ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ବିବାଦର ପୂର୍ଣ୍ଣଛେଦ: ଆବେଦନ ଖାରଜ ସରକାରଙ୍କ କୋଭିଡ ନିୟମାବଳୀରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ- ହାଇକୋର୍ଟ #କଟକ (ଏନ୍‌.ଏମ୍‌.): କଟକରେ ପାର୍ବଣ ସମୟରେ ମୃଣ୍ମୟୀ ମୂର୍ତ୍ତି ଉଚ୍ଚତା ନେଇ ଚାଲିଥିବା ବିବାଦର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ମୂର୍ତ୍ତି ବିବାଦ ମାମଲାର ରାୟ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ମୂର୍ତ୍ତି ଉଚ୍ଚତା ବୃଦ୍ଧି ନେଇ ହୋଇଥିବା ଆବେଦନକୁ ଆଜି ହାଇକୋର୍ଟ ଖାରଜ କରିଛନ୍ତି । ଫଳରେ ରାଜ୍ୟ ସରକାର କୋଭିଡ ଗାଇଡ଼ ଲାଇନରେ…

Read More

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା

ଆଜାଦଙ୍କ ବଦାନ୍ୟତା: ନେଲେନାହିଁ ସରକାରୀ ସହାୟତା କଟକ(ଏନ୍‌.ଏମ୍‌.): ସମାଜସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରିଥିବା ନିଆରା ମଣିଷ ବୃନ୍ଦାବନ ଦାସ ଆଜାଦ । ଦିନରାତି କଟକର ଗରିବ ଦଳିତ ତଥା ନିଷ୍ପେସିତଙ୍କ ପାଇଁ କାର୍ଯ୍ୟ କରୁଥିବା ଆଜାଦ ସରକାରୀ ସହାୟତାକୁ ପ୍ରତ୍ୟାଖ୍ୟାନ କରି ଆଉଏକ ଉଦାହରଣ ସୃଷ୍ଟି କରିଛନ୍ତି । ଯାହାକୁ ନେଇ କଟକ ସହରର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରିବା ସହ ଆଜାଦ ନିଜପାଇ ନକରି ଅନ୍ୟର ସୁଖ ପାଇ ବଞ୍ôଚଥିବା ମତପ୍ରକାଶ କରିଛନ୍ତି…

Read More

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ

ଭଙ୍ଗାଗଲା କଟକର ଏଲପିଜି ଶବଦାହ କେନ୍ଦ୍ର, ସିଏନଜି କାମ ଆରମ୍ଭ କଟକ(ଏନ୍‌.ଏମ୍‌.): ଖାନନଗର ଶ୍ମଶାନରେ କମ୍ପ୍ରେସଡ୍ ନ୍ୟାଚୁରାଲ ଗ୍ୟାସ (ସିଏନଜି) ଚୁଲା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ୩୫ ବର୍ଷର ପୁରୁଣା ବିଦ୍ୟୁତ ଶବଦାହ କେନ୍ଦ୍ରକୁ ମାଟିରେ ମିଶାଇ ଦିଆଯାଇଛି । ଅବଶ୍ୟ ବିଦ୍ୟୁତ ଚାଳିତ ବଦଳରେ ଏହାକୁ ପରିବର୍ତ୍ତନ କରାଯାଇ ଲିକ୍ୟୁଇଡ଼ ପ୍ରେଟ୍ରୋଲିୟମ ଗ୍ୟାସ ଦ୍ୱାରା ଶବଦାହ ହେଉଥିଲା । ତେବେ ଏହାକୁ ପୁଣି ପରିବର୍ତ୍ତନ କରାଯାଇ ସିଏନଜି ଚୁଲାରେ ଶବଦାହ…

Read More

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ

ଡାଲମିଆଁ ଭାରତ ପରିସରରେ ଓଡ଼ିଶାରେ ପ୍ରଥମ ସିଏନଜି ଚାଳିତ ଟ୍ରକ ଉଦ୍‌ଘାଟିତ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ପରିବେଶ ସୁରକ୍ଷା ଓ ପ୍ରଦୂଷଣ ନିୟନ୍ତ୍ରଣ ସମଗ୍ର ବିଶ୍ୱପାଇଁ ଆହ୍ୱାନ ସୃଷ୍ଟି କରିଛି । ପ୍ରଦୂଷଣ ନିୟନ୍ତ୍ରଣକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରୁଥିବାବେଳେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଓଡ଼ିଶାର ପ୍ରଥମ କମ୍ପ୍ରେସ ନେଚୁରାଲ ଗ୍ୟାସ(ସିଏନ୍‌ଜି) ଚାଳିତ ଟ୍ରକ ଉଦ୍‌ଘାଟିତ…

Read More

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ

ଫୁଲୁଛି ମହାନଦୀ, ହୀରାକୁଦରୁ ୨୮ଟି ଗେଟ ଦେଇ ନିଷ୍କାସନ ହେଉଛି ଉଦ୍‌ବୁଦ୍ଦ ଜଳ ଭୁବନେଶ୍ୱର/କଟକ/ସମ୍ବଲପୁର(ଏନ୍‌.ଏମ୍‌.): ଛତିଶଗଡ଼ରେ ଲଗାଣ ବର୍ଷା ହେତୁ ଫୁଲୁଛି ମହାନଦୀ । ଗତକାଲି ସୁଦ୍ଧା ହୀରାକୁଦ ଜଳଭଣ୍ଡାରରୁ ମୋଟ ୨୮ଟି ଗେଟ୍ ଦେଇ ଚାଲିଛି ଜଳ ନିଷ୍କାସନ । ତେବେ ଏହି ଉଦ୍‌ବୁଦ୍ଦ ଜଳ କଟକ ମଣ୍ଡଳିରେ ପହଞ୍ଚିବାବେଳକୁ ୧୮ତାରିଖ ପୂର୍ବାହ୍ନ ହୋଇ ପରେ ବୋଲି ଜଳ ସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି । ସୂଚନା ଅନୁଯାୟୀ ଗୁରୁବାର ସକାଳ ୭ଟାରେ ହୀରାକୁଦ ଜଳସ୍ତର…

Read More

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ କଟକ(ଏନ୍‌.ଏମ୍‌.): ପାର୍ବଣରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । କଟକ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଶାନ୍ତିକମିଟି ପକ୍ଷରୁ ଆଗତ ବୈଠକରେ ସହରବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ୪ଫୁଟ ଉଚ୍ଚତାର ମୂର୍ତ୍ତିକୁ ନେଇ ସରକାରଙ୍କ…

Read More

ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଶାନ୍ତି କମିଟିର ନିବେଦନ

ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନର ପୁର୍ନବିଚାର କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଉଭୟ ଶାନ୍ତି କମିଟିର ନିବେଦନ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାର ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନ ଉପରେ ଜାରି କରିଥିବା କଟକଣାକୁ କୋହଳ କରିବା ପାଇଁ ଉଭୟ ଶାନ୍ତି କମିଟି କର୍ମକର୍ତ୍ତାମାନେ ଉଚ୍ଚ ପଦାଧିକାରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ତାହା ବିଫଳ ହୋଇଛି । ମୁଖ୍ୟମନ୍ତ୍ରୀ ଏ ଦିଗରେ ହସ୍ତକ୍ଷେପ କରି ମୂର୍ତ୍ତିର ଉଚ୍ଚତା ଓ ଭକ୍ତଙ୍କ ଦର୍ଶନ ଉପରେ ଲଗାଯାଇଥିବା କଟକଣାର ପୁନଃବିଚାର…

Read More

ମନ୍ତ୍ରୀ ପ୍ରତାପଜେନାଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ

ମନ୍ତ୍ରୀ ପ୍ରତାପଜେନାଙ୍କ ଶୀଘ୍ର ଆଶୁଆରୋଗ୍ୟ କାମନା ପାଇଁ ସମୂହ ଦୀପଦାନ କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ, ନଗର ଉନ୍ନୟନ ତଥା ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁଆରୋଗ୍ୟ କାମନା କରି କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନର ସମ୍ମୁହ ଦୀପଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ଶ୍ରୀ ଜେନାଙ୍କ ହଠାତ୍ ଅସୁସ୍ଥତା ଖବର ପାଇ ଆଜି କମିଶନରେଟ୍ ପୁଲିସ କଟକ ରେଲୱେ ପ୍ରିପେଡ ଅଟୋ ଆସୋସିଏସନ ତରଫରୁ କଟକ କଲେଜଛକ ମା’ ଦଶମୀ ତାରିଣୀଙ୍କ ମନ୍ଦିରରେ ସମ୍ମୁହ…

