ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ
ବିଲରେ ଧାନ ଗଜା ଦେଖି ସହି ପାରୁନି ଚାଷୀ; ଜଣେ ଝୁଲି ପଡ଼ିଲେ, ଜଣେ ଟଳିପଡ଼ିଲେ କେନ୍ଦ୍ରାପଡ଼ା/ବ୍ରହ୍ମପୁର(ଏନ୍.ଏମ୍.): ବର୍ଷ ସାରା କ୍ଷେତରେ କାମ କରି ବର୍ଷକର ଆହାର ପାଇଁ ଅପେକ୍ଷା କରି ନିରାଶ ହେବା ପରେ ଶେଷରେ ଆତ୍ମହତ୍ୟାକୁ ବାଛି ନେଇଛନ୍ତି…
