ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଠଗଡ଼ର କ୍ଷତିଗ୍ରସ୍ତ ପରିବା ଚାଷୀ

ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କଲେ ଆଠଗଡ଼ର କ୍ଷତିଗ୍ରସ୍ତ ପରିବା ଚାଷୀ #ଆଠଗଡ(ଏନ୍‌.ଏମ୍‌.): ଆଠଗଡ଼ ପ୍ରତି ସରକାର ଅବହେଳା କରିଛନ୍ତି ବୋଲି ଅଞ୍ଚଳର ଚାଷୀ ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ରାଜ୍ୟସରକାର କୃଷିର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଡିଣ୍ଡିମ ପିଟୁଥିବାବେଳେ ଏହି ଅଞ୍ଚଳ ଗୋଟିଏ କୃଷି ପ୍ରବଣ ଅଞ୍ଚଳ ହୋଇଥିଲେ ମଧ୍ୟ ଶୀତଳ ଭଣ୍ଡାରଟିଏ କାର୍ଯ୍ୟକ୍ଷମ ହୋଇ ପାରିଲା ନାହିଁ । ତେଣୁ ସରକାର ଅଞ୍ଚଳର ଚାଷୀମାନଙ୍କ ପ୍ରତାରିତ କରିଛନ୍ତି ବୋଲି ସଂଗୀନ…

Read More

ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା

ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା #ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡ଼ିଆରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମିଳିତ ଆନୁକୁଲ୍ୟରେ ଦୁଇଦିନିଆ କୃଷି ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷକ କର୍ମଶାଳା ଉଦଘାଟିତ ହୋଇଯାଇଛି । ଆଠଗଡ ବିଧାୟକ ତଥା କୃଷି, କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ମେଳା ଉଦ୍ଘାଟନ କରିଥିବାବେଳେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା…

Read More

ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ

ଆଠଗଡ଼ ଅଞ୍ଚଳରେ ପୁଣି ହାତୀ ମୃତ୍ୟୁ: ବନବିଭାଗର ଦାୟିତ୍ୱ ହୀନତା ନେଇ ଅଙ୍ଗୁଳି ଉଠାଇଲେ ଅଞ୍ଚଳବାସୀ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଖୁଣ୍ଟୁଣୀ ରେଞ୍ଜ ଅଞ୍ଚଳରେ ଆଜି ପୁଣି ଗୋଟିଏ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣା ପଡ଼ିନଥିଲେ ମଧ୍ୟ ବିଦ୍ୟୁତ ଆଘାତ ଯୋଗୁଁ ହାତୀଟିର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଏ ନେଇ ବନବିଭାଗ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଆଠଗଡ଼ ବନଖଣ୍ଡ…

Read More

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ

ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ଓୟୁଏଟି ଫଳ ଗବେଷଣା ପ୍ରକଳ୍ପ ପରିଦର୍ଶନ #ଭୁବନେଶ୍ୱର(ଏନ୍‌.ଏମ୍‌.): ସର୍ବଭାରତୀୟ ବୈଜ୍ଞାନିକ ମଣ୍ଡଳୀର ବରିଷ୍ଟ ବୈଜ୍ଞାନିକମାନେ ଭୁବନେଶ୍ୱରର ଓୟୁଏଟିସ୍ଥିତ ଅଖିଳ ଭାରତୀୟ ଫଳ ଗବେଷଣା ପ୍ରକଳ୍ପର ଅନୁଧ୍ୟାନ ପାଇଁ ପରିଦର୍ଶନ କରିଛନ୍ତି । ଜାତୀୟ ଜୈବ ବିଜ୍ଞାନ ସଂସ୍ଥାର ଅଧ୍ୟକ୍ଷ ଡକ୍ଟର ଭି. ଏ. ପାର୍ଥସାରଥୀ, ଭାରତୀୟ ପନିପରିବା ଗବେଷଣା କେନ୍ଦ୍ର, ବାରଣାସୀର ପୂର୍ବତନ ପ୍ରମୁଖ ବୈଜ୍ଞାନିକ ଡକ୍ଟର କେ. ପି. ସିଂ, କେନ୍ଦ୍ରୀୟ କନ୍ଦ ଫସଲ ଅନୁସନ୍ଧାନ ସଂସ୍ଥାନ ତ୍ରିଭାନ୍ଦ୍ରମର ପୂର୍ବତନ ନିର୍ଦ୍ଦେଶକ…

Read More

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ

ଟାଙ୍ଗୀ-ଚୌଦ୍ୱାର ଇନ୍ଦ୍ରାଣୀପାଟଣା ଠାରେ ଧାନ ମଣ୍ଡିର ଶୁଭ ଉଦ୍ଘାଟନ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ପଞ୍ଚାୟତ ଜେନିପୁର ଠାରେ ଇନ୍ଦ୍ରାଣୀପାଟଣା ସେବା ସମବାୟ ସମିତି ପକ୍ଷରୁ ଚଳିତ ବର୍ଷର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ମୂଖ୍ୟଅତିଥି ଭାବେ ଯୋଗଦେଇ ମଣ୍ଡି ଉଦ୍‌ଘାଟନ କରିଥିଲେ । ସମିତି ସଭାପତି ମନୋରଞ୍ଜନ ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ । ତେବେ ଚଳିତ ବର୍ଷ…

