ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ

ରାଜ୍ୟ ବଜେଟ ୨୦୨୩-୨୪ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମୁଖ୍ୟ ହାଇଲାଇଟ ୧ଲକ୍ଷରୁ ଅଧକ ମତ୍ସ୍ୟଜୀବୀ ଉପକୃତ ହେବେ : ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗର ବଜେଟ ୨୦୨୨-୨୩ ଆର୍ôଥକ ବର୍ଷରେ ୧୬୭୪.୧୫ କୋଟି ଟଙ୍କାରୁ ୫.୭ ପ୍ରତିଶତ ବୃଦ୍ଧି ପାଇ ୨୦୨୩-୨୪ ରେ ୧୭୬୯.୨୯ କୋଟି ଟଙ୍କାରେ ପହଞ୍ଚିଛି । ଏହା ରାଜ୍ୟରେ ଚାଷୀମାନଙ୍କ ଆୟ ବହୁଗୁଣିତ କରିମତ୍ସ୍ୟଜୀବୀ ସମ୍ପ୍ରଦାୟ ଓ ପ୍ରାଣୀପାଳକଙ୍କ କଲ୍ୟାଣ ଦିଗରେ…

Read More

ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ

ମୟୁରଭଞ୍ଜ ଜିଲ୍ଲାରେ ଜଳୁଛି ଜଙ୍ଗଲ : ଆତଙ୍କିତ ଅଞ୍ଚଳବାସୀ ବାରିପଦା(ଏନ୍‌.ଏମ୍‌.): ମୟୁରଭଞ୍ଜ ଜିଲ୍ଲାର ଗ୍ରାମ୍ୟ ଜଙ୍ଗଲରେ ଅଗ୍ନିକାଣ୍ଡ । ଗ୍ରୀଷ୍ମ ଋତୁ ଜଲଙ୍ଗରେ ନିଆଁ ଲାଗିଲାଣି ନିଆଁ । ନିଆଁ ବ୍ୟାପୁଥିବା ଜଙ୍ଗଲ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ୧୮ ନମ୍ୱର ଜାତୀୟ ରାଜପଥର କୁଳିଅଣା ସ୍ଥିତ ଟୋଲ ପ୍ଲାଜା ନିକଟରେ ଥିବା ଗ୍ରାମ୍ୟ ଜଙ୍ଗଲରେ ଆଜି ଲାଗିଥିବା ଦେଖିବାକୁ ମିଳିଛି । ତେବେ ଜଙ୍ଗଲରେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ…

Read More

ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ

ବାରବାଟୀ ପ୍ୟାଲେସରେ ଖୋଲିବ ମିଲେଟ୍ କାଫେ, ବଡମ୍ବା, ନରସିଂହପୁର ଓ ତିଗିରିଆର ୧୫୦ ଏକର ଜମିରେ ମହିଳା କରିବେ ମାଣ୍ଡିଆ ଚାଷ #କଟକ(ଏନ୍‌.ଏମ୍‌.): କଟକରେ ମିଲେଟ୍ ମିସନକୁ ବ୍ୟାପକ କରାଯିବ । କଟକରେ ହେବ ମାଣ୍ଡିଆ ଚାଷ । ବାରବାଟୀ ପ୍ୟାଲେସରେ ଚଳିତମାସ ଶେଷ ସୁଦ୍ଧା ଖୋଲାଯିବ ମିଲେଟ୍ କାଫେ । ଯେଉଁଠି ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ମହିଳାମାନେ ବିକ୍ରି କରିବେ । କେବଳ ସେତିକି ନୁହେଁ ସେଥିରେ ଅଧିକରୁ ଅଧିକ ମହିଳା କିପରି ମିଲେଟ୍…

