ବାତ୍ୟା ୟାସର ଅନ୍ତରାଳେ ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବିତ ଅଞ୍ଚଳ ପରିଦର୍ଶନ
ଭୁବନେଶ୍ୱର (ଏନ୍.ଏମ୍.): ସାମୁଦ୍ରିକ ଝଡ଼ ୟାସ ବାତ୍ୟାର ରୂପ ନେବା ପରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି । ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲା ସହିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବ୍ୟାପକ ଧନ ଜୀବନ ପ୍ରଭାବିତ ହୋଇଛି । ଗତକାଲି ବାତ୍ୟାର ପ୍ରଭାବ ଦୂରଦେବା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି । ବାତ୍ୟା ୟାସ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଯଥା: ବାଲେଶ୍ୱର, ଭଦ୍ରକ,…
