ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା

ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ତତ୍ପରତା ଗାଈମାନଙ୍କୁ ପ୍ରତିଷେଧକ ଟୀକା ସହିତ ଗୋପାଳନଙ୍କୁ ସଚେତନତା ଉପରେ ଗୁରୁତ୍ୱ କଟକ(ଏନ୍‍.ଏମ୍‍.): ରାଜ୍ୟରେ ଚର୍ମବିଣ୍ଡି ରୋଗର ନିରାକରଣ ପାଇଁ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଏ ନେଇ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପ୍ରତି ରାଜ୍ୟର କେତେକ ସ୍ଥାନରେ ଗାଈ ଗୋରୁଙ୍କ ଠାରେ ଏକ ଭୂତାଣୁ ଜନିତ ଚର୍ମବିଣ୍ଡି…

Read More

କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ

କଟକରେ ଆତଙ୍କ : ସହରାଭିମୁଖୀ ହାତୀ ପଲ ହରଡ଼ଘଣାରେ ବନ ବିଭାଗ ଅଧିକାରୀ ଓ କର୍ମଚାରୀ #କଟକ(ଏନ୍‌.ଏମ୍‌.): କଟକସହର ମୁହଁ ହାତୀ ପଲ । ଯାହାକୁ ନେଇ ସହରବାସୀ ଆତଙ୍କିତ । ହାତୀପଲ କଟକ ସହର ତଥା ଏହାର ଉପକଣ୍ଠ ଚୌଦ୍ୱାର, ଜଗତପୁର, ସିଡିଏ ଆଦି ଅଞ୍ଚଳରେ ହାତୀ ଉତ୍ପାତ ବୃଦ୍ଧି ପାଉଥିବା ନେଇ ଅଞ୍ଚଳ ବାସୀ ଭୟଭୀତ ହୋଇ ପଡ଼ିଛନ୍ତି । ଯାହାକୁ ନେଇ ବନବିଭାଗ ମଧ୍ୟ ହରଡ଼ଘଣାରେ ପଡ଼ିଛି । ହାତୀମାନଙ୍କୁ କେଉଁ ଆଡକୁ…

Read More

ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ

ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ: ରାତି ଅଧରେ କୟଳପଡ଼ା ପଞ୍ଚାୟତକୁ ଘାଣ୍ଟିଲେ #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଆଜି ରାତି (ଶନିବାର) ପ୍ରାୟ ୧୧ଟା ସମୟରେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତ ନୂଆପାଟଣା ଠାରେ ୧୭ଟି ହାତୀ ଗ୍ରାମାଭିମୁଖୀ ହୋଇଛନ୍ତି । ରାତିସାରା ଗାଁ କଡ଼ରେ ଥିବା ଧାନ କ୍ଷେତରେ ବୁଲିବା ସହ ଗାଁ ଆଡ଼କୁ ମାଡ଼ି ଆସୁଥିବା ଦେଖିବାକୁ ମିଳିଥିଲା । ଫଳରେ ଗ୍ରାମବାସୀମାନେ ଭୟଭୀତ…

Read More

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ

ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ବୈଠକ #ଭୁବନେଶ୍ୱର(ଏନ୍‌.ଏମ୍‌.): ପୁନର୍ଗଠିତ ଓଡିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ଉନ୍ନୟନ ଓ ବିକାଶ ପରିଷଦର ପ୍ରଥମ ବୈଠକ ପରିଷଦର ଅଧ୍ୟକ୍ଷ ପଦ୍ମବିଭୂଷଣ ଡକ୍ଟର ସୁଦର୍ଶନ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟର ସମ୍ବିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ…

Read More

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା କଟକ(ଏନ୍‌.ଏମ୍‌.): ରାଜ୍ୟର ବହୁ ଚର୍ଚ୍ଚିତ ଓଡିଶା ଟେକ୍ସଟାଇଲ ମିଲ୍ (ଓଟିଏମ୍‌)ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେବେ । କମ୍ପାନୀର ସମସ୍ତ ସମ୍ପତ୍ତିକୁ ରାଜ୍ୟ ସରକାର ତାଙ୍କ ପ୍ରତିନିଧିଙ୍କ ଜରିଆେରେ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ…

Read More

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ

ମେକ୍‌-ଇନ୍‌-ଓଡ଼ିଶା କନ୍‌କ୍ଲେଭରେ ୭,୨୬,୧୨୮.୪୫ କୋଟିର ନିବେଶ ପ୍ରସ୍ତାବନା: ପ୍ରଥମ ଦିନରେ ୨୧ଟି ବୁଝାମଣାପତ୍ର ସ୍ୱାକ୍ଷରିତ ଭୁବନେଶ୍ୱର(ଏନ୍‌.ଏମ୍‌.): ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୨୨କୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା ପରେ ଆଜି ୧ ତାରିଖରେ ଅନୁଷ୍ଠିତ ହୋଇଥିବା କାର୍ଯ୍ୟକ୍ରମ ସଂପର୍କରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସକାଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ନରେୱ, ଜାପାନ, ଜର୍ମାନୀ ଓ ନେପାଳର ବୈଦେଶିକ ପ୍ରତିନିଧିଙ୍କ ସମେତ ଦେଶର ୪୦…

