ରାସନକାର୍ଡ଼ ଅଯୋଗ୍ୟ ହିତାଧିକାରୀଙ୍କ ବଢ଼ୁଛି ତାଲିକା
ରାସନକାର୍ଡ଼ ଅଯୋଗ୍ୟ ହିତାଧିକାରୀଙ୍କ ବଢ଼ୁଛି ତାଲିକା ଚୌଦ୍ୱାର ପୌରାଞ୍ଚଳରେ ୩୬୨ଜଣ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ଚୌଦ୍ୱାର(ଏନ୍.ଏମ୍.): ରାଜ୍ୟରେ କେହି ଗରିବ ଲୋକ ଭୋକିଲା ରହିବେ ନାହିଁ। ଏହି ଉଦ୍ଦେଶ୍ୟ ନେଇ ସରକାର ଜାତୀୟ ଖାଦ୍ୟ ସୁରକ୍ଷା ଆଇନ-୨୦୧୩ ପ୍ରଚଳନ କରିଛନ୍ତି। ଏହି…
