ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ
ବିଶ୍ୱକପ ଫାଇନାଲ: ଅଷ୍ଟ୍ରେଲିଆକୁ ୨୪୧ ରନର ଟାର୍ଗେଟ ଦେଲା ଭାରତ ଗ୍ୟାଲେରୀରେ ଦର୍ଶକଙ୍କୁ ଚୁପ କରାଇଦେଲେ ପାଟ କମିନ୍ସ #ଅହମ୍ମଦାବାଦ(ଏଜେନ୍ସି): ଅହମ୍ମଦାବଦରେ ବିଶ୍ୱ କପ କ୍ରିକେଟର ଫାଇନାଲ ମ୍ୟାଚରେ ଭାରତୀୟ କ୍ରୀଡ଼ାପ୍ରେମୀମାନେ ହତୋତ୍ସାହ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି । ସମସ୍ତେ ଆଶା ରଖିଥିଲେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ୩୫୦ ଉପରେ ରନ କରିବ ବୋଲି ହେଲେ ଆଜି ମ୍ୟାଚର ପ୍ରାରମ୍ଭକୁ ଭାରତୀୟ ବ୍ୟାଟରମାନେ ଭାରତୀୟ ଦର୍ଶକଙ୍କୁ ନିରାଶ କରିଥିଲେ । ଏପରିକି ବ୍ୟାଟରଙ୍କ ଠାରୁ ଆଶା…
