Nishkarsha

ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ସ୍ୱନକ୍ଷତ୍ର ଉତ୍ସବ

ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ସ୍ୱନକ୍ଷତ୍ର ଉତ୍ସବ #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲାର ଅନ୍ୟତମ ଗଣମାଧ୍ୟମ ସଂଗଠନ ଆଞ୍ଚଳିକ ସାମ୍ବାଦିକ ସଂଘର ୯ମ ସ୍ୱନକ୍ଷତ୍ର ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଗାନ୍ଧିଛକ ସ୍ଥିତ ଟାଉନ୍‌ହଲ ପରିସରରେ ସଂଘର ସଭାପତି ନରେଶ୍ କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ଭାରତ ମସଲାର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଯୋଗଦେଇ ଉଦ୍‌ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ…

Read More

ଭରା ନଈରେ ୧୦ ମହିଳା ଭାସି ଯାଉଥିବାବେଳେ; ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା

ଭରା ନଈରେ ୧୦ ମହିଳା ଭାସି ଯାଉଥିବାବେଳେ; ଦେବଦୂତ ସାଜିଲେ ଦୁଇ ଗାଈଆଳ ପିଲା ରାୟଗଡ଼ା(ଏନ୍‌.ଏମ୍‌.): ଭରାନଈରେ ୧୦ଜଣ ମହିଳା ଓ ଜଣେ ଶିଶୁ ଭାସି ଯାଉଥିବାବେଳେ ୨ଜଣ ଗାଈଆଳ ପିଲା ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚାଇ ଅଞ୍ଚଳରେ ପ୍ରଶଂସାର ପାତ୍ର ହୋଇ ପାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ କାହ୍ନୁଗୁଡ଼ା ଗ୍ରାମରେ । ତେବେ ଉଭୟ ଗାଈଆଳ ପିଲାଙ୍କ ପାଇଁ ୧୧ଟି…

Read More

ଚୌଧୁରୀ ବଜାରରେ ଥିବା ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ

ଚୌଧୁରୀ ବଜାରରେ ଥିବା ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ: କାରଣ ଅସ୍ପଷ୍ଟ, ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ #କଟକ (ଏନ୍‌.ଏମ୍‌.): ସ୍ଥାନୀୟ ଚୌଧୁରୀ ବଜାରର ଏକ ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟି ବ୍ୟାପକ ଧନସମ୍ପତ୍ତି ନିଷ୍ଟ ହୋଇ ଯାଇଛି । ନିଆଁ ଲାଗି ଦୋକାନରେ ଥିବା ଲୁଗାପଟା ସବୁ ଜଳିଯାଇଛି । ସୌଭାଗ୍ୟ ବସତଃ କେହି ମୃତାହତ ହୋଇ ନାହାନ୍ତି । ଅଗ୍ନିକାଣ୍ଡକୁ ମୁକାବିଲା କରିବା ପାଇଁ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ଦୀର୍ଘ…

Read More

କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ

କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ କଟକ(ଏନ୍‌.ଏମ୍‌.): କଟକ ସହରରେ ମୁସଲିମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ । ରୀତିନୀତି ଅନୁସାରେ ଏହି ପର୍ବକୁ ପାଳନ କରିଛନ୍ତି କଟକର ମୁସଲିମ ଧର୍ମାବଲମ୍ବୀ । ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା…

Read More

କୟଳପଡ଼ା ପଞ୍ଚାୟତରେ ସରପଞ୍ଚଙ୍କ ଦ୍ୱାରା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ

କୟଳପଡ଼ା ପଞ୍ଚାୟତରେ ସରପଞ୍ଚଙ୍କ ଦ୍ୱାରା ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ #ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକଙ୍କ ଦ୍ୱାରା ପଞ୍ଚାୟତର ହିତାଧିକାରୀଙ୍କୁ ଭତ୍ତା କାର୍ଡ଼ ପ୍ରଦାନ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହରେ ଶ୍ରୀମତୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଞ୍ଚଳର ଯୋଗ୍ୟ ହିତାଧିକାରୀଙ୍କୁ ସେମାନଙ୍କ ଭତ୍ତା ପ୍ରଦାନ କରିଥିଲେ । ତେବେ ପଞ୍ଚାୟତରେ ଥିବା ସିମିଳିହାଣ୍ଡ, କୟଳପଡ଼ା ଓ ନୂଆପାଟଣା ଗ୍ରାମର ପ୍ରାୟ ୯୮…

