ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଜେ-ପାଲ୍ ସହିତ ହେବ ଚୁକ୍ତିନାମା

ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଜେ-ପାଲ୍ ସହିତ ହେବ ଚୁକ୍ତିନାମା ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଲିଙ୍ଗଗତ ସମାନତାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ରାଜ୍ୟ ଜେ-ପାଲ୍ ସହିତ ଏକ ଅଣଆର୍ଥିକ ଚୁକ୍ତି ସ୍ୱାକ୍ଷର କରିବାକୁ ଯାଉଛି । ବିଦ୍ୟାଳୟ ଯାଉଥିବା କିଶୋରକିଶୋରୀମାନଙ୍କ ମଧ୍ୟରେ ଲିଙ୍ଗଗତ ମନୋଭାବ ଏବଂ ଆଚରଣ ପରିବର୍ତ୍ତନ କରି ଏହା ଲିଙ୍ଗଗତ ସମାନତାକୁ ତ୍ୱରାନ୍ୱିତ କରିବ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଆର୍ôଥକ ଖର୍ଚ୍ଚ ଜଡ଼ିତ ନୁହେଁ ଏବଂ ଓଡ଼ିଶା ସରକାରଙ୍କ ଠାରୁ…

Read More

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ

ଜଗତପୁର ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବ୍ଲୁ ମୁନ୍ ଚମ୍ପିଆନ କଟକ(ଏନ୍‌.ଏମ୍‌.): ଜଗତପୁର ଟୁର୍ଣ୍ଣାମେଣ୍ଟ ନନ୍‌ଷ୍ଟପ କ୍ରିକେଟ କ୍ଲବ ଆନୁକୂଲ୍ୟରେ ନିମପୁର ଖେଳ ପଡିଆରେ ଦୁଇ ଦିନ ବ୍ୟାପି ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଡାକ୍ତର ସରୋଜ ସାହୁ, ସମାଜସେବୀ ମାନସ ନାୟକ, ପ୍ରାନ୍ତିକ୍ ପରିଡା ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ । କଟକ ବ୍ଲୁ ମୁନ୍ ଫାଇନାଲ ମ୍ୟାଚରେ…

Read More

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ

ରାଷ୍ଟ୍ରପତିଙ୍କ ଶ୍ରୀକ୍ଷେତ୍ର ଆଗମନ ନେଇ ଆସିଲା ଗସ୍ତ ସୂଚନା: ପୁରୀରେ ରାତ୍ରୀଯାପନ, କରିବେ ଶ୍ରୀଜିଉଙ୍କ ଦର୍ଶନ ପୁରୀ (ଏନ୍‌.ଏମ୍‌.): ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ପୁରୀ ଗସ୍ତ ସମ୍ପର୍କୀତ ସୂଚୀ ଆସିଛି । ରାଷ୍ଟ୍ରପତି ପୂର୍ବରୁ ୨ଥର ଶ୍ରୀକ୍ଷେତ୍ର ଆସିଥିବାବେଳେ ଏଥର ତୃତୀୟ ଥର ପୁରୀଗସ୍ତରେ ଆସିବେ ବୋଲି ଜଣାପଡ଼ିଛି । ପୂରୀ ଜିଲ୍ଲାପ୍ରଶାସନକୁ ଆସିଥିବା ଗସ୍ତ ତାଲିକା ଅନୁଯାୟୀ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ତାରିଖ ଅପରାହ୍ଣ…

Read More

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ

ମାନବିକତା ଦେଖାଇଲେ ସମାଜସେବୀ ସୁକାନ୍ତ ସେଠୀ କଟକ(ଏନ୍‌.ଏମ୍‌.): ମାନବିକତା ଦେଖାଇ ଉଦାହରଣ ସୃଷ୍ଟି କଲେ ସାମାଜିକ କଟକ ମହାନଗର ନିଗମ ୫୬ ନମ୍ବର ୱର୍ଡ଼ ବାଲିକୁଦା ଗ୍ରାମର ସାମାଜୀକ କର୍ମୀ, ତଥା ଆମ୍ବେଦକର ସ୍ମୃତି ପରିଷଦର ସଭାପତି, ସୁକାନ୍ତ ସେଠୀଙ୍କ ମା ରଜନୀ ସେଠୀ, ଗତ ଡିସେମ୍ବର ମାସ ୩ ତାରିଖରେ ମୃତ୍ୟୁ ଘଟିଥିଲା । ଗରିବ ଲୋକମାନଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ହରିଶ୍ଚନ୍ଦ୍ର ଯୋଜନାରେ, ଶବଦାହ ନିମନ୍ତେ ଜାଳେଣି କାଠ କିଣିବା, ଏବଂ ଶବ…

Read More

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି!

