ରୀ ତିଆରି କାରଖାନା ଉପରେ ଚଢ଼ାଉ କରାଯାଉଥିଲେ ମଧ୍ୟ ଏହାର ମୂଳୋତ୍ପାଟନ ସମ୍ଭବ ହୋଇ ପାରୁନାହିଁ । ଆଜି ପୁଣି କଟକର ମାଲଗୋଦାମ ଅଞ୍ଚଳରୁ ୭ କ୍ୱିଣ୍ଟାଲରୁ ଉର୍ଦ୍ଧ୍ୱ ନକଲି ଗୁଟୁକା ଜବତ ହେବା ସହ ପ୍ରସ୍ତୁତ ହେଉଥିବା କମ୍ପାନୀକୁ ମଧ୍ୟ ସିଲ କରାଯାଇଛି । କେବଳ ସେତିକି ନୁହେଁ…
