Category: ଅପରାଧ

ଜେଲରୁ ହେଉଛି ଅପରେଟ୍‌: ବ୍ରାଉନସୁଗର କାରବାରର ଗୁମର ଖୋଲିଲା ଖୋର୍ଦ୍ଧା ପୁଲିସ

ଜେଲରୁ ହେଉଛି ଅପରେଟ୍‌: ବ୍ରାଉନସୁଗର କାରବାରର ଗୁମର ଖୋଲିଲା ଖୋର୍ଦ୍ଧା ପୁଲିସ #ଖୋର୍ଦ୍ଧା(ଏନ୍‌.ଏମ୍‌.): ଜେଲ ଭିତରରୁ ବି ଚାଲିଛି ଅପରାଧ ନିୟନ୍ତ୍ରଣ । ଖୋର୍ଦ୍ଧା ଜେଲ ଭିତରୁ ମାଫିଆମାନେ ଅପରେଟ କରୁଛନ୍ତି ବ୍ରାଉନସୁଗର କାରବାର । ଏହି ଜେଲ ଭିତରୁ ଗୋଟିଏ…

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ

ଆନ୍ଧ୍ରପ୍ରଦେଶ ଚାଲାଣ ହେଉଥିଲେ ଦାଦନ ଶ୍ରମିକ; ଅଟକାଇଲେ ଯବାନ #ନାରାୟଣପାଟଣା(ଏନ୍‌.ଏମ୍‌.): ରାଜ୍ୟରେ ଶ୍ରମିକ ଚାଲଣ ଥମିବାରେ ନାଁ ଧରୁନି । ବିଶେଷ କରି ଘର ପାଖରେ ଧନ୍ଦା ନମିଳିବା ଯୋଗୁଁ ରାଜ୍ୟବାହାରକୁ ଦାଦନ ଖଟିବା ପାଇଁ ରାଜ୍ୟରୁ ଲୋକ ଚାଲିଯାଉଛନ୍ତି ।…

ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା

ଲଜ୍ଜା: ସଇତାନ ବାପାର ପାଶବିକ ଅତ୍ୟାଚାର ସହି ନପରି ନାବାଳିକା ଝିଅର ଆତ୍ମହତ୍ୟା #କୋଣାର୍କ(ଏନ୍‌.ଏମ୍‌.): ବାପ-ଝିଅ ଭଳି ପବିତ୍ର ସମ୍ପର୍କରେ ବିଷ ମଞ୍ଜି ବୁଣି ଦେଇଛି ସଇତାନ ବାପା । ନିଜର ଯୌନଲାଳସାକୁ ଚରିତାର୍ଥ କରିବା ପାଇଁ ନିଜ ଝିଅକୁ ବ୍ୟବହାର…

ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ

ପୁରୀଘାଟ ଥାନାର ସଫଳତା: ସୁନା ଅଳଙ୍କାର ସହ ବାଇକ ଜବତ: ୩ ଆନ୍ତଃରାଜ୍ୟ ଲୁଟେରା ଗିରଫ #କଟକ(ଏନ୍‌.ଏମ୍‌.): କଟକ ଓ ଏହାର ଆଖପାଖ ଅଞ୍ଚଳରେ ଛିନ୍‌ତାଇ କରୁଥିବା ଏକ ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗ୍‌ର ୩ ଜଣ କୁଖ୍ୟାତ ଲୁଟେଣାକୁ ଆଜି…

ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ

ମହାନଦୀ ବିହାର ଅଞ୍ଚଳରୁ ୧୨ କ୍ୱିଣ୍ଟାଲ ବିଦ୍ୟୁତ ତାର ଜବତ, ୩ ଗିରଫ #କଟକ(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅଞ୍ଚଳରେ ଏବେ ବଢ଼ିଛି ଚୋରି ଭଳି ଅପରାଧ । ପୁଲିସ ଅପରାଧ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ଏମାନଙ୍କୁ…

ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ

ଭିଜିଲାନ୍ସ ଜାଲରେ କୋଟିପତି ଆରଟିଓ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ ଏବେ କୋଟିପତି ଆରଟିଓ । ସମ୍ପ୍ରତି ବେଆଇନ ସମ୍ପତ୍ତି ଠୁଳ କରି ଶତାଧିକ ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଥିବାବେଳେ ସମ୍ପୃକ୍ତ ଆରଟିଓ ଜଣକ ନିଜର ସମ୍ପତ୍ତି ତାଲିକା ବଢ଼ାଇ ଚାଲିଥିଲେ ।…

