Nishkarsha

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ

ଗାଁସାଥୀ (ମେଟ୍‌)ଙ୍କ ପ୍ରତିଶ୍ରୁତି ପୂରଣରେ ଟାଳଟୁଳ ନୀତି: ଧାରଣାସ୍ଥଳରେ ଅଭିନବ ଶୈଳୀରେ ପ୍ରତିବାଦ #ଭୁବନେଶ୍ୱର(ଏନ୍‌.ଏମ୍‌.): ଗାଁସାଥୀ (ମେଟ୍‌)ଙ୍କ ଦାବି ପୂରଣ ପ୍ରସଙ୍ଗରେ କଥା ଦେଇ କଥା ରଖୁ ନାହାଁନ୍ତି ସରକାର । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଗାଁସାଥୀଙ୍କୁ ବିଧିବଦ୍ଧ ସରକାରୀ ମିଳିତ ବୈଠକରେ ମାସିକ ୮ ହଜାର ଟଙ୍କାର ପ୍ରତିଶ୍ରୁତି ଦେଇ ଶେଷଯାଏ କଥା ରଖିପାରି ନଥିଲେ । ଠିକ୍ ସେହିପରି ଏବେକାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍ ଚଳିତ ସେପ୍ଟେମ୍ବରରେ ଗାଁସାଥୀଙ୍କ ଆନ୍ଦୋଳନକୁ…

Read More

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବର୍ଷ ବର୍ଷର ଜମିଜମା ସମସ୍ୟାର ତୁରନ୍ତ ସମାଧାନ ରେଙ୍ଗାଲୀ ତହସିଲର ହୀରାକୁଦ ବାସଚ୍ୟୁତ ଲୋକମାନଙ୍କ ଜମି ସମସ୍ୟାର ହେବ ସମାଧାନ, ହାଇଟେକ୍ ସର୍ଭେ ପାଇଁ ନିର୍ଦ୍ଦେଶ ପୂର୍ବରୁ ଝାରସୁଗୁଡାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ୍‌, ପୁରୀ ପୌରପାଳିକାରେ ଜମିଜମା ସମସ୍ୟାର ସମାଧାନ ପାଇଁ ହୋଇଥିଲା ନୀତିଗତ ନିଷ୍ପତ୍ତି #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବାପାଇଁ ନୀତିଗତ…

Read More

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ

ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ସାରସ୍ୱତ ସମାରୋହ #କଟକ(ଏନ୍‌.ଏମ୍‌.): ଓଡ଼ିଶା ସଂଗୀତ ଅନୁଷ୍ଠାନ ଶାରଳା ସଂଗୀତ କଳା କେନ୍ଦ୍ର ଫାଉଣ୍ଡେସନ ପକ୍ଷରୁ ଏକ ସାରସ୍ୱତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଶାରଳା ଭବନରେ ହେମନ୍ତ କୁମାର ସ୍ୱାଇଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ହିନ୍ଦୁସ୍ତାନୀ କଣ୍ଠଶିଳ୍ପୀ ଅରୂପ ଲାଲ ଘୋଷ ଯୋଗଦେଇ ସଂଗୀତର ଯୁଗେ ଯୁଗେ ଆଦର ରହିଛି ବୋଲି କହିଥିଲେ । ସଂଗୀତ କେବଳ କାନକୁ ଭଲ ଲାଗେ…

Read More

ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ସଚେତନତା

ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ସଚେତନତା #ଆଠଗଡ଼ (ଏନ୍‌.ଏମ୍‌.): ଗୋପବନ୍ଧୁ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ ଆନୁକୁଲ୍ୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ନିମନ୍ତେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡକ୍ରସ ଉପଦେଷ୍ଟା ପୁଷ୍ପମଞ୍ଜରୀ ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମନ୍ୱିତ ଶିଶୁ ବିକାଶ ଅଧିକାରିଣୀ ନିବେଦିତା ରାୟ ଯୋଗଦେଇ ମାସିକ ଋତୁସ୍ରାବ ସ୍ୱଚ୍ଛତା ସମ୍ପର୍କରେ ଛାତ୍ରମାନଙ୍କୁ ବହୁ…

