Category: ସ୍ୱାସ୍ଥ୍ୟ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ କଟକ (ଏନ୍‌.ଏମ୍‌.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି…

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ କଟକ (ଏନ୍‌.ଏମ୍‌.): ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ ଓ ସଟ ଡାଉନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାବେଳେ ଯୁବକଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି ।…

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି

ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଜୟନ୍ତ ମହାପାତ୍ର ଏସସିବିରେ ଭର୍ତ୍ତି କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି । ଆଜି ଅପରାହ୍ନରେ ସେ ଅଧିକ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ…

ହସ୍ପିଟାଲରେ ଭର୍ତ୍ତି ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ

ନୂଆଦିଲ୍ଳୀ (ଏଜେନ୍ସି): କରୋନା ସଂକ୍ରମିତ ହେବା ପରେ ସ୍ୱାସ୍ଥାବସ୍ଥା ବିଗିଡି ଯିବାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କଙ୍କୁ ଆଜି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ସଂକ୍ରମଣ ପରେ ତାଙ୍କ ସ୍ୱାସ୍ଥଗତ ସମସ୍ୟା ଦେଖାଦେଇଥିବାରୁ ତାଙ୍କୁ…

ସୁପ୍ରିମକୋର୍ଟରେ ଏନସିପିସିଆର ସତ୍ୟପାଠ : କରୋନାରେ ଅନାଥ ହୋଇଛନ୍ତି ୯୩୦୦ ଶିଶୁ

ସୁପ୍ରିମକୋର୍ଟରେ ଏନସିପିସିଆର ସତ୍ୟପାଠ : କରୋନାରେ ଅନାଥ ହୋଇଛନ୍ତି ୯୩୦୦ ଶିଶୁ ନୂଆଦିଲ୍ଲୀ (ଏଜେନ୍ସି): କରୋନା ମହାମାରୀ ସମୟରେ ଦେଶରେ ୯୩୦୦ ଶିଶୁ ସେମାନଙ୍କ ମା’ବାପାଙ୍କୁ ହରାଇଥିବା ଜଣାପଡ଼ିଛି । ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନସିପିସିଆର) ପକ୍ଷରୁ ଏ…

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ

କଟକ ନଗର ବିଜେପି ପକ୍ଷରୁ ରକ୍ତଦାନ କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଉପଲକ୍ଷେ ତଥା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ‘ସେବାହିଁ ସଂଗଠନ’ କାର୍ଯ୍ୟକ୍ରମ ଅବସରରେ କଟକ ନଗର ବିଜେପି ତରଫରୁ…

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ

କଟକ ଜିଲ୍ଲାରେ ଏକ୍ସ-ରେ ଅନ ହ୍ୱିଲ ଶୁଭାରମ୍ଭ କଟକ(ଏନ୍‌.ଏମ୍‌.): କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ରୋଗୀଙ୍କ ପାଇଁ ଜିଲ୍ଲାରେ ଏକ୍ସରେ ବ୍ୟବସ୍ଥାର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାରେ କୋଭିଡ୍ କେୟାର ସେଣ୍ଟର ଏବଂ ହୋମ ଆେଇସୋଲସନ ବା ଘେର…

କୋଭିସିଲ୍ଡ ଟିକା ନେଇ ଆଣ୍ଟିବଢ଼ି ବଢ଼ୁନଥିବା ଅଭିଯୋଗ: ଆଶିଆନା ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ

କୋଭିସିଲ୍ଡ ଟିକା ନେଇ ଆଣ୍ଟିବଢ଼ି ବଢ଼ୁନଥିବା ଅଭିଯୋଗ: ଆଶିଆନା ଥାନାର ଦ୍ୱାରସ୍ଥ ହେଲେ ଅଭିଯୋଗକାରୀ ନୂଆଦିଲ୍ଲୀ (ଏଜେନ୍ସି): କୋଭିସିଲ୍ଡ ଟିକା କମ୍ପାନୀ ନିର୍ମାତା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ ଅଧର ପୁନାୱାଲାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ଦାବି…

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ

ଆସନ୍ତା ୧୭ତାରିଖ ଯାଏ ବଢ଼ିଲା ଲକ୍ଡାଉନ: ୩ଟି ଜିଲ୍ଲାରେ ସାମାନ୍ୟ କୋହଳ ଭୁବନେଶ୍ୱର(ଏନ୍.ଏମ୍.): କରୋନା ସ୍ଥିତି ଦେଖି ରାଜ୍ୟ ସରକାର ପୁଣି ଲକଡାଉନ କଟକଣା ବଢ଼ାଇଛନ୍ତି । ୧୬ ଦିନ ଲକଡାଉନ ବୃଦ୍ଧି କରାଯାଇ ଆସନ୍ତା ଜୁନ ୧୭ ତାରିଖ ସକାଳ…

ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ, ତଥାପି କମିନି ବିପଦ : ପ୍ରଦୀପ୍ତ କୁମାର ମହାପାତ୍ର

ଭୁବନେଶ୍ୱର (ଏନ୍.ଏମ୍.): ସମ୍ପ୍ରତି ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟରେ ମେ’ମାସ ୨୨ତାରିଖରେ ସର୍ବାଧିକ ୧୨,୮୫୨ଜଣ କରୋନା ଆକ୍ରାନ୍ତ…

ସହରରେ ଥିବା କୋଭିଡ ହସ୍ପିଟାଲରେ ୨୪ ଘଣ୍ଟିଆ ହେଲ୍ପ ଡେକ୍ସ

ସମ୍ପର୍କୀୟ ପାଇପାରିବେ ରୋଗୀଙ୍କ ଚିକିତ୍ସା ସମ୍ପର୍କିତ ତଥ୍ୟ କଟକ(ଏନ୍.ଏମ୍.): ସହରରେ ଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ରୋଗୀଙ୍କ ଟିକିନିକି ଖବର ସେମାନଙ୍କ ସମ୍ପର୍କୀୟ ମାନେ ପାଇ ପାରିବେ । ପୂର୍ବରୁ ରୋକୀଙ୍କ ସମ୍ପର୍କୀୟ ମାନେ ତଥ୍ୟ ପାଇବା ଲାଗି ହନନ୍ତସନ୍ତ ହେବାକୁ…

ମୁଖ୍ୟମନ୍ତ୍ରୀ କେଜିରୱାଲଙ୍କ ଘୋଷଣା ଦିଲ୍ଲୀରେ ଆରମ୍ଭ ହେବ ତାଲା ଖୋଲିବା ପ୍ରକ୍ରିୟା

ନୂଆଦିଲ୍ଲୀ(ଏଜେନ୍ସି): ରାଜଧାନୀ ନୂଆଦିଲ୍ଲୀ ପ୍ରଥମେ କରୋନା ସଂକ୍ରମିତ ସଂଖ୍ୟା ହୁହୁ ହୋଇ ବଢ଼ିବା ସହ ଅଣାୟତ ପରିସ୍ଥିତି ସୃଷ୍ଟି ହେବାରୁ ସରକାର ଓ ପ୍ରଶାସନ ପକ୍ଷରୁ ଲକ୍ଡାଉନ ଜାରି କରାଯାଇଥିଲା । ତେବେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ଅନଲକ୍…