Read More

କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ

କଟକରେ ଜିଲ୍ଲାସ୍ତରୀୟ ମେଗା କୃଷି ଯନ୍ତ୍ରପାତି ମେଳା ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ରାଜ୍ୟ ତଥା ରାଷ୍ଟ୍ର ଅର୍ଥନୀତି କୃଷକମାନଙ୍କ ଉପରେ ନିର୍ଭରଶୀଳ । ନୂତନ ଜ୍ଞାନକୌଶଳ ପ୍ରୟୋଗରେ କୃଷି ଯନ୍ତ୍ରପାତିର ଉପଯୋଗରେ କୃଷକମାନଙ୍କର ଆୟବୃଦ୍ଧି କରିବା କୃଷିମେଳାର ମୂଳ ଉଦ୍ଦେଶ୍ୟ ବୋଲି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକ ନିକଟସ୍ଥ ଖ୍ରୀଷ୍ଟିୟାନ ସାହି ଖେଳପଡିଆଠାରେ ଅନୁଷ୍ଠିତ କୃଷି ଯନ୍ତ୍ରପାତି ମେଳାକୁ ଉଦ୍‌ଘାଟନ କରି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି । ସେ ପୁଣି କହିଛନ୍ତି ଯେ, ସ୍ୱଳ୍ପସମୟ…

Read More

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଫିକି ଓ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ବିଶ୍ୱକପ୍ ହକି ସମୟରେ ମିଲେଟ୍‌ର ପ୍ରଚାର ଉପରେ ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‍.ଏମ୍‍.): ବିଶ୍ୱବ୍ୟାପୀ ମିଲେଟ୍‌କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ତରଫରୁ ୨୦୨୩ ବର୍ଷକୁ ଆନ୍ତର୍ଜାତିକ ମିଲେଟ୍‌? ବର୍ଷ ଭାବରେ ଘୋଷଣା କରାଯାଇଥିବା ପରିପ୍ରେକ୍ଷୀରେ ଓଡ଼ିଶା ମିଲେଟ୍ ମିଶନ ପକ୍ଷରୁ କ୍ଷୁଦ୍ରଶସ୍ୟ ଭାବେ ମିଲେଟର ଗୁରୁତ୍ୱ ଏବଂ ଉପକାରିତା ସମ୍ପର୍କରେ ପ୍ରଚାରପ୍ରସାର କରିବା ପାଇଁ ବର୍ଷସାରା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ସ୍ଥିର କରାଯାଇଛି…

Read More

ବଲାଙ୍ଗିର ଠାରେ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ: ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ

ବଲାଙ୍ଗିର ଠାରେ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ: ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି ଉପରେ ଗୁରୁତ୍ୱ ବଲାଙ୍ଗିର(ଏନ୍‌.ଏମ୍‌.): ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ, ବଲାଙ୍ଗିର କଳାହାଣ୍ଡି ନୂଆଁପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଜାତୀୟସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଆୟୋଜିତ ଏହି ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ମୁଖ୍ୟଅତିଥି…

Read More

ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ

ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ ରାଇରଙ୍ଗପୁର(ଏନ୍‌.ଏମ୍‌.): ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଥମ ଥର ପାଇଁ ଧାନମଣ୍ଡି ଖୋଲିବା ନିର୍ଦ୍ଦେଶ ଅନୁସାରେ ଆଜି ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳ ସରୋଜ ଦାସଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଶୁଭାରମ୍ଭ ଅବସରରେ ଏସାଆରସିଏସ ରାମଚନ୍ଦ୍ର ବିଶ୍ୱାଳ, ଏସଆରସିଏସ ମନୋରଞ୍ଜନ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ସାରଙ୍ଗ ଧର ବେହେରା, ରାଇରଙ୍ଗପୁର ଲ୍ୟାମ୍ପ ଅଧ୍ୟକ୍ଷ ସୁଗଦା ମାରାଣ୍ଡି,…

Read More

ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଟକ(ଏନ୍‌.ଏମ୍‌): ଜିଲ୍ଲା ମତ୍ସ୍ୟ ବିଭାଗ କଟକ ତରଫରୁ ଉନ୍ନତ ମାନର ମାଛ ଚାଷର ଶୁଭାରମ୍ଭ ହୋଇ ଯାଇଛି । ମହାନଦୀର ମୁଣ୍ଡଳୀ ନିକଟସ୍ଥ କଟକିଆସାହି ଗ୍ରାମପଞ୍ଚାୟତ ନିକଟରେ ମତ୍ସ୍ୟସମ୍ପଦ ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ଉନ୍ନତ ମତ୍ସ୍ୟ ଯାଆଁଳ ଛଡା ଯିବାର କାର୍ଯ୍ୟକ୍ରମ କରାଯାଇଥିଲା । ନାରାୟଣ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସମିତି, ମା’…

Read More

ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷକଙ୍କ ଆୟବୃଦ୍ଧି ଦିଗରେ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛିି: ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): କୃଷକମାନଙ୍କର ସର୍ବାଙ୍ଗୀନ ବିକାଶ ଓ ଆୟ ବୃଦ୍ଧି ଦିଗରେ ଉଦ୍ୟାନ କୃଷିର ପ୍ରମୁଖ ଭୂମିକା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ୟାନ କୃଷିକୁ ପ୍ରାଥମିକତା ଦିଆଯାଉଛି । ଚାଷୀମାନେ ଉପଯୁକ୍ତ ଜ୍ଞାନକୌଶଳ ବ୍ୟବହାର କଲେ ଉଦ୍ୟାନ କୃଷିରୁ ଅଧିକ ଲାଭବାନ ହୋଇପାରିବେ । ରାଜ୍ୟର ଜଳବାୟୁ ଓ ମୃତ୍ତିକା…

Read More