କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା
କଂଗ୍ରେସରେ ସାମିଲ ହେଲେ ବିଶିଷ୍ଟ ବିଜେଡି ନେତା କଟକ (ଏନ୍.ଏମ୍.): ପୂର୍ବତନ ରାଜ୍ୟ ଯୁବ ଜନତା ଦଳର ସାଧାରଣ ସଂପାଦକ ଅଶି ଦଶକର ଲଢୁଆ ଛାତ୍ର ନେତା ଆଇନଜୀବୀ ସତ୍ୟ ମହାନ୍ତି ଏବଂ କଟକ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ଫିରୋଜ ଖୁଣ୍ଟିଆ ତାଙ୍କ ସମର୍ଥକଙ୍କ ସହ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି । ସେଲଟର ଛକ ସ୍ଥିତ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବିଧାୟକ ଇଂ….
