ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ରାଇରଙ୍ଗପୁର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ #ରାଇରଙ୍ଗପୁର (ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ମିଳିତ ଶିକ୍ଷକ ମହାସଂଘ ତରଫରୁ ବହୁ ସଂଖ୍ୟାରେ ଶିକ୍ଷକ/ଶିକ୍ଷୟତ୍ରୀ ଏକତ୍ର ହୋଇ ଡ୍ରେସ କୋଡ଼ ବର୍ଜନ ସହ କଳାବ୍ୟାଚ ଲଗାଇ ବିଭିନ୍ନ ଦାବି ନେଇ ଏକ ବିଶାଳ ଶୋଭାଯାତ୍ରା କରିଥିଲେ । ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରୁ ସହର ପରିକ୍ରମା କରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲା ।…