Read More

ସେଲିବ୍ରିଟି ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ

ସେଲିବ୍ରିଟି ବିବାହ ବିଚ୍ଛେଦ ମାମଲା: ହାଇକୋର୍ଟ ଗଲେ ଅନୁଭବ #କଟକ (ଏନ୍‌.ଏମ୍‌.): ଓଡ଼ିଶାରେ ସେଲିବ୍ରିଟି ବିବାହ ବିଚ୍ଛେଦ ଘଟଣା ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି । ଫଳରେ ଏହାର ଅନ୍ତ କେବେ କେମିତି ହେଉଛି ତାହା ଦେଖିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି । ସମ୍ପ୍ରତି ବେଶ ଚର୍ଚ୍ଚାରେ ରହିଛି ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲା । ଏନେଇ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଛନ୍ତି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ।…

Read More

ଫକିରମୋହନ ବିଶ୍ୱବିଦ୍ୟାଳୟ ଏବଂ ନନ୍ଦି ଫାଉଣ୍ଡେସନ ମଧ୍ୟରେ ଏମଓୟୁ ସ୍ୱାକ୍ଷର

ଫକିରମୋହନ ବିଶ୍ୱବିଦ୍ୟାଳୟ ଏବଂ ନନ୍ଦି ଫାଉଣ୍ଡେସନ ମଧ୍ୟରେ ଏମଓୟୁ ସ୍ୱାକ୍ଷର ବାଲେଶ୍ୱର(ଏନ୍‌.ଏମ୍‌.): ନ୍ୟାକ ତରଫରୁ “ଏ’ ଗ୍ରେଡର ମାନ୍ୟତା ପାଇବା ପରେ ନୂଆପାଢୀ ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର ପିଜି କେନ୍ଦ୍ରୀୟ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ବିଶ୍ୱବିଦ୍ୟାଳୟ ସହ ନନ୍ଦି ଫାଉଣ୍ଡେସନ ଏକ ବୁଝାମଣାପତ୍ର ସ୍ୱାକ୍ଷର ସମାରୋହ ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ସଞ୍ଚାଳକ, ଛାତ୍ର କଲ୍ୟାଣ ନିର୍ଦ୍ଦେଶକ ଡକ୍ଟର ନିହାର ରଞ୍ଜନ ରାଉତ ଏହି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଏବଂ ଅତିଥିମାନଙ୍କ ପରିଚୟ ପ୍ରଦାନ…

Read More

ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ

ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ #ଗଣିଆ(ଏନ୍‌.ଏମ୍‌.): ଶ୍ରୀ ଶ୍ରୀ ରଘୁନାଥ ଜୀଉ ଡିଗ୍ରୀ ମହାବିଦ୍ୟାଳୟ ଗଣିଆରେ ପ୍ରଥମ ବାର୍ଷିକ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ମହାବିଦ୍ୟାଳୟରେ ପାଦ ଥାପିଥିବା ଛାତ୍ରଛାତ୍ରୀମାନେ ନିଜ ପାଇଁ ତଥା ଦେଶ ପାଇଁ ଜଣେ ଜଣେ ଉଜ୍ଜ୍ୱଳ ତାରକା ହେବା…

Read More

ଚୌଦ୍ୱାର ରାସ୍ତା ଓ ପରିମଳ ବିପର୍ଯ୍ୟସ୍ତ ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର

ଚୌଦ୍ୱାର ରାସ୍ତା ଓ ପରିମଳ ବିପର୍ଯ୍ୟସ୍ତ ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ଦାବିପତ୍ର #ଚୌଦ୍ୱାର(ଏନ୍‌.ଏମ୍‌.): ଚୌଦ୍ୱାର ଅଞ୍ଚଳରେ ଐତିହାସିକ ଲକ୍ଷ୍ମୀପୂଜା ଓ ରୂପଯାତ୍ରା ପାଖେଇ ଆସୁଥିବାବେଳେ ସହରର ବିପର୍ଯ୍ୟସ୍ତ ରାସ୍ତା ଓ ପରିମଳ ସ୍ଥିତିକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପୌରପାଳିକା କର୍ତ୍ତୃପକ୍ଷ କୌଣସି ପ୍ରଦକ୍ଷେପ ଗ୍ରହଣ କରୁନାହାନ୍ତି । ତେଣୁ ଏହାର ପ୍ରତିବାଦରେ ଆଜି ନଗର କଂଗ୍ରେସ ପକ୍ଷରୁ ଚୌଦ୍ୱାର ପୌରନିର୍ବାହୀ ଅଧିକାରୀଙ୍କ ଉଦ୍ଦେଶ୍ୟରେ ୮ଦଫା ଦାବି…

