ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର
ଜଗତପୁର ଅଞ୍ଚଳରେ ଫଳ ଦୋକାନକୁ ଟ୍ରକ ମାଡ଼ିଯିବାରୁ ୧ ମୃତ ୬ଗୁରୁତର #ଜଗତପୁର(ଏନ୍.ଏମ୍.): ଜଗତପୁର ଅଞ୍ଚଳରେ ଭାରସାମ୍ୟ ହରାଇ ଏକ ଟ୍ରକ ୫ଟି ବାଇକ୍ ଓ ୨ଟି କାର୍ ଉପରକୁ ମାଡ଼ିଯିବା ଯୋଗୁଁ ୬ଜଣ ଗୁରୁତର ଆହତ ହୋଇଥିବାବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ଫଳ ବ୍ୟବସାୟୀ ହୋଇଥିବାବେଳେ ତାଙ୍କ ନାମ ସୁବାସ ସାହୁ ବୋଲି ଜଣାପଡ଼ିଛି । କଟକ ଜିଲ୍ଲା ଜଗତପୁର ଖଇରା ପୋଲ ନିକଟରେ ଆଜି ସନ୍ଧ୍ୟାରେ ଏହି ମର୍ମନ୍ତୁଦ…
