ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼
ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ରଙ୍କୁ ସାମାପା ଆୱାର୍ଡ଼ #ନୂଆଦିଲ୍ଲୀ(ଏଜେନ୍ସି): ନୂଆଦିଲ୍ଳୀ ଠାରେ ପ୍ରସିଦ୍ଧ ସନ୍ତୁର ବାଦକ ସ୍ୱର୍ଗତ ପଦ୍ମଶ୍ରୀ ଭଜନ ସପୋରୀଙ୍କ ନାମରେ ସପୋରୀ ଏକାଡେମୀ ଅଫ ମ୍ୟୁଜିକ ଆଣ୍ଡ ପାରଫରମିଙ୍ଗ ଆର୍ଟ୍ସ ଆନୁକୂଲ୍ୟରେ ଚଳିତ ବର୍ଷର ସମ୍ମାନଜନକ ଜାତୀୟ ପୁରସ୍କାର…