Read More

ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍‌ଘାଟିତ

ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଉଦ୍‌ଘାଟିତ #କଟକ(ଏନ୍‌.ଏମ୍‌.): ରାଉରକେଲା ଫାଷ୍ଟ ଟ୍ରାକ୍ ସ୍ପେଶାଲ କୋର୍ଟ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି । କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଯୋଜନା ଅନୁସାରେ ପୋକ୍ସୋ ଆଇନ ଓ ମହିଳାଙ୍କ କ୍ଷେତ୍ରରେ ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡ଼ିକର ବିଚାର ପାଇଁ ଓଡ଼ିଶାର ବିଭିନ୍ନ ଜିଲା ମୁଖ୍ୟାଳୟରେ ୨୦ଟି ଫାଷ୍ଟ ଟ୍ରାକ୍ କୋର୍ଟ ଖୋଲିସାରିଛି ।…

Read More

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ମାଗଣା ରକ୍ତଦାନ ଶିବିର #ଚୌଦ୍ୱାର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୮ତମ ଜନ୍ମ ଦିବସ ଉପଲକ୍ଷେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କଖଡ଼ି ଗ୍ରାମପଞ୍ଚାୟତ ଠାରେ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆଠଗଡ଼ ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କଖଡି ମହାବିଦ୍ୟାଳୟ ପରିସରରେ ଆୟୋଜିତ ସ୍ୱେଛାକୃତ ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ ରାଜ୍ୟ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ…

Read More

‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ: ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସଚେତନତା ପଦଯାତ୍ରା ଦୃଷ୍ଟିବାଧିତଙ୍କ ସୁରକ୍ଷା ଓ ସ୍ୱାଧୀନତା ଉପରେ ଗୁରୁତ୍ୱାରୋପ #ଭୁବନେଶ୍ୱର(ଏନ୍‌.ଏମ୍‌.): ଆନ୍ତର୍ଜାତିକସ୍ତରରେ ଦୃଷ୍ଟିବାଧିତମାନଙ୍କ ନିମନ୍ତେ ସମର୍ପିତ ‘ବିଶ୍ୱ ଧଳାବାଡ଼ି ଦିବସ’ ଅବସରରେ ସକାଳେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ୧୯୯୨ରୁ ଅକ୍ଟୋବର ୧୫ ତାରିଖରେ ପାଳିତ ହୋଇଆସୁଥିବା ଏହି ଆନ୍ତର୍ଜାତିକ ଦିବସ ଦୃଷ୍ଟିବାଧିତମାନଙ୍କ ସୁରକ୍ଷା, ସ୍ୱାଧୀନତା ଓ…

Read More

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ

ରାଜ୍ୟରେ ଲାଗିଛି ହାତୀ ମଣିଷଙ୍କ ଲଢ଼େଇ: କେତେବେଳେ ହାତୀ ତ ଆଉ କେତେବେଳେ ମଣିଷ ଚାଲିଯାଉଛି ଆରପାରିକୁ #ଭୁବନେଶ୍ୱର/ଢେଙ୍କାନାଳ(ଏନ୍‌.ଏମ୍‌.): ସମ୍ପ୍ରତି ହାତୀ ମଣିଷଙ୍କ ଯୁଦ୍ଧ ବଢ଼ିବାରେ ଲାଗିଛି । କେଉଁଠି ମଣିଷର ଛଳନା ଭିତରେ ଛନ୍ଦି ହୋଇ ହାତୀର ପ୍ରାଣ ଯାଉଛି ତ ଆଉ କେଉଁଠି ହାତୀର ବଳ ଆଗରେ ମଣିଷ ଶୋଇ ଯାଉଛି ଚିର ନିଦ୍ରାରେ । ହେଲେ ଏ ଯୁଦ୍ଧର ଅବସାନ କେବେ? ଏ ନେଇ ସରକାର କି ପଦକ୍ଷେପ ନେଉଛନ୍ତି ଆଉ ତାହା…

Read More