କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ
କୋଣାର୍କ ଉତ୍ସବ-୨୦୨୨ ଅବସରରେ ଗଣଦୌଡ #କୋଣାର୍କ(ଏନ୍.ଏମ୍.): କୋଣାର୍କ ଉତ୍ସବ-୨୦୨୨ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ ଗଣଦୌଡ଼ କାର୍ଯ୍ୟକ୍ରମ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧିନ ନାୟକ, ବସନ୍ତମଞ୍ଜରୀ…
