ସମାଜସେବୀ ଲିଙ୍ଗରାଜ ନାୟକଙ୍କ ମାତୃ ବିୟୋଗ
ସମାଜସେବୀ ଲିଙ୍ଗରାଜ ନାୟକଙ୍କ ମାତୃ ବିୟୋଗ #ଚୌଦ୍ୱାର(ଏନ୍.ଏମ୍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ନଖରା ପଞ୍ଚାୟତ ବଡ଼ଚାଞ୍ଚୋ ଗ୍ରାମର ସମାଜସେବୀ ଲିଙ୍ଗରାଜ ନାୟକଙ୍କ ମାତା ସୁଲୋଚନା ନାୟକଙ୍କ ବିୟୋଗ ହୋଇଯାଇଛି । ସ୍ୱର୍ଗୀୟା ନାୟକ ଜଣେ ମିଷ୍ଠଭାଷୀ, ଧର୍ମପ୍ରାଣା, ପରୋପକାରୀ, ସ୍ନେହୀ ତଥା ଦରଦୀ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ । ତାଙ୍କ ମୃତ୍ୟୁ ଖବର ପାଇବା ପରେ ଗ୍ରାମର ବହୁ ମୁରବୀ, ବୁଦ୍ଧିଜୀବୀ, ଶୁଭେଚ୍ଛୁଙ୍କ ସମେତ ନିକଟସ୍ଥ ଗ୍ରାମ ଅଲାରପୁର, ସାନଚାଞ୍ଚୋ, ହରିଅନ୍ତା ଆଦି…