Read More

ଆଖୁଆପଦା ବୈତରଣୀ ବ୍ରିଜରୁ ଡେଇଁ ବାପ ଝିଅ ନିଖୋଜ

  ଆଖୁଆପଦା ବୈତରଣୀ ବ୍ରିଜରୁ ଡେଇଁ ବାପ ଝିଅ ନିଖୋଜ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ବ୍ରିଜ ଉପରୁ ନଦୀକୁ ଡେଇଁ ବାପ ଝିଅ ନିଖୋଜ ହୋଇଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ ବାଲିପୋଖରୀ ପଞ୍ଚାୟତ ପରମାନନ୍ଦପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି । ଗତକାଲି ରାତି ପ୍ରାୟ ୯ଟା ବେଳେ ବାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ…

Read More

କୁନି ଭାଇ ପାଇଁ ବାଘ ସହ ଲଢ଼ିଲା ୧୦ ବର୍ଷର ଝିଅ

କୁନି ଭାଇ ପାଇଁ ବାଘ ସହ ଲଢ଼ିଲା ୧୦ ବର୍ଷର ଝିଅ ପୌଡି(ଏଜେନ୍ସି): ବାଘ! ନାଁ ଶୁଣିବା କ୍ଷଣି ଆମ ଛାତି ଥରିଉଠେ, ମନରେ ଛନକା ପଶିଯାଏ । ହେଲେ ଜଣେ ୧୦ ବର୍ଷର ଝିଅ ନିଜ କୁନି ଭାଇ ପାଇଁ ବାଘ ସହିତ ଲଢ଼େଇ କରି ଭାଇକୁ ବାଘ ପାଟିରୁ ଛଡ଼ାଇଆଣିବା ସମସ୍ତଙ୍କୁ ବିସ୍ମିତ କରିଛି । ଏଭଳି ଘଟଣା ଘଟିଛି ଉତ୍ତରାଖଣ୍ଡର ପୌଡି ଜିଲ୍ଲା ଭଟୋଲି ଗ୍ରାମରେ । ନିଜ ଘର ବାରଣ୍ଡାରେ ବସି…

Read More

ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ

ଆନ୍ଦୋଳନ ନେଇ ପରିବହନ କମିଶନରଙ୍କ ସହ ଘରୋଇ ବସ ମାଲିକ ସଂଘର ଆଲୋଚନା ବିଫଳ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନାକୁ ନେଇ ରାଜ୍ୟରେ ବସ ମାଲିକ ସଂଘର ଅସନ୍ତୋଷ ବଢ଼ିବାରେ ଲାଗିଛି । ଲକ୍ଷାଧିକ ଟଙ୍କା ଋଣ କରି ବସ ବ୍ୟବସାୟରେ ପାଦ ଥାପି ଆତ୍ମ ନିର୍ଭରଶୀଳ ହେବାକୁ ଚାହିଁଥିବା ବ୍ୟକ୍ତିଙ୍କ ପାଇଁ ରାଜ୍ୟସରକାର ପୂର୍ଣ୍ଣଛେଦ ପକାଇବାକୁ ବସିଥିବା ଅଭିଯୋଗ କରିଛି ବସ ମାଲିକ ସଂଘ । ପ୍ରଥମେ ମୋ ବସ ଏବଂ ପରେ ଲକ୍ଷ୍ମୀଯୋଜନାରେ…

Read More

ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା

ଆରତୀ ଷ୍ଟିଲ ପ୍ଲାଣ୍ଟରେ ଶ୍ରମିକ ମୃତ୍ୟୁକୁ ନେଇ ଉତ୍ତେଜନା #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ଘଣ୍ଟିଖାଲ ଠାରେ ଗଢି ଉଠିଥିବା ଆରତୀ ଷ୍ଟିଲ ପ୍ଲାଣ୍ଟରେ ଆଜି ରୋଲିଁ ମିଲରେ ଜଣେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଶମିକଙ୍କ ମହଲରେ ଉତ୍ତେଜନା ଦେଖାଦେଇଛନ୍ତି । ମୃତ ଶ୍ରମିକ ଜଣକ ସ୍ଥାନୀୟ ମହାକାଳବସ୍ତର ଗୋକୁଳ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୋକୁଳ ବେହେରା ରୋଲିଂ ମିଲରେ ମାଲ ଲୋଡ କରୁଥିବାବେଳେ ଅପରେଟରଙ୍କ ଅସାବଧାନତା ଯୋଗୁ…

Read More

ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଅଙ୍ଗନବାଡ଼ି କେନ୍ଦ୍ରରେ ମଧ୍ୟାହ୍ନ ଭୋଜନରୁ ବାହାରିଲା ପୋକ: ଚିନ୍ତାରେ ଅବିଭାବକ, ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ #ବାଙ୍କୀ(ଏନ୍‌.ଏମ୍‌.): ରାଜ୍ୟରେ ଅପପୃଷ୍ଟି ଦୂର କରିବା ନିମନ୍ତେ ସରକାର ଅଙ୍ଗନବାଡ଼ି ଠାରୁ ଆରମ୍ଭ କରି ପ୍ରାଥମିକ ବିଦ୍ୟାଳୟ ପର୍ଯ୍ୟନ୍ତ କୋମଳମତି ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେଉଛନ୍ତି । ମଧ୍ୟାହ୍ନ ଭୋଜନ ଦେବାର ବ୍ୟବସ୍ଥା କରିଛନ୍ତି । ମାତ୍ର କିଛି କର୍ମଚାରୀଙ୍କ ଯୋଗୁଁ ପୁଷ୍ଟିକର ଖାଦ୍ୟ ବଦଳରେ ସ୍ୱାସ୍ଥ୍ୟ ପକ୍ଷେ ହାନିକାରକ ଖାଦ୍ୟ ଦିଆଯାଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେବେ…

Read More

ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ

ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେଲା ତିଗିରିଆ ପୁଲିସ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ତିଗିରିଆ ଥାନା ପୁଲିସ ଗତ କାଲି ବିଳମ୍ବିତ ରାତିରେ ସ୍ଥାନୀୟ ପାଞ୍ଚଗାଁ ଅଞ୍ଚଳରେ ଚାଲିଥିବା ମୀନାବଜାର ବନ୍ଦ କରିବାକୁ ଯାଇ ହଟ୍ଟହଟ୍ଟା ହେବାକୁ ପଡ଼ିଛି । ପୁଲିସ ଅଧିକାରୀ ଜଣକ ମୀନାବଜାର ବ୍ୟବସାୟୀମାନଙ୍କୁ ନାଲିଆଖି ଦେଖାଇବା ସହ ଅଶ୍ଳିଳ ଭାଷା ପ୍ରୟୋଗ କରି ମୀନାବଜାରକୁ ବନ୍ଦ କରିବାକୁ ଉଦ୍ୟମ କରିଥିଲେ । ତେବେ ପୁଲିସ ବାବୁଙ୍କ ଏଭଳି ଆଚରଣରେ ବ୍ୟବସାୟୀ ଓ…

Read More

ଗଡଗଡିଆ ଘାଟ ଭୁଶୁଡି ପଡିବା ଘଟଣା:୭ ଦିନ ଭିତରେ ପୁନଃନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତି କରିବାକୁ ମେୟରଙ୍କ ଚିଠି

ଗଡଗଡିଆ ଘାଟ ଭୁଶୁଡି ପଡିବା ଘଟଣା:୭ ଦିନ ଭିତରେ ପୁନଃନିର୍ମାଣ ପାଇଁ ନକ୍ସା ପ୍ରସ୍ତୁତି କରିବାକୁ ମେୟରଙ୍କ ଚିଠି #କଟକ(ଏନ୍‌.ଏମ୍‌.): ମହାନଦୀର ଗଡଗଡିଆ ଘାଟକୁ ନୂଆ ରୂପ ଦେବା ପାଇଁ ମହାନଦୀ କାଠଯୋଡ଼ି ସିଷ୍ଟମ ପକ୍ଷରୁ ଗତବର୍ଷ ଗଡଗଡିଆ ଘାଟ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଏହା ଦ୍ୱାରା କାର୍ତ୍ତିକ ମାସ ଡଙ୍ଗା ଭସା, ବୋଲ ବମ ଏବଂ ବାଲିଯାତ୍ରା ଭଳି ବଡ଼ ବଡ଼ ଉତ୍ସବରେ ଏହି ଘାଟଟି ବଡ଼ ସହାୟକ ହେଉଥିଲା । ତେବେ…

Read More