Read More

ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା

ଚାଷୀଙ୍କୁ କାଳିଆ ଟଙ୍କା ଦେଲେ ସରକାର: ୩୭ଲକ୍ଷ ଚାଷୀ ପରିବାରକୁ ମିଳିଲା ସହାୟତା ଭୁବନେଶ୍ୱର(ଏନ୍‌.ଏମ୍‌.): ପବିତ୍ର ନୂଆଖାଇ ଅବସରରେ ରାଜ୍ୟସରକାର ଚାଷୀଙ୍କୁ ଆର୍ଥିକ ଭେଟି ଦେଇଛନ୍ତି । ରବି ଫସଲ ପାଇଁ ଚାଷୀଙ୍କୁ କାଳିଆ ସହାୟତା ପ୍ରଦାନ କରାଯାଇଛି । ୩୭ ଲକ୍ଷ ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ୭୪୩ କୋଟି ଟଙ୍କା ଯାଇଛି । ପ୍ରତିଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨ହଜାର ଲେଖାଁଏ ଟଙ୍କା କାଳିଆ ଟଙ୍କା ଜମାହୋଇଛି । ପୂର୍ବରୁ ଅକ୍ଷୟ ତୃତୀୟା ଅବସରରେ ରାଜ୍ୟର…

Read More

ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନର ଉଦ୍ଘାଟନ

ଓଡ଼ିଶା ହାଇକୋର୍ଟରେ ଇ-ଫାଇଲିଂ ଷ୍ଟେସନର ଉଦ୍ଘାଟନ କଟକ (ଏନ୍‌.ଏମ୍‌.): ଓଡ଼ିଶାର ଆଡଭୋକେଟ୍ ଏବଂ ନ୍ୟାୟାଳୟର ଅଧିକାରୀମାନଙ୍କର ସୁବିଧା ନିମନ୍ତେ ଭାରତର ଆଜି ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ତଥା ଇ-କମିଟିର ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ଡକ୍ଟର ଡି. ୱାଇ. ଚନ୍ଦ୍ରଚୂଡ଼ ୫ଟି ଇ-ସେବାର ଉନ୍ମୋଚନ କରିଛନ୍ତି । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ଡକ୍ଟର ଏସ୍‌. ମୁରଲୀଧର ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତଥିଲେ । ଉଦ୍ଘାଟିତ ହୋଇଥିବା ଇ-ସେବା କାର୍ଯ୍ୟ ମଧ୍ୟରେ ଅଛି ଓଡ଼ିଶା ହାଇକୋର୍ଟ ବାର…

Read More

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ

ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତାରେ ଓଡ଼ିଶାକୁ ୧୩ ପଦକ କଟକ(ଏନ୍‌.ଏମ୍‌.): ଏକାଦଶ ତମ ଜାତୀୟସ୍ତରୀୟ କୁଡ଼ୋ ପ୍ରତିଯୋଗିତା ତା. ୩.୦୯.୨୦୨୧ ରିଖରୁ ତା. ୬.୦୯.୨୦୨୧ ରିଖ ପର୍ଯ୍ୟନ୍ତ ହିମାଚଳପ୍ରଦେଶର ସୋଲାନ୍‌ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ପକ୍ଷରୁ ପ୍ରଥମ ଥର ପାଇଁ କୁଡ଼ୋ ଆସୋସିଏସନ୍ ଅଫ୍ ଓଡ଼ିଶାର ୨୩ଜଣ ପ୍ରତିଯୋଗି ଅଂଶଗ୍ରହଣ କରି ସଫଳତା ପାଇ ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି । ସେମାନଙ୍କ ମଧ୍ୟରୁ ତ୍ରିବିକ୍ରମ ଗୁଇଁ ଓ ସୁରିୟବୀର୍ ରାଣା ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ,…

Read More

ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ

ମୂର୍ତ୍ତି ନିର୍ମାଣ ବିବାଦର ଅନ୍ତକଲେ ସରକାର: ସ୍ପଷ୍ଟ କଲେ ଏସଆରସି, ପୂର୍ବଭଳି ୪ଫୁଟ ମୂର୍ତ୍ତିରେ ରହିବ ସୀମିତ ଭୁବନେଶ୍ୱର (ଏନ୍‌.ଏମ୍‌.): ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି ତଥା ଆବଦ୍ଧ ପୂଜାକୁ ବିରୋଧ କରି ତୁମ୍ବିତୋଫାନ ହୋଇଥିବାବେଳେ ସରକାର ଏହି ବିବାଦର ଅନ୍ତଘଟାଇଛନ୍ତି । ତେବେ ସରକାର ନିଜ ଜିଦ୍‌ରୁ ଓହରି ନାହାନ୍ତି । ତେଣୁ ଚଳିତ ବର୍ଷ ପାର୍ବଣରେ ମୂର୍ତ୍ତିର ଉଚ୍ଚତା ବୃଦ୍ଧି କରାଯିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି…

Read More