୧୯ରେ ଶ୍ରୀକ୍ଷେତ୍ର ଆସିବେ ରାଷ୍ଟ୍ରପତି! ପୁରୀ (ଏନ୍‌.ଏମ୍‌.): ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଚଳିତ ମାସରେ ପୁରୀ ଶ୍ରୀମନ୍ଦିରକୁ ଆସିବେ ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାଷ୍ଟ୍ରପତି ଆସନ୍ତା ଫେବ୍ରୁଆରୀ ୧୯ ତାରିଖରେ ପୁରୀ ଆସି ୨୦ ତାରିଖରେ ଫେରିଯିବେ । ସେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କ ଦର୍ଶନ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି । ପୁରୀ ଜିଲ୍ଲା ପ୍ରଶାସନ ପାଖରେ ଏନେଇ ଖବରଥିବା ଜଣେ ଅଧିକାରୀ…

Read More

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର

ଆଉ ଶୁଣିବାକୁ ମିଳିବନି ଲତାଙ୍କ ସ୍ୱର: ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର ମୁମ୍ବାଇ(ଏଜେନ୍ସି): ଆଉ ଶୁଣିବାକୁ ମିଳିବନି ଲତା ମଙ୍ଗେସକରଙ୍କ ମଧୁର ସ୍ୱରର ଝଙ୍କାର । ସବୁଦିନ ପାଇଁ ନୀରବି ଯାଇଛି ତାଙ୍କ କଣ୍ଠର ଯାଦୁ । ୯୨ ବର୍ଷରେ ସମସ୍ତଙ୍କୁ ଛାଡ଼ି ଚାଲିଗଲେ ପ୍ରିୟ ଲତା ଦିଦି । ତାଙ୍କୁ ଆଜି ଝୁରୁଛି ପୂରା ଦେଶ । ଓଡ଼ିଶା ବି ଏଥିରୁ ବାଦ୍ ପଡିନି । ଓଡ଼ିଶା ସହ ବି…

Read More

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର

ସାବଧାନ! ବିରୁପା ନଦୀରେ ବୁଲୁଛି କୁମ୍ଭୀର କଟକ(ଏନ୍‌.ଏମ୍‌.): ବିରୂପା ନଦୀର ଜଗତପୁରସ୍ଥିତ ନିମପୁର ବସ୍ତି ନିକଟରେ ଏକ ଥଣ୍ଟିଆ କୁମ୍ଭୀର ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଦୀର୍ଘ ସମୟ ଧରି କୁମ୍ଭୀରଟି କୂଳରେ ପହଁରୁ ଥିବାର ଦେଖି ସ୍ଥାନୀୟ ବସ୍ତି ବାସିନ୍ଦା ଏକତ୍ରିତ ହୋଇଥିଲେ । ଗତ ମାସ ୩୦ ତାରିଖରେ ଧବଳେଶ୍ୱର ନିକଟବର୍ତ୍ତି ମହାନଦୀରୁ ଏକ ୧୨ ଫୁଟ ଲମ୍ବର ବିଶାଳ କୁମ୍ଭୀର ଧରାଯାଇଥିଲା । ତେବେ ଉକ୍ତ କୁମ୍ଭୀରକୁ ପୂନର୍ବାର…

Read More

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର

ନିର୍ବାଚନ ମଇଦାନରେ ଚମ୍ପତ୍ତି ପଞ୍ଚାୟତରେ ବିଜେଡି ସର୍ମଥିତ ପ୍ରାର୍ଥୀଙ୍କର ପ୍ରଚାର ଜୋରଦାର କଟକ(ଏନ୍‌.ଏମ୍‌.): ଏବେ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ବିଭିନ୍ନ ପ୍ରାର୍ଥୀମାନଙ୍କର ପ୍ରଚାର ଜୋରଦାର ଆରମ୍ବ ହୋଇଛି । କରୋନା କଟକଣା ଯୋଗୁ ପ୍ରାର୍ଥିମାନେ ସେମାନଙ୍କ ସିମିତ ସଂଖ୍ୟକ ସମର୍ଥକ ଓ ସହଯୋଗୀମାନଙ୍କୁ ସାଙ୍ଗରେ ଧରି ଦ୍ୱାର ଦ୍ୱାର ବୁଲି ଭୋଟ ଭିକ୍ଷା କରିବା ସହି ପ୍ରଚାର ପତ୍ର ବଣ୍ଟନ କରିବା ଦେଖିବାକୁ ମିଳିଛି । ଏହି ନିର୍ବାଚନରେ ପୋଷ୍ଟର, ବ୍ୟାନର ଓ ଲିପଲେଟ ମୁଖ୍ୟ…

