ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ
ସରକାରୀ କର୍ମଚାରୀ ମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍.ଏମ୍.): ଆଗକୁ ସାଧାରଣ ନିର୍ବାଚନ ଆସୁଥିବାବେଳେ ଶାସକ ଦଳଗୁଡ଼ିକ ଏବେ ଅଧିକ ତତ୍ପର ହୋଇ ଉଠିଛନ୍ତି । ଗୋଟିଏ ପରେ ଗୋଟିଏ ଯୋଜନା ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିପୁଳ ଜନସମର୍ଥନ ସୃଷ୍ଟି କରି ପାରିଛନ୍ତି । ଏଥି ସହିତ ୫ଥର ଯାକ ତାଙ୍କ ଦଳ ଶାସନ ଦାୟିତ୍ୱରେ ରହିବା ସହ ରାଜ୍ୟକୁ ଗୋଟିଏ ସ୍ଥିର ସରକାର ଦେଇ ଆସିଛନ୍ତି ।…
