୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ
୫ ବର୍ଷ ଧରି ଫେରାର ଥିବା ଡି. ବ୍ରଦର୍ସଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଗିରଫ କଟକ (ଏନ୍.ଏମ୍.): ଗ୍ୟାଙ୍ଗଷ୍ଟାର ଡି. ବ୍ରଦର୍ସ (ଧଳସାମନ୍ତ ଭ୍ରାତାଦ୍ୱୟ)ଙ୍କ ଘନିଷ୍ଠ ସହଯୋଗୀ ଦୀଲୁ ଓରଫ ପ୍ରଦୀପ କୁମାର ସାହୁକୁ କଟକ କମିଶନରେଟ ପୁଲିସ ଗିରଫ କରିଛି । ତା ନାମରେ ଅନେକ ଅପରାଧିକ ମାମଲା ରହିଥିବାବେଳେ ଦୀର୍ଘ ୫ ବର୍ଷ ଧରି ଦୀଲୁ ପୁଲିସ ଆଖିରେ ଧୁଳି ଦେଇ ଫେରାର ଥିଲା । ଦୀଲୁ ୨୦୧୬ ମସିହାର ବହୁ ଚର୍ଚ୍ଚିତ ଦୀପୁ…