Read More

କଟକ ମହାନଗର କୈବର୍ତ୍ତ ସଭାର ବୈଠକ

କଟକ ମହାନଗର କୈବର୍ତ୍ତ ସଭାର ବୈଠକ #କଟକ(ଏନ୍‍.ଏମ୍‍.): ନିଖିଳ ଓଡ଼ିଶା କୈବର୍ଷ ମହାସଭା ଅନୁବନ୍ଧିତ କଟକ ମହାନଗର କୈବର୍ତ୍ତ ସଭାର ଏକ ବୈଠକ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଂଗଠନର ସଭାପତି କୁଶ ସାହୁ ଓ ସଂପାଦକ ଭୈରବ ଚନ୍ଦ୍ର ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ସୁଦୃଢ କରାଯିବ ସେଥିପାଇଁ ସଂକଳ୍ପ ନେଇଥିଲେ । ଏହି ବୈଠକରେ ମୁଖ୍ୟଅତିଥି ଭାବେ…

Read More

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: କେନ୍ଦ୍ର ଅର୍ଥମନ୍ତ୍ରୀ

ଓଡ଼ିଶାକୁ ମିଳିବନି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା: କେନ୍ଦ୍ର ଅର୍ଥମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ । ବଜେଟରେ ମନରେଗା ଅର୍ଥ କମାଯାଇଥିବା ଅଭିଯୋଗ ନେଇ ସେ କହିଛନ୍ତି, ମନରେଗା ହେଉଛି ଚାହିଦା ଭିତ୍ତିକ ଯୋଜନା । ଲୋକଙ୍କ ଚାହିଦା ବଢ଼ିଲେ, ବ୍ୟୟବରାଦ ବଢ଼ିବ । ନରେନ୍ଦ୍ର ମୋଦି ସରକାର ଆସିବା ପରେ ମନରେଗାରେ ଦିଆଯାଉଥିବା ପାଣ୍ଠି ବର୍ଷ ଶେଷ ସୁଦ୍ଧା ସଂପୂର୍ଣ୍ଣ ବିନିଯୋଗ ହେଉଛି । ଯାହା ୧୦…

Read More

ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ସମ୍ମିଳନୀ -୨୦୨୩

ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ସମ୍ମିଳନୀ -୨୦୨୩ #ଭୁବନେଶ୍ୱର(ଏନ୍‌.ଏମ୍‌.): ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଆଗେଇ…

Read More

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସମ୍ପ୍ରତି ରାଜ୍ୟ କ୍ୟାବିନେଟ୍ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ, ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକଟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।…

Read More

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ

ଏନଆରଆରଆଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ #କଟକ(ଏନ୍‌.ଏମ୍‌.): କଟକ ବିଦ୍ୟାଧରପୁର ସ୍ଥିତ ଜାତୀୟ ଧାନ ଗବେଷଣା ଅନୁଷ୍ଠାନ(ଏନଆରଆରଆଇ)ରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଦ୍ୱିତୀୟ ଇଣ୍ଡିଆନ ରାଇସ୍ କଂଗ୍ରେସର ଉଦଘାଟନ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କଟକ ଗସ୍ତକୁ ଆଖି ଆଗରେ ରଖି ଡିସିପି ପିନାକ ମିଶ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ବିଭିନ୍ନ ସ୍ଥାନରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ…

Read More

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ

କୁସୁପୁରରେ ଖୋଲିଲା ନୂଆ ପରିବା ହାଟ ସାଲେପୁର(ଏନ୍‌.ଏମ୍‌.): ସାଲେପୁର ବ୍ଲକ ଭୀମଦାସପୁର ଗ୍ରାମପଞ୍ଚାୟତ କୁସୁପୁର ରଥକଳ ଛକରେ ଏକ ନୂତନ ସାପ୍ତାହିକ ପରିବା ହାଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି । ଭୀମଦାସପୁର ସରପଞ୍ଚ ନଳିନୀପ୍ରଭା ନାୟକ, ସମିତିସଭ୍ୟା ପ୍ରଭାତୀ ସେଠୀ, ଓଡାସିଂହ ପଞ୍ଚାୟତ ସରପଞ୍ଚ ଜ୍ୟୋତିରେଖା ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ହାଟକୁ ଲୋକାର୍ପିତ କରିଥିଲେ । ହାଟ ଉଦ୍‌ଘାଟନ ସମୟରେ ହାଟ କମିଟିର ସଭାପତି, ସଂପାଦକ, କୋଷାଧ୍ୟକ୍ଷଙ୍କ ସହିତ ଆଜାଦ୍ ଆକବରୀ କ୍ଲବର…

Read More

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର

ଜୀବଜନ୍ତୁ କଲ୍ୟାଣ ଦିବସ ଏବଂ ଜୀବଜନ୍ତୁ ମଙ୍ଗଳ ପକ୍ଷ ଅବସରରେ ରାଇରଙ୍ଗପୁର ଗୋଶାଳାରେ ମାଗଣା ପ୍ରାଣୀ ଚିକିତ୍ସା ଶିବିର #ରାଇରଙ୍ଗପୁର (ଏନ୍‌.ଏମ୍‌.): ସାରା ଭାରତରେ ଜାନୁଆରୀ ୧୪ ରୁ ଜାନୁଆରୀ ୩୦ ତାରିଖ ଯାଏଁ ଯାହାକି ଜୀବଜନ୍ତୁ କଲ୍ୟାଣ ପକ୍ଷ ଭାବେ ପାଳନ କରାଯାଉଛି । ରାଜ୍ୟରେ ଜାନୁଆରୀ ୨୫ ତାରିଖ ଦିନ ଜୀବଜନ୍ତୁ କଲ୍ୟାଣ ଦିବସ ଭାବେ ପାଳନ କରାଯାଉଛି । ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ୧୯୫୮ମସିହାରେ ପ୍ରତିଷ୍ଠା ହୋଇଥିବା ଗୋଶାଳା ପରିସରରେ ରାଜ୍ୟ ପ୍ରାଣୀ…

Read More

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଉନ୍ନତ ଜ୍ଞାନକୌଶଳ ବ୍ୟବହାର ଦ୍ୱାରା ଉତ୍ପାଦନ ଖର୍ଚ୍ଚ ହ୍ରାସ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ #ଭୁବନେଶ୍ୱର(ଏନ୍‌.ଏମ୍‌.): ଚାଷୀମାନଙ୍କର ଆୟବୃଦ୍ଧି ଓ ଆର୍ôଥକ ବିକାଶ ଦିଗରେ ମତ୍ସ୍ୟ ଓ ପ୍ରାଣୀସମ୍ପଦର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣିତ ସମସ୍ତ ଯୋଜନାର ସଫଳ ରୂପାୟନ ଦିଗରେ ବିଭାଗୀୟ ଅଧିକାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବାକୁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ…

Read More

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ

ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡ ସାଧାରଣ ପରିଷଦ ବୈଠକ ପ୍ରାଣୀମାନଙ୍କ ପ୍ରତି ନିଷ୍ଠୁର ଆଚରଣ ଓ ଉତ୍ପୀଡ଼ନ ସର୍ବଦା ବର୍ଜନୀୟ- ମନ୍ତ୍ରୀ #ଭୁବନେଶ୍ୱର(ଏନ୍‌.ଏମ୍‌.): ଜୀବେ ଦୟା ନୀତିରେ ଆମ ସମସ୍ତଙ୍କୁ ପ୍ରାଣୀମାନଙ୍କ ମଙ୍ଗଳ ନିମନ୍ତେ କାର୍ଯ୍ୟ କରିବାକୁ ପଡ଼ିବ । ପ୍ରାଣୀମାନଙ୍କ ମଙ୍ଗଳ ଓ ସେମାନଙ୍କ ପ୍ରତି ସମୟ ସମୟରେ ହେଉଥିବା ନିଷ୍ଠୁର ଓ ଅମାନବୀୟ ଆଚରଣରୁ ସୁରକ୍ଷା ପ୍ରଦାନ ଦିଗରେ ରାଜ୍ୟ ପ୍ରାଣୀ ମଙ୍ଗଳ ବୋର୍ଡର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଥିବା ପରିପ୍ରେକ୍ଷୀରେ ଏହାକୁ ଅଧିକ ସଶକ୍ତ…

Read More