କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ
କେତେ ଫଳପ୍ରଦ ହେଲା ସରକାରୀ ଆଇଏଏସ୍ କୋଚିଂ ଯୋଜନା, ୯୯ଜଣଙ୍କରୁ ପ୍ରାଥମିକ ପରୀକ୍ଷାରେ ଜଣେ ଉତ୍ତୀର୍ଣ୍ଣ ଭୁବନେଶ୍ୱର (ଏନ୍.ଏମ୍.): ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍) ପାଇଁ ପ୍ରତିବର୍ଷ ସର୍ବଭାରତୀୟସ୍ତରରେ ହେଉଥିବା ପରୀକ୍ଷାରେ ଓଡ଼ିଶାର ସଫଳତା ହାର ଅନ୍ୟ ରାଜ୍ୟ ତୁଳନାରେ ନୈରାଶ୍ୟଜନକ ରହିଛି । ତେବେ ପ୍ରତିବର୍ଷ କିପରି ଅଧିକ ଓଡ଼ିଆ ଛାତ୍ରଛାତ୍ରୀ ଆଇଏଏସ୍ ପାଇବେ ସେଥିନିମନ୍ତେ ସରକାରଙ୍କ ପକ୍ଷରୁ ଆଇଏଏସ କୋଚିଂ ଯୋଜନା କାର୍ଯ୍ୟକାରୀ ହୋଇଛି । ଏହି ଯୋଜନା ମାଧ୍ୟମରେ ଉଚ୍ଚଶିକ୍ଷା ବିଭାଗ ପ୍ରାର୍ଥୀଙ୍କ ପିଛା…
