Category: ପପୁଲାର ନିଓଜ

ଲାଲୁଙ୍କୁ କ୍ଲିନଚିଟ ଦେଲା ସିବିଆଇ !

ନୂଆଦିଲ୍ଲୀ (ଏଜେନ୍ସି): ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ଡିଏଲଏଫ ଲାଞ୍ଚ କାରବାର ମାମଲାରେ ସିବିଆଇ କ୍ଲିନଚିଟ୍ ଦେଇଥିବା ଜଣାପଡ଼ିଛି । ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଜଣାପଡ଼ିଛି । ସେ ରେଳବାଇ ମନ୍ତ୍ରୀ ଥିବା…

ବାଇକରେ ବୁହା ହେଲା ଶବ

ମାଲାକାନାଗିରି (ଏନ୍.ଏମ୍): ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ…

କରୋନା କଟକଣା ଉଲ୍ଲଙ୍ଘନ ମହଙ୍ଗା ପଡ଼ିଲା: ବିବାହ ଭୋଜିବେଳେ ପୁଲିସର ଚଢ଼ାଉ, ୨୦ହଜାର ଟଙ୍କା ଜୋରିମାନା

କଟକ(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟସରକାର ଲକଡାଉନ ଓ ସଟଡାଉନ ଭଳି କଠୋର ପଦକ୍ଷେପ ନିଆଯାଇଛି । ସଂକ୍ରମଣର ଚେନ୍କୁ ଭାଙ୍ଗିବା ତଥା ନିଜକୁ ସୁରକ୍ଷିତ ରଖିବା ଲାଗି ବାରମ୍ବାର ସଚେତନ ମଧ୍ୟ କରାଯାଉଛି । କରେନା…

ଘୁଞ୍ଚିବ ମାଟି୍ରକ ପରୀକ୍ଷା ଫଳ ପ୍ରକାଶନ !

୨୮ ପର୍ଯ୍ୟନ୍ତ ଘୁଞ୍ଚିଲା ଟାବୁଲେସନ ଯାଞ୍ଚ: ଆସନ୍ତା ୨୯ରୁ ଜୁନ ୭ ମଧ୍ୟରେ ହେବ ମାର୍କ ଅପଲୋଡ କଟକ(ଏନ୍.ଏମ୍.): ଚଳିତ ବର୍ଷ ମେଟି୍ରକ ପରୀକ୍ଷା ଫଳକୁ କେତେକ କାରଣ ଯୋଗୁଁ ଘୁଞ୍ଚାଯାଇଥିବା ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ଼) ସୂତ୍ରରୁ ଜଣାପଡ଼ିଛି…

ଆରଡିସିଙ୍କ ତାଳଦଣ୍ଡା କେନାଲ ବନ୍ଧ ରାସ୍ତା ପରିଦର୍ଶନ

କଟକ(ଏନ୍.ଏମ୍.): ତାଳଦଣ୍ଡା କେନାଲ ରାସ୍ତା କାମକୁ ଆଜି କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ(ଆରଡିସି) ପରିଦର୍ଶନ କରିଛନ୍ତି । କଟକ ବଡ଼ମେଡ଼ିକାଲ ସମ୍ପ୍ରସାରଣ ପରିପ୍ରେକ୍ଷୀରେ ତାଳଦଣ୍ଡା ବର୍ଦ୍ଧିତ ରାସ୍ତା କାମକୁ ଆରଡିସି ଅନିଲ କୁମାର ସାମଲ ଅନୁଧ୍ୟାନ କରିବା ସହ ନିର୍ଦ୍ଦାରିତ ସମୟରେ ଶେଷ…

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

କଟକ(ଏନ୍.ଏମ୍.): ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଛି । ଏହି ଉପଲକ୍ଷେ ଦିନ ୧୧ ଘଟିକା ସମୟରେ ମୁଖ୍ୟ କାର୍ଯ୍ୟାଳୟପରିସରରେ ଅଧିକାରୀ/କର୍ମଚାରୀମାନେ ସାମାଜିକ…

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି…

ସାମୁଦ୍ରିକ ଝଡ଼ ୟାସକୁ ନେଇ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ

କଟକ(ଏନ୍.ଏମ୍): ଆଗକୁ ଆସୁଥିବା ସାମୁଦ୍ରିକ ଝଡ଼ ୟାସକୁ ମୁକାବିଲା କରିବା ସମ୍ପର୍କରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈକଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା…

ଚୋରା ଚାଲାଣ ବେଳେ ଧରାପଡିଲା ଖଣିଜ ପଦାର୍ଥ : ୫୦ କ୍ୱିଣ୍ଟାଲ କ୍ରୋମାଇଟ ଜବତ, ୩ ଗିରଫ

କଟକ(ଏନ୍.ଏମ୍.) ଖଣିଜ ପଦାର୍ଥ ଚୋରା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ମାଲଗୋଦାମ ଥାନା ପୋଲିସ ଗିରଫ କରିଛି । ସେମାନେ ହେଲେ ଶିଖରପୁର ଉପର ସାହିର ବିକାଶ ଗୁପ୍ତା(୨୬), ଉତ୍ତରପ୍ରଦେଶର ରାମନୟନ ୟାଦବ(୫୫), ମଙ୍ଗୁଳି ଅଞ୍ଚଳରେ ରହୁଥିବା କଲିକତାର ଲାଲେ…

ଘୋଷଣା କଲା ମାଇକ୍ରୋସଫ୍ଟ: ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର

ନୂଆଦିଲ୍ଲୀ (ଏଜେନ୍ସି): କାଳର ପରିବର୍ତ୍ତନରେ ଇତିହାସ ପାଲଟିବ ଇଣ୍ଟରନେଟ ଏକ୍ସପ୍ଲୋରର । ଏହି ୱେବ୍ ବ୍ରାଉଜର ଆସନ୍ତା ୨୦୨୨ମସିହାରେ ବନ୍ଦ ହୋଇଯିବ । ମାଇକ୍ରୋସଫ୍ଟ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ୨୦୨୧ ମସିହା ଜୁନରେ ଇଣ୍ଟରନେଟ୍…

‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି କରୋନା ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ ଭାବେ ଉଭା ହୋଇଛି । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ…

ମହାରାଷ୍ଟ୍ରର ଗଢ଼ଚିରୌଲୀରେ ପୁଲିସ ସହିତ ଗୁଳିବିନିମୟ: ୧୩ ମାଓବାଦୀ ନିହତ

ମୁମ୍ବାଇ(ଏଜେନ୍ସି): ମହାରାଷ୍ଟ୍ର ଅଞ୍ଚଳରେ ମାଓବାଦୀଙ୍କ ଆତଙ୍କ ବଢ଼ିବାରେ ଲାଗିଛି । ତେବେ ଏହାକୁ ମୁକାବିଲା କରିବା ପାଇଁ ମହାରାଷ୍ଟ୍ର ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡ଼ିଛି । ଗଢ଼ଚିରୌଲୀ ଜିଲ୍ଲା ଅନ୍ତର୍ଗତ ଜଙ୍ଗଲରେ ମହାରାଷ୍ଟ୍ର ପୁଲିସର ‘ସି-୬୦’ କମାଣ୍ଡୋମାନଙ୍କ…