୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା
୧୦ମ ଟାଏକୋଣ୍ଡୋ କଲର ବେଲ୍ଟ ପରୀକ୍ଷା କୋଣାର୍କ(ଏନ୍.ଏମ୍.): ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀ କୋଣାର୍କ ଆନୁକୁଲ୍ୟରେ ୧୦ମ କଲର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ବ୍ଲାକପାଗୋଡା ଟାଏକୋଣ୍ଡା ଏକାଡେମୀର ୧୯ଜଣ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଏମାନଙ୍କ ମଧ୍ୟରୁ ୧୧ଜଣ…
