ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ
ନ୍ୟାଯ୍ୟ ଦାବି ନେଇ ନରସିଂହପୁରରେ ଗର୍ଜ୍ଜିଲେ ୪୦୦ଅଙ୍ଗନବାଡ଼ି କର୍ମୀ ନରସିଂହପୁର(ଏନ୍.ଏମ୍.): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ,ନରସିଂହପୁର ଶାଖା ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଏହି ଅବସରରେ ନରସିଂହପୁର ଅଞ୍ଚଳରେ କାର୍ଯ୍ୟରତ ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ଗଣଧାରଣାରେ ବସିବା ସହ ନ୍ୟାର୍ଯ୍ୟ ଦାବି ପୂରଣ ନେଇ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ଏହି ଦାବି…
