କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍-ଉଲ୍-ଫିତର
କଟକରେ ଆନନ୍ଦ ଉଲ୍ଲାସ ଓ ଶାନ୍ତି ଶୃଙ୍ଖଳାରେ ପାଳନ ହେଲା ଇଦ୍-ଉଲ୍-ଫିତର #କଟକ(ଏନ୍.ଏମ୍.): ଦାନଧର୍ମରେ ଶେଷ ହୋଇଛି ରମଜାନ ମାସ । ଦୀର୍ଘ ଦିନର ଉପବାସ ଆଜି ଶେଷ ହୋଇଛି । ରମଜାନ ଶେଷ ହେବାପରେ କଟକ ସହରରେ ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ପର୍ବ ଇଦ-ଉଲ-ଫିତର ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି । ଆଜି ମହାନଗରର ପ୍ରତ୍ୟେକ ମସଜିଦ୍ରେ ସକାଳ ୭ଟାରୁ ୯ଟା୩୦ମଧ୍ୟରେ ସ୍ୱତନ୍ତ୍ର ନମାଜ ପାଠ କରାଯାଇଥିଲା । ସେହପରି ସତୀଚଉରା ନିକଟ ଇଦ୍ଗାହରେ…
