ଜବରଦଖଲକାରୀଙ୍କ କବ୍ଜାରେ ଗ୍ରାମ୍ୟରାସ୍ତା, ସମସ୍ୟାରେ ଗ୍ରାମବାସୀ
ଜବରଦଖଲକାରୀଙ୍କ କବ୍ଜାରେ ଗ୍ରାମ୍ୟରାସ୍ତା, ସମସ୍ୟାରେ ଗ୍ରାମବାସୀ ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): ଗ୍ରାମ୍ୟରାସ୍ତା ଜମିକୁ ଜବରଦଖଲ କରିଥିବାରୁ ହୋଇପାରୁନି ରାସ୍ତାକାମ । ଯାହାଦ୍ୱରା ଅସୁବିଧା ଭୋଗୁଛନ୍ତି ଗାଁର ଶହେରୁ ଅଧିକ ପରିବାର । ଜବର ଦଖଲକାରୀ ପ୍ରଭାବଶାଳିବ୍ୟକ୍ତି ହୋଇଥିବାରୁ ଅଭିଯୋଗ କଲେବି ପ୍ରଶାସନ କାର୍ଯ୍ୟାନୁଷ୍ଠାନ…