Read More

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଏସବିଆଇ କ୍ୟାସ ଇନଚାର୍ଯ୍ୟ ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଝାଞ୍ଜିରୀମଙ୍ଗଳାସ୍ଥିତ ଏସବିଆଇ ବ୍ୟାଙ୍କରେ କାର୍ଯ୍ୟରତ କ୍ୟାସ ଇନ ଚାର୍ଜ ଅଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବ୍ରାଞ୍ଚରେ ଦୀର୍ଘ ବର୍ଷ ଧରି ଗ୍ରାହକଙ୍କ ସେବାରେ ନିଜକୁ ବ୍ରତୀ ରଖିଥିବା ଅଧିକାରୀ ପିୟୁଷ ରଞ୍ଜନ ମହାପାତ୍ରଙ୍କ ଗତକାଲି କାର୍ଯ୍ୟର ଶେଷ ଦିବସ ଥିଲା । ଶ୍ରୀ ମହାପାତ୍ର ଦୀର୍ଘ ୩୭ବର୍ଷରୁ ଉର୍ଦ୍ଧ୍ୱ ବର୍ଷ ଧରି ବ୍ୟାଙ୍କ ସେବା କ୍ଷେତ୍ରରେ ଗ୍ରାହକଙ୍କ…

Read More

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ

ଯୁବ ସାମ୍ୱାଦିକ ଚନ୍ଦନ ମଲ୍ଲିକଙ୍କୁ ଉତ୍କଳ ସାମ୍ବାଦିକ ଗୌରବ ସମ୍ମାନ କଟକ(ଏନ୍‌.ଏମ୍‌.): ଯୁବ ସାମ୍ବାଦିକ ଚନ୍ଦନ ମଲ୍ଲିକଙ୍କୁ ତାଙ୍କ ଉଲ୍ଲେଖନୀୟ କୃତିତ୍ୱ ନେଇ କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ – ୨୦୨୨ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଚନ୍ଦନ ମଲ୍ଲିକ କଟକ ଜିଲ୍ଲାର ବରିଷ୍ଠ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକଙ୍କ ସୁପୁତ୍ର ଅଟନ୍ତି ଏବଂ ପୂର୍ବରୁ ସେ ସରସ୍ୱତୀ କଳା ପରିଷଦ କନ୍ଦରପୁର,…

Read More

ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ଅନୁଭବଙ୍କ ସହ କରିବେ ଦାଦାଗିରି ହୃଦୟରୁ

ଅଭିନେତ୍ରୀ ରଚନା ବାନାର୍ଜୀ ଏଥର ଅନୁଭବଙ୍କ ସହ କରିବେ ଦାଦାଗିରି ହୃଦୟରୁ ଭୁବନେଶ୍ୱର(ଏନ୍‌.ଏମ୍‌.): ଅଭିନେତା ଅନୁଭବଙ୍କ ଦାଦାଗିରି ଧିରେ ଧିରେ ଓଡ଼ିଆ ଦର୍ଶକଙ୍କ ହୃଦୟକୁ ଛୁଇଁ ସାରିଲାଣି । ପ୍ରଥମ ଖେଳିଲେ ଓଡିଆର ବିଭିନ୍ନ ସ୍ଥାନରୁ ବଛା ବଛା ଦର୍ଶକ । ତାପରେ ଜୀ ସାର୍ଥକର ଲୋକପ୍ରିୟ ଧାରାବାହିକ “ଝିଲି’ ଓ “ବିଜୟିନୀ’ର ମୁଖ୍ୟ କଳାକାର । ଆଉ ଏଥର ଚିର ପରିଚିତ ଓଡିଶା ବାସୀଙ୍କ ହୃଦୟର ରାଣୀ ଅଭିନେତ୍ରୀ ରଚନା ବାନାର୍ଜି । ନିଜର ସୁପରହିଟ୍…

Read More

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା

କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ୍‌ଙ୍କ ସୂଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱରରେ ଏକ ସେମିନାରକୁ ସମ୍ବୋଧିତ କରି ବିଶ୍ୱ ପ୍ରସିଦ୍ଧ ଇମ୍ୟୁନୋଥେରାପି ଡାକ୍ତର ଜମାଲ ଏ ଖାନ କର୍କଟ ରୋଗର ଲକ୍ଷଣ, କାରଣ ଓ ନିରାକରଣ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଅଚାନକ ମୁଣ୍ଡ ବୁଲାଇବା, ବାନ୍ତି ହେବା, ପେଟ ଯନ୍ତ୍ରଣା ଓ ଦୃଷ୍ଟିଶକ୍ତିରେ ପରିବର୍ତ୍ତନ ଆଦି ସମସ୍ୟା ଆସିଲେ ଏହାକୁ…

Read More