ଇପିଏଫ ପେନସନ ଭୋଗିଙ୍କ ଦିଲ୍ଲୀ ସମାବେଶ
ଇପିଏଫ ପେନସନ ଭୋଗିଙ୍କ ଦିଲ୍ଲୀ ସମାବେଶ ନୂଆଦିଲ୍ଲୀ (ଏନ୍.ଏମ୍.): ଜାତୀୟ ଇପିଏଫ ପେନସନର୍ସ ସଙ୍ଘ ଦ୍ୱାରା ଆୟୋଜିତ ଇପିଏଫ ପେନସନର୍ସ ମାନଙ୍କର ଧ୍ୟାନ ଆକର୍ଷଣ ଧାରଣା ସମାବେଶ ଦିଲ୍ଲୀ ଯନ୍ତର ମନ୍ତର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ପ୍ରକାଶ ୟେଣ୍ଡେ…