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ

ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ପ୍ରାଣ ହରାଇଲା ଗଜରାଜ #ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ସ୍ଥିତ ଭରତପୁର ଜଙ୍ଗଲରେ ଅସୁସ୍ଥ ଏକ ଦନ୍ତା ହାତୀଟିର ମୃତ୍ୟୁ ଘଟିଛି । ଗତକାଲି ମଧ୍ୟରାତ୍ରରେ ଦନ୍ତାର ମୃତ୍ୟୁ ହୋଇଥିବା ଜଣାପଡିଛି । ବାରହା ଶିକାର…

୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ

୩ ଦିନ ଧରି ନିଖୋଜ ପରେ କୂଅରୁ ବାହାରିଲା ମୃତଦେହ #ପାଟଣାଗଡ଼(ଏନ୍‌.ଏମ୍‌.): ୩ ଦିନ ହେଲା ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯାଇ ଆଉ ଘରକୁ ଫେରି ନଥିଲେ ଯୁବକ । ପତ୍ନୀ ଚାରିଆଡ଼େ ସ୍ୱାମୀକୁ ଖୋଜି ବୁଲୁଥିଲେ ହେଲେ…

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ

ଶ୍ରୀମନ୍ଦିର ହୁଣ୍ଡି ଟଙ୍କା ଚୋରି କରି ଧରାପଡ଼ିଲେ ପିଅନ: ଶ୍ରଦ୍ଧାଳୁଙ୍କ ମଧ୍ୟରେ ନୈରାଶ୍ୟ ଭାବ #ପୁରୀ(ଏନ୍‌.ଏମ୍‌.): କଥାରେ ଅଛି ବାଡ଼ ଯଦି ଫସଲ ଖାଇବ ତେବେ ଜଗିବ କିଏ? ଏଭଳି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ଧାମ ପୁରୀରେ । ସୂଚନା…

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ

ବେଆଇନ ଲିଙ୍ଗ ନିରୁପଣ କରିବା ଅଭିଯୋଗ: ଡାକ୍ତରଙ୍କ ଘରେ ସ୍ୱାସ୍ଥ୍ୟ ବିଭାଗର ଚଢ଼ାଉ, ମେସିନ ଜବତ #କଟକ (ଏନ୍‌.ଏମ୍‌.): କଟକ ସହରରେ ଛତୁଫୁଟିଲା ଭଳି ଘରୋଇ ନର୍ସିଂହୋମ ଚାଲିଥିବାବେଳେ ଅନେକ ବେଆଇନ କାର୍ଯ୍ୟ ଚାଲୁଥିବାର ଅଭିଯୋଗ ମଧ୍ୟ ଉଠୁଛି । ତେବେ…

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଲେ ଅମିନ #ବଲାଙ୍ଗୀର(ଏନ୍‌.ଏମ୍‌.): ଜମି ଡିମାର୍କେସନ ପାଇଁ ଅମିନ ଜଣକ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଯାଇଛନ୍ତି । ୮ ହଜାର ଟଙ୍କା ଲାଞ୍ଚ ନେଇ ସମ୍ପୃକ୍ତ ଅମିନଙ୍କୁ ମାଡିବସିଛି ଭିଜିଲାନ୍ସ । ଏପରି…

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ

ମା’ଜୟଦୁର୍ଗା ମନ୍ଦିରରୁ ଲୁଟ ଘଟଣାର ପର୍ଦ୍ଦାଫାସ: ୪ଜଣ ଗିରଫ, ଚୋରି ସାମଗ୍ରୀ ଜବତ #କଟକ (ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ଧର୍ମାନୁଷ୍ଠାନ ତଥା ମଠ ମନ୍ଦିରରୁ ଗତ କିଛି ଦିନ ଧରି ଲୁଟ ଆଦି ହେଉଥିବା ବିଭିନ୍ନ ଥାନାରେ ଅଭିଯୋଗ ହେଉଥିବାବେଳେ…