Read More

ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨

ଭୁବନେଶ୍ୱରରେ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୨ ଓଡ଼ିଶାରେ ଶିଳ୍ପ ବିକାଶ ସହିତ ମହିଳା ଉଦ୍ୟୋଗୀ ସୃଷ୍ଟି କରିବା ସରକାରଙ୍କ ଲକ୍ଷ୍ୟ- ମୁଖ୍ୟମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌).: ରାଜ୍ୟରେ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ‘ମେକ୍ ଇନ୍ ଓଡ଼ିଶା କନକ୍ଲେଭ’ ତୃତୀୟ ସଂସ୍କରଣ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୫ଦିନିଆ କନକ୍ଲେଭକୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଛନ୍ତି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଆୟୋଜିତ ଏହି କନକ୍ଲେଭ ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଚାଲିବ ।…

Read More

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’ ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା । ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ପ୍ରତିଯୋଗିତାକୁ ଓହ୍ଲାଇଛି । ଏଥିପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ବି ସରିଛି । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ ଦୌଡ଼ରେ ଥିବାରୁ ଢେଙ୍କାନାଳବାସୀଙ୍କ ଖୁସି କହିଲେ…

Read More

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ

କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ସଦସ୍ୟାଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ #ଆଠଗଡ଼(ଏନ୍‌.ଏମ୍‌.): କଖଡ଼ି ସ୍ଥିତ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ମିଶନଶକ୍ତି ସଦସ୍ୟାମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । କଖଡି ଗ୍ରାମପଞ୍ଚାୟତର ମିଶନଶକ୍ତି ଅନ୍ତର୍ଗତ ଗୋଷ୍ଠୀ ସହାୟିକା ସଦସ୍ୟାମାନଙ୍କୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିର୍ଦ୍ଦେଶକ୍ରମେ ଏହି ପ୍ରୋତ୍ସାହନ ରାଶି ବଣ୍ଟନ କରାଯାଇଛି । ଏହି ବୈଠକରେ କଖଡି ସରପଞ୍ଚଙ୍କ ପ୍ରତିନିଧି ଦିଲ୍ଲୀପ କୁମାର ଛତାର ଯୋଗଦେଇ ମିଶନ ଶକ୍ତି ଉପରେ ପ୍ରାକ୍ ସୂଚନା ଦେଇଥିଲେ…

Read More

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଗ୍ରାହକଙ୍କ ପ୍ରଥମ ପସନ୍ଦ କନ୍ଧମାଳ ଅଦା, ହଳଦୀ ଓ ମସଲା କୃଷି ବିଭାଗ ଷ୍ଟଲରେ ମିଳିବ ଗୁଡ଼ରେ ପ୍ରସ୍ତୁତ ମାଣ୍ଡିଆ ଲଡୁ ଓ ଆରିସା ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶାର ଷ୍ଟଲଗୁଡ଼ିକ ବିଶେଷ ଜନାଦୃତ ହୋଇ ପାରିଛି । ମେଳାର ଓଡ଼ିଶା ମଣ୍ଡପରେ ପୂର୍ବ ପରି ଜନଗହଳି ଲାଗି ରହିଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଖୋଲାଯାଇଥିବା ଓଡ଼ିଶା…

Read More

ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ

ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ ଗଜପତି(ଏନ୍‌.ଏମ୍‌.): ରାଜ୍ୟରେ କୃଷି ଓ କୃଷର ଉନ୍ନତି ନିମନ୍ତେ ପାୟୋନୀୟର କମ୍ପାନୀ ସର୍ବଦା ଆଗରେ ରହିଛି । ଏହି କମ୍ପାନୀର ବିଭିନ୍ନ କିସମର ବିହନ ଚାଷୀକୁ ଅଧିକ ଅମଳକ୍ଷମ କରାଇବା ସହ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ଘଟାଇବାରେ ସଫଳ ହୋଇଛି । ଏହି କମ୍ପାନୀ କେବଳ ବିଜ୍ଞାପନ ଦେଇ ନିଜର ଲୋକପ୍ରିୟତା ହାସଲ କରିନାହିଁ ବରଂ କ୍ଷେତରେ ଉନ୍ନତ ଅମଳର ପ୍ରମାଣ ଦେଇ କୃଷକଙ୍କ ହୃଦୟ ଜିଣିବାରେ…

Read More

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨; ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ

ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ସମସ୍ତଙ୍କୁ ଆକୃଷ୍ଟ କରୁଛି ଓଡ଼ିଶା ପାଭିଲିୟନ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀସ୍ଥିତ ପ୍ରଗତି ମୈଦାନରେ ଆୟୋଜିତ ହେଉଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଆଜି ପଞ୍ଚମ ଦିବସରେ ପହଞ୍ଚିଛି । ଏହି ମେଳାର ଓଡ଼ିଶା ପାଭିଲିୟନରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସହଯୋଗୀ ସଂସ୍ଥାଙ୍କ ୨୪ଟି ଷ୍ଟଲ ସ୍ଥାନ ପାଇଛି । ଉତ୍କଳୀୟ କଳା, ସଂସ୍କୃତିକୁ ନେଇ ନିର୍ମିତ ଓଡ଼ିଶା ପାଭିଲିୟନ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବାବେଳେ ଏଥିରେ ଦେଶବିଦେଶର ଗ୍ରାହକମାନଙ୍କ ଭିଡ